Odisha Link
Bridging the Missing Links in Odisha

ମେଟାର କଡ଼ା କାର୍ଯ୍ୟାନୁଷ୍ଠାନ, ବ୍ୟାନ ହେଲା ୭୪ ଲକ୍ଷ ହ୍ବାଟସ ଆପ୍ ଆକାଉଣ୍ଟସ୍‌

ନକଲି, ଠକେଇ ସହ ଜଡ଼ିତ ଥିଲା ଏହି ଆକାଉଣ୍ଟସ।

ଓଏଲ୍‌ ବ୍ୟୁରୋ: ଉପଭୋକ୍ତାଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଲା ମେଟା। ବ୍ୟାନ ହେଲା ୭୪ ଲକ୍ଷ ହ୍ବାଟସ ଆପ୍ ଆକାଉଣ୍ଟସ୍‌। ହ୍ବାଟସଆପ୍ ମୂଳ କମ୍ପାନୀ ମେଟାର କାର୍ଯ୍ୟାନୁଷ୍ଠାନ। ଅପ୍ରେଲ ମାସରେ ମେଟାର କାର୍ଯ୍ୟାନୁଷ୍ଠାନ। ନକଲି, ଠକେଇ ସହ ଜଡ଼ିତ ଥିଲା ଏହି ଆକାଉଣ୍ଟସ। ତେବେ ପରବର୍ତ୍ତୀ ସମୟରେ ନକଲି, ଠକେଇ ସହ ଜଡିତ ଅନ୍ୟ ହ୍ବାଟସ ଆପ୍ ଆକାଉଣ୍ଟସ୍‌ ବ୍ୟାନ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

Leave A Reply

Your email address will not be published.