Odisha Link
Bridging the Missing Links in Odisha
Daily Archives

August 19, 2023

ଏଲ୍‌ବ୍ରସ୍‌ରୁ ଓଡ଼ିଶା ଫେରିଲେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଫେରିଲେ ଆଇରନ୍‌ମ୍ୟାନ୍‌ ସୌଭାଗ୍ୟ କୁମାର ରଥ। ବିଦେଶ ମାଟିରେ ଜାତୀୟ ପତାକା ଉଡ଼ାଇ ସାରା ରାଜ୍ୟ ପାଇଁ ଗୌରବ ଆଣିଥିବା ସୌଭାଗ୍ୟ ଆଜି ଓଡ଼ିଶା ଫେରିଛନ୍ତି। ୭୭ତମ ସ୍ବାଧୀନତା ଦିବସ ପୂର୍ବରୁ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୫୬୪୨ ମିଟର ଉଚ୍ଚ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ରେ ଜାତୀୟ…

ଚିନ୍ତା ବଢ଼ାଉଛି ଡେଙ୍ଗୁ ସଂକ୍ରମଣ,…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଥମିବାର ନା ନେଉନି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୨୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏ ବର୍ଷ ଅଗଷ୍ଟ ୧୬ ସୁଦ୍ଧା ୨,୧୧୧ ରୋଗୀ ଚିହ୍ନଟ ହେଲେଣି। ଗତ ବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା…

ପାଣ୍ଡିଆନଙ୍କ ମୁହଁରୁ କାଳି ପୋଛିଦେଲେ…

ଓଏଲ୍‌ ବ୍ୟୁରୋ: ଦୁଇଦିନିଆ ପୁରୀ ଗସ୍ତରେ ଅଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ଏହି ସମୟରେ ପୁରୀ ସତ୍ୟବାଦୀ ଗସ୍ତ କରିଥିଲେ। ସେଠାରେ ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ଗୋଟେ ପଟେ କାଳିମାଡ଼ ହୋଇଥିବାବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ମିଶନ ଶକ୍ତି…

ପାଣ୍ଡିଆନ୍‌ଙ୍କୁ କାଳିମାଡ଼, ତଥାପି…

ଓଏଲ୍‌ ବ୍ୟୁରୋ: ଦୁଇଦିନିଆ ପୁରୀ ଗସ୍ତରେ ଅଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ଏହି ସମୟରେ ପୁରୀ ସତ୍ୟବାଦୀ ଗସ୍ତ କରିଥିଲେ। ସେଠାରେ ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ପୁରୀ ସତ୍ୟବାଦୀରେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଛି। ୟୁଜିଏସ କଲେଜ…

ନକଲି ସାର୍ଟିଫିକେଟ ଘଟଣା: ପୁଣି…

ଓଏଲ୍‌ ବ୍ୟୁରୋ: ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ନେଇ ଅଭିଯୋଗ ହୋଇଥିବା ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାରେ ଜିଲ୍ଲା ଶିକ୍ଷା ଅଧିକାରୀ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ। ସମ୍ପୃକ ୪ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ବହିଷ୍କାର କରିଥିଲେ। ସଂପୃକ୍ତ ୪ ଶିକ୍ଷକଙ୍କ…

‘ବୃତ୍ତି ଓ ମାଟି ସବୁଠାରୁ…

ଓଏଲ୍‌ ବ୍ୟୁରୋ: ଶୁକ୍ରବାର ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ସତୁରି ପରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଦୈନିକ ଖବରକାଗଜ ସମ୍ବାଦରେ ଆମ ଘରର ହାଲଚାଲ ମାଧ୍ୟମରେ ଜନ୍ମଦିନର ଅନୁଚିନ୍ତା ପ୍ରକାଶ କରିଥିଲେ। ସମ୍ବାଦରେ ଲେଖିଥିବା ଏହି ଆଲେଖ୍ୟ ପ୍ରସଙ୍ଗ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ…

ଦୁଇଦିନିଆ ପୁରୀ ଗସ୍ତରେ ୫-ଟି ସଚିବ,…

ଓଏଲ୍‌ ବ୍ୟୁରୋ: ଦୁଇଦିନିଆ ପୁରୀ ଗସ୍ତରେ ଅଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ପ୍ରଥମ ଦିନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପାର୍ଶ୍ବ ଦେବଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ବେଢ଼ା ପରିକ୍ରମା କରିବା ସହ ବିମଳା ମନ୍ଦିର ଦର୍ଶନ କରିଥିଲେ। ଶ୍ରୀମନ୍ଦିର ମଧ୍ୟରେ…

ଆଜି ରାଜ୍ୟର ୪୧୨ ଜଣଙ୍କୁ ମିଳିବ…

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୧୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ବିଦ୍ୟୁତ ବିଭାଗରେ ୪୧୨ ଜଣଙ୍କୁ ଚାକିରି ମିଳିବ। ଆଜି ଅପରାହ୍ନ ସାଢେ ୫ଟାରେ ଲୋକସେବା କନଭେନସନ ସେଣ୍ଟରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଠାବ ହେଲା…

ଓଏଲ୍‌ ବ୍ୟୁରୋ: ନୂଆପଡ଼ାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ଖବର ସାମ୍ନାକୁ ଆସିଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏହା ଠାବ ହୋଇଛି। ସିନାପାଲି ଥାନା ଝୋଲାପଡ଼ା ଗାଁ ନିକଟ ଜଙ୍ଗଲରେ କ୍ୟାମ୍ପ ଠାବ…

ଷ୍ଟେଜ ଓ୍ବାନ କ୍ୟାନସରରେ ପୀଡ଼ିତ ଥିଲି:…

ଓଏଲ୍‌ ବ୍ୟୁରୋ: ଭାରତ ସହ ସାରା ବିଶ୍ବରେ ଦୌଡ଼କୁଦ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦୂତି ଚାନ୍ଦଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଭାରତର ଦ୍ରୁତତମ ଧାବିକା ତଥା ଓଡ଼ିଆ ଝିଅ ଦୂତି ଚାନ୍ଦ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି। ଚଳିତ ବର୍ଷ ଜାନୁଆରି ୩…