Odisha Link
Bridging the Missing Links in Odisha
Daily Archives

May 26, 2023

୨୦୦୦ ଟଙ୍କିଆ ନୋଟ୍‌ ଜମା କରିବାକୁ ଆସି…

ଓଏଲ୍‌ ବ୍ୟୁରୋ: ନକ୍ସଲ ସଙ୍ଗଠନ ପାଇଁ କାଳ ୨୦୦୦ ଟଙ୍କିଆ ନୋଟ୍। ୨ ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ନିଷ୍ପତ୍ତି ପରେ ନକ୍ସଲଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ପାଖରେ ଥିବା ୨ହଜାର ଟଙ୍କିଆ ନୋଟ୍ କେମିତି ବଦଳାଇବେ, ତାକୁ ଚିନ୍ତାରେ ପଡ଼ିଗଲେଣି। କାରଣ ୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବାକୁ ଆସି ସୁରକ୍ଷାକର୍ମୀ…

“ମହାପ୍ରଭୁଙ୍କ ଆଶୀର୍ବାଦରୁ ମୋଦି…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଡବଲ ଇଞ୍ଜିନ ସରକାର କଥା କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ହିଁ ଓଡ଼ିଶାର ବିକାଶ ହେବ ବୋଲି କହିଛନ୍ତିି ଧର୍ମେନ୍ଦ୍ର। ଏଥିସହିତ ମହାପ୍ରଭୁଙ୍କ…

ଭାରତର ସ୍ବାଧୀନତାରେ ରାଜଦଣ୍ଡ…

ଓଏଲ୍‌ ବ୍ୟୁରୋ: ନୂଆ ସଂସଦ ଭବନର ଉଦଘାଟନକୁ ନେଇ ବିବାଦ ପ୍ରଥମରୁ ଥିଲା। ହେଲେ ଏବେ ରାଜଦଣ୍ଡ ‘ସେଙ୍ଗୋଲ’କୁ ନେଇ ନୂଆ ଆଙ୍ଗେଲ ଏବେ ବିବାଦରେ ଯୋଡ଼ି ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ଯେ, ନୂଆ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ସେଙ୍ଗୋଲ…

ଆଜି ମୁମ୍ବାଇ-ଗୁଜରାଟ ମୁହାଁମୁହିଁ, ଧୋନି…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ର ଶେଷ କ୍ବାଲିଫାୟର ମ୍ୟାଚ। ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍ସାହ ବଢ଼ିବାରେ ଲାଗିଛି। ଆଇପିଏଲ-୨୦୨୩ର ଫାଇନାଲ ରାଉଣ୍ଡରେ ଧୋନି ବାହିନୀ ପହଞ୍ଚିସାରିଛି। ଧୋନି ବାହିନୀ ବିପକ୍ଷରେ କିଏ ଖେଳିବ ଏନେଇ ପ୍ରଶ୍ନବାଚୀ ସୃଷ୍ଟି…

ନବ ଦାସ ହତ୍ୟାକାଣ୍ଡ: ଚାର୍ଜସିଟ୍ ଦାଖଲ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ଆଉ କିଛି ଦିନରେ ପୂରିବ ୪ ମାସ। ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଝାରସୁଗୁଡ଼ା ସ୍ଥିତ ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ। ମାମଲାର ମୁଖ୍ୟ…

ରାସ୍ତା କଡ଼ରୁ ହଟିବ ଅଚଳ ଗାଡ଼ି,…

ଓଏଲ୍‌ ବ୍ୟୁରୋ: ରାସ୍ତା କଡ଼ରେ ଥିବା ଅଚଳ ଓ ଅବ୍ୟବହୃତ ଗାଡିକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଏଣିକି ଅଚଳ ଓ ଅବ୍ୟବହୃତ ଗାଡି ରାସ୍ତାରେ ରଖିଲେ ହଟାଇଦେବ ବିଏମସି। କେବଳ ଅଚଳ ଗାଡି ନୁହେଁ ଖାଦ୍ୟ ବିକ୍ରି ପାଇଁ ବ୍ୟବହୃତ ଠେଲା, କ୍ୟାବିନ୍ ଓ ବ୍ୟବହାର ହେଉନଥିବା ଟାୟାରକୁ ରାସ୍ତା ନିକଟରେ ରଖି ହେବ…

ଜୁନ୍‌ ୪ ତାରିଖ ସୁଦ୍ଧା କେରଳ ଛୁଇଁପାରେ…

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଜଳୁଛି ସାରା ଦେଶ। ତାତିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବର୍ଷାକୁ ଅପେକ୍ଷା କରିଥିବାବେଳେ ଭାରତୀୟ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି। ଜୁନ୍‌ ୪ ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ। ମୌସୁମୀ ସବଳ ହେଲେ ୪ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା। ଜୁନ୍‌ ପହିଲା…

‘ରାଜଧାନୀରେ ଗଡ଼ିବ ମେଟ୍ରୋ,…

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ମେଟ୍ରୋ ଟ୍ରେନ ଚଳାଚଳ ନେଇ ନଗର ଉନ୍ନୟନ ବିଭାଗ ସଚିବ ସୂଚନା ଦେଇଛନ୍ତି। ଜୁନ ମାସରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ପାଇଁ ଶୁଭାରମ୍ଭ କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେଟ୍ରୋ ଟ୍ରେନ ପାଇଁ ସର୍ଭେ ଶେଷ ହୋଇଥିବାବେଳେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ଡିପିଆର…

ବଡ଼ ମୁକାବିଲା ପୂର୍ବରୁ ଭାଙ୍ଗିଲା…

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ଫଟାଫଟ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)। ଆଜି ଏହି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ କ୍ବାଲିଫାୟର ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ମଧ୍ୟରେ ଖେଳାଯିବ। ଯେଉଁ ଟିମ୍‌ ଆଜିର ମ୍ୟାଚ୍‌ ଜିତିବ ସେହି ଟିମ୍‌ ଫାଇନାଲ ମୁକାବିଲାରେ…

ସଂପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ନବ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ଆଉ କିଛି ଦିନରେ ପୂରିବ ୪ ମାସ। ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଝାରସୁଗୁଡ଼ା ସ୍ଥିତ ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ। ମାମଲାର ମୁଖ୍ୟ…