Odisha Link
Bridging the Missing Links in Odisha
Monthly Archives

June 2023

ଓଡ଼ିଶା ଦକ୍ଷତା ବିକାଶ ଅଥରିଟି ଅଧ୍ୟକ୍ଷ…

ଓଏଲ୍ ବ୍ୟୁରୋ: ଓଡ଼ିଶା ଦକ୍ଷତା ବିକାଶ ଅଥରିଟି ଅଧ୍ୟକ୍ଷ ପଦ ଛାଡ଼ିଲେ ସୁବ୍ରତ ବାଗ୍‌ଚୀ। ପଦ ଛାଡ଼ିବା ନେଇ ଟୁଇଟ୍ ଯୋଗେ ସୁବ୍ରତ ବାଗ୍‌ଚୀଙ୍କ ସୂଚନା। ବ୍ୟକ୍ତିଗତ କାରଣ ପାଇଁ ପଦ ଛାଡୁଥିବା ଜଣାଇଲେ ଓଡ଼ିଶା ଦକ୍ଷତା ବିକାଶ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।

ବାହୁଡ଼ା ଯାତ୍ରାରେ ଦୁର୍ଘଟଣା:…

ଓଏଲ୍‌ ବ୍ୟୁରୋ: ଗତକାଲି କେନ୍ଦୁଝରର କେନ୍ଦୁଆଠାରେ ୩ଜଣ ଏବଂ କୋରାପୁଟର କୋଲାବଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ବାହୁଡ଼ା ଯାତ୍ରା ଦେଖି ଫେରିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା…

ପୁଣି ଏକ ସଡ଼କ ଦୁର୍ଘଟଣା: ଓଲଟିଲା ବସ୍‌,…

ଓଏଲ୍‌ ବ୍ୟୁରୋ: ପିଛା ଛାଡ଼ୁନି ସଡକ ଦୁର୍ଘଟଣା। ଭଦ୍ରକରେ ଘଟିଥିବା ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଭଦ୍ରକରୁ ବାସୁଦେବପୁର ଆସିଲା ବେଳେ ସାବରଙ୍ଗ ଛକରେ ଓଲଟିଲା ବସ୍‌। ଘଟଣାସ୍ଥଳରେ ୧୫ ଜଣ ଆହତ ହୋଇଥିବାବେଳେ ବସ ଭିତରେ ୨ ଜଣ ଫସି ରହିଥିବା ସୂଚନା। ଘଟଣାସ୍ଥଳରେ ଉଦ୍ଧାର…

ସ୍ୱର୍ଣ୍ଣ ଅଳଙ୍କାରରେ ଝଟକିବେ ଶ୍ରୀଜିଉ,…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ। ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ଝଟକିବେ ଶ୍ରୀଜିଉ। ସୁନାବେଶ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ…

‘ରତ୍ନଭଣ୍ଡାରରେ ପାଣି ଗଳି ଜିନିଷ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିବାବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ମନ୍ତବ୍ୟ। ସେ କହିଛନ୍ତି, ରତ୍ନଭଣ୍ଡାରରେ ପାଣି ଗଳୁଛି। ଜିନିଷ ନଷ୍ଟ ହେଉଛି, ନିହାତି ଖୋଲାଯାଉ।…

ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ଶିମିଳିପାଳ ସଂରକ୍ଷିତ ଜଙ୍ଗଲରେ ୨ ବନ କର୍ମଚାରୀଙ୍କୁ ହତ୍ୟା ଘଟଣାରେ କେନ୍ଦ୍ରର ହସ୍ତକ୍ଷେପ। ଅନୁଧ୍ୟାନ ଟିମ୍‌ର ରିପୋର୍ଟ ଆଧାରରେ ନବୀନଙ୍କୁ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଚିଠି। ଇଣ୍ଟେଲିଜେନ୍ସ ନେଟୱାର୍କ, ପାଟ୍ରୋଲିଂ, କମ୍ବିଂ ବଢ଼ାଇବାକୁ କହିଲେ କେନ୍ଦ୍ର ଜଙ୍ଗଲ…

ବାହାନଗା ରେଳ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା…

ଓଏଲ୍‌ ବ୍ୟୁରୋ: ସେଦିନ ଥିଲା ଶୁକ୍ରବାର ଆଉ ଘଣ୍ଟାରେ ବାଜିଥିଲା ପାଖାପାଖି ୭ଟା ୧୫ ମିନିଟ୍‌। ଠିକ ସେହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଯାହା ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଥିଲା। ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍…

‘ବିଜେଡିର ସାଂସଦ ଓ ବିଧାୟକ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଆରମ୍ଭ ହେଲାଣି ରାଜନୈତିକ ଚର୍ଚ୍ଚା। ଏସବୁ ମଧ୍ୟରେ ୫-ଟି ସଚିବଙ୍କ ଗସ୍ତକୁ ନେଇ ତେଜୁଛି ବିବାଦ। ୫-ଟି ସଚିବଙ୍କ ଗସ୍ତକୁ ବିଜେଡିର ଡିଫେଣ୍ଡକୁ ନେଇ ବିଜେପି ନେତା ମୋହନ ମାଝୀ କହିଛନ୍ତି, ସଙ୍କଟରେ ବିଜେଡି ଓ ସରକାର, ତେଣୁ କଥା ଏଡାଇବାକୁ…

ପରଲୋକରେ ବରିଷ୍ଠ ସାମ୍ବାଦିକ ଜଗନମୋହନ…

ଓଏଲ୍‌ ବ୍ୟୁରୋ: ବରିଷ୍ଠ ସାମ୍ବାଦିକ ତଥା ଦୈନିକ ‘ସକାଳ’ର ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ଡକ୍ଟର ଜଗନମୋହନ ମହାପାତ୍ରଙ୍କର ଆଜି ହୃଦଘାତରେ ଦେହାନ୍ତ ହୋଇଛି। ଏମ କେସିଜିରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର…

ଓଡ଼ିଶା ପୁଲିସ୍‌ ବିଭାଗରେ ଖାଲି ପଡ଼ିଛି…

ଓଏଲ୍‌ ବ୍ୟୁରୋ: ରାଜ୍ୟ ପୁଲିସ୍‌ ବିଭାଗରେ ଅନେକ ପଦବୀ ଖାଲି ପଡ଼ିଛି। ୧୩ ହଜାରରୁ ଅଧିକ ପଦବୀ ଖାଲି ରହିଥିବା ସୂଚନା ରହିଛି। ସେଥିରୁ କେବଳ ୧୦ହଜାରରୁ ଅଧିକ ପୁଲିସ ପଦବି ରହିଥିବା ବେଳେ ମିନିଷ୍ଟରିଆଲ୍‌ ଓ ଗ୍ରୁପ୍‌ ଡିରେ ୩ ହଜାରରୁ ଅଧିକ ପଦବି ଖାଲି ପଡିଛି। ୬ ଆଇଜି, ୧୦ ଡିଆଇଜି, ୨୮୩ ଡିଏସ୍‌ପି…