Odisha Link
Bridging the Missing Links in Odisha
Monthly Archives

June 2023

‘ରତ୍ନଭଣ୍ଡାର ଖୋଲିବାକୁ ସମସ୍ତେ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ସରକାର ଡରୁଛନ୍ତି କାହିଁକି ପ୍ରଶ୍ନକଲେ ପିସିସି ସଭାପତି ଶରତ ପଟ୍ଟନାୟକ। ଏହା ସହ ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲିବାକୁ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ସେବାୟତ…

ମହାନଦୀରେ ପାଣି ଛାଡ଼ିଲା ଛତିଶଗଡ଼,…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼-ଓଡ଼ିଶା ମଧ୍ୟରେ ଲାଗିରହିଛି ମହାନଦୀ ଜଳବିବାଦ। ଏହାରି ମଧ୍ୟରେ ଚଳିତ ମୌସୁମୀରେ ଛତିଶଗଡ଼ ପ୍ରଥମ କରି ଗତ ସପ୍ତାହରେ ମହାନଦୀରେ ପାଣି ଛାଡ଼ିଥିଲା। କଲମା ବ୍ୟାରେଜର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ବର୍ତମାନ କଲମା ବ୍ୟାରେଜରେ ଖୋଲିଲା ସମସ୍ତ ୬୪ ଗେଟ୍‌। ପ୍ରବଳ ବର୍ଷା…

ଥମୁନି ମଣିପୁର ହିଂସା, ମୁଖ୍ୟମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ମଣିପୁରରେ ଜାତିଗତ ହିଂସାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ। ମଣିପୁରରେ ଗତ ୫୫ ଦିନରୁ ଅଧିକ ଧରି ହିଂସା ଲାଗିରହିଛି। ଏହାରି ମଧ୍ୟରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଇସ୍ତଫା ଦେବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ କିଛି ପରେ ରାଜ୍ୟପାଳଙ୍କୁ ଭେଟିବେ ମଣିପୁର…

ଆଇଏଏସ୍ ଅଫିସର କିଭଳି ରାଜନୀତି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଆରମ୍ଭ ହେଲାଣି ରାଜନୈତିକ ଚର୍ଚ୍ଚା। ଏସବୁ ମଧ୍ୟରେ ୫-ଟି ସଚିବଙ୍କ ଗସ୍ତକୁ ନେଇ ତେଜୁଛି ବିବାଦ। ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ସାଂସଦ ଜୁଏଲ ଓରାମ ବିରୋଧ କରିବା ସହ ଅପରାଜିତା ଷଡ଼ଙ୍ଗୀ ଉଠାଇଥିବା ପ୍ରସଙ୍ଗକୁ ଠିକ୍ ବୋଲି କହିଛନ୍ତି।…

ଆଜି +୨ ନାମଲେଖା ଆବେଦନ ପ୍ରକ୍ରିୟାର ଶେଷ…

ଓଏଲ୍‌ ବ୍ୟୁରୋ: ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ମେ ୨୯ରୁ ଆରମ୍ଭ ହୋଇ ଆଜି ଶେଷ ହେବାକୁ +୨ରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ସାମ୍ସ୍ ପୋର୍ଟାଲରେ ଅନଲାଇନ ଆବେଦନ କରିବେ ବୋଲି ସୂଚନା ରହିଛି। ଜୁନ ୩୦…

ଧବଳେଶ୍ବର ମନ୍ଦିରକୁ ଯୋଗାଯୋଗ…

ଓଏଲ୍‌ ବ୍ୟୁରୋ: ମହାନଦୀରେ ପାଣି ବଢ଼ିବାରୁ ଧୋଇଗଲା ଧବଳେଶ୍ବର ମନ୍ଦିରକୁ ଯୋଡ଼ୁଥିବା ରାସ୍ତା। ଝୁଲା ପୋଲ ଦୁର୍ବଳ ଥିବାରୁ ଏହି ରାସ୍ତାରେ ଯାଉଥିଲେ ଭକ୍ତ। ଶ୍ରାବଣ ମାସ ଆରମ୍ଭ ପୂର୍ବରୁ ଏଭଳି ଘଟଣା ଚିନ୍ତାର ବିଷୟ ପାଲଟିଛି। ଅନେକ ଶ୍ରଦ୍ଧାଳୁ ପ୍ରଭୁ ଧବଳେଶ୍ବରଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି।

ବାହାନଗା ଟ୍ରେନ୍ ଦୁର୍ଘଟଣା: ଚିହ୍ନଟ…

ଓଏଲ୍‌ ବ୍ୟୁରୋ: ସେଦିନ ଥିଲା ଶୁକ୍ରବାର ଆଉ ଘଣ୍ଟାରେ ବାଜିଥିଲା ପାଖାପାଖି ୭ଟା ୧୫ ମିନିଟ୍‌। ଠିକ ସେହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଯାହା ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଥିଲା। ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍…

ଆଜି ରଥରେ ଅଧରପଣା ନୀତି, ରଥାରୂଢ଼…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଅଧରପଣା ନୀତି। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ବାହୁଡ଼ା ଯାତ୍ରା ପରେ ସିଂହଦ୍ୱାର ତିନିରଥ ଉପରେ ସୁନାବେଶ ପରଦିନ ଅଧର ପଣା ନୀତି ହୋଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ରଥାରୂଢ଼…

ଇଦ୍‌ରେ କୋରାନ୍ ପୋଡ଼ିଲେ ପ୍ରବାସୀ ଇରାକୀ

ଓଏଲ୍‌ ବ୍ୟୁରୋ: ଗତକାଲି ଥିଲା ମୁସଲିମ ମାନଙ୍କର ପର୍ବ ଇଦ୍‌। ଏହି ଅବସରରେ ସ୍ୱିଡେନରେ ପବିତ୍ର ଗ୍ରନ୍ଥ କୋରାନକୁ ପୋଡିଦେବା ଘଟଣା ସାମ୍ନାକୁ ଆସିଛି। ଜଣେ ପ୍ରବାସୀ ଇରାକୀ ଏକ ମସଜିଦ ବାହାରେ ଇସଲାମୀୟ ଗ୍ରନ୍ଥ କୋରାନରେ ନିଆଁ ଲଗାଇ ଦେଇଛନ୍ତି। ଯାହାକୁ ନେଇ ଚହଳ ସୃଷ୍ଟି ହୋଇଛି। ସାଲୱାନ ମୋମିକା,…

ଶୀଘ୍ର କରନ୍ତୁ ନିଜର ପାନ୍-ଆଧାର…

ଓଏଲ୍‌ ବ୍ୟୁରୋ: ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଯଦି ପାନ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ନିଜର ଆଧାର କାର୍ଡକୁ ପାନ କାର୍ଡ ସହ ଲିଙ୍କ ନକରନ୍ତି ତେବେ, ଅଚଳ ହୋଇପାରେ ପାନ୍ କାର୍ଡ। ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ଥିଲା ଏହାର ସମୟସୀମା। ଏହା ପରିବର୍ତନ…