Odisha Link
Bridging the Missing Links in Odisha
Daily Archives

July 11, 2023

ସବୁବେଳେ ଓଡ଼ିଶା ବିରୋଧୀ କାମ କରୁଛନ୍ତି…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଗତକାଲି 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନା ଘୋଷଣା କରିଥିଲେ। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟପଟେ ପାଲଟା ଜବାବ ରଖିଛି ବିଜୁ ଜନତା ଦଳ। ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେପି…

ବାଲେଶ୍ବର ଟ୍ରେନ୍‌ ଟ୍ରାଜେଡି: ପୁଣି ୪…

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଟ୍ରେନ୍‌ ଟ୍ରାଜେଡିର ସତ ଖୋଜିବାରେ ଲାଗିଛି ସିବିଆଇ। ଗିରଫ ହୋଇଥିବା ୩ ଅଭିଯୁକ୍ତଙ‌କୁ ଆଉ ୪ ଦିନିଆ ରିମାଣ୍ଡରେ ନେଇଚି ସିବିଆଇ। ସେମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରିବ ସିବିଆଇ। ଏନେଇ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ। ଆଜି ସିନିୟର ସେକ୍ସନ ଇଞ୍ଜିନିୟର…

ପୂରଣ ହେବ ୯୦୨ ଶିକ୍ଷକ ପଦବୀ; ପ୍ରକାଶ…

ଓଏଲ୍‌ ବ୍ୟୁରୋ: ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସରକାରଙ୍କ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ପଦବୀ ସୃଷ୍ଟି କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଏହି ସବୁ ପଦବୀ ରାଜ୍ୟର…

ଅବସର ନେବେ ଇଡି ନିର୍ଦ୍ଦେଶକ ସଞ୍ଜୟ…

ଓଏଲ୍ ବ୍ୟୁରୋ: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳକୁ ସୁପ୍ରିମ କୋର୍ଟ ଶୁଣାଣି କରି କହିଛନ୍ତି, ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ଦୁଇ ଦୁଇଥର ବଢାଇବା ବେଆଇନ। ଇଡିର ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କର ଆସନ୍ତା ନଭେମ୍ବରରେ କାର୍ଯ୍ୟକାଳ ସରିବା…

ବାହାନଗା ରେଳ ଦୁର୍ଘଟଣା: ୩ ଅଭିଯୁକ୍ତଙ୍କ…

ଓଏଲ୍ ବ୍ୟୁରୋ: ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ମାସେ ପୁରିଥିବା ବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଟ୍ରେନ୍‌ ଟ୍ରାଜେଡି ମାମଲାରେ ୩ ଜଣଙ୍କୁ ସିବିଆଇ ଗିରଫ କରିବା ସହ ୫ ଦିନ ରିମାଣ୍ଡରେ ନେଇଥିଲା। ତେବେ ଆଜି ୫ଦିନିଆ ରିମାଣ୍ଡ ଶେଷ ହୋଇଥିବାବେଳେ ୩…

ଅଣସୁପକାରଙ୍କ ମହାପ୍ରସାଦ ବିକ୍ରି ଉପରେ…

ଓଏଲ୍ ବ୍ୟୁରୋ: ପୁରୀରେ ମହାପ୍ରସାଦ ନାଁରେ ନକଲି ଅବଢ଼ା ଅନଲାଇନରେ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଅନଲାଇନରେ ଅବଢ଼ା ବିକ୍ରିକୁ ନେଇ ସେବାୟତ ମହଲରେ ପୁଣି ନିନ୍ଦା କରାଯାଇଛି। ତେବେ ଏହି ଘଟଣାକୁ…

ନିଜ ଦଳ ନେତାଙ୍କ ବେଆଇନ କାମ ବେଳେ…

ଓଏଲ୍ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ବୟାନବାଜି ବଢ଼ିବାରେ ଲାଗିଛି। ଆଜି ସକାଳେ ଭୁବନେଶ୍ବର ସାଂସଦ ଅପରାଜତି ଷଡ଼ଙ୍ଗୀ ଟ୍ବିଟ୍‌ କରି ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଥିବା ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲା ବିଜେଡି। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି,…

ପାସେଞ୍ଜର ଟ୍ରେନରୁ ବାହାରିଲା ଧୂଆଁ,…

ଓଏଲ୍ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ପରେ ସତେ ଯେମିତି ରେଳ ଖବର ଚାଞ୍ଚଲ୍ୟ ସୃଷ୍ଟି କରୁଛି। ଆଜି ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଘଟିଥିବା ଆଉ ଏକ ଖବର ସାମ୍ନାକୁ ଆସିଛି। ଦିବ୍ରୁଗଡ଼ରୁ କନ୍ୟାକୁମାରୀ ଯାଉଥିଲା ବିବେକ ଏକ୍ସପ୍ରେସ। ଏହି ରେଳଟି ବ୍ରହ୍ମପୁର ରେଳ ଷ୍ଟେସନ ପହଂଚିବା ପୂର୍ବରୁ ଧୂଆଁ…

୫-ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମ:…

ଓଏଲ୍ ବ୍ୟୁରୋ: ସ୍କୁଲ ଭଳି କଲେଜର ରୂପାନ୍ତରୀକରଣ ଆରମ୍ଭ ହୋଇଛି। ରାଜ୍ୟ ସରକାର ତରଫରୁ କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ଶ୍ରେଣୀଗୃହଠୁ ନେଇ ଇ-ଲାଇବ୍ରେରୀର ପ୍ରତିଷ୍ଠା କରାଯିବ। ଉତ୍ତମମାନର ଲାବରୋଟୋରୀ ସାଙ୍ଗକୁ ଉନ୍ନତ ଶ୍ରେଣୀଗୃହରେ ପିଲାମାନେ ପାଠ ପଢ଼ିବେ। କଲେଜ କ୍ୟାମ୍ପସ୍‍ର ରୂପରେଖ…

ଅପରାଜିତାଙ୍କ ଟ୍ବିଟର ପାଲଟା ଜବାବ ଦେଲା…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ବୟାନବାଜି ବଢ଼ିବାରେ ଲାଗିଛି। ଆଜି ସକାଳେ ଭୁବନେଶ୍ବର ସାଂସଦ ଅପରାଜତି ଷଡ଼ଙ୍ଗୀ ଟ୍ବିଟ୍‌ କରି ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଥିବା ବେଳେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ରଖିଛନ୍ତି ଜବାବ। ପ୍ରଶାନ୍ତ ମୁଦୁଲି…