Odisha Link
Bridging the Missing Links in Odisha

ନୂଆରୂପ ପାଇବ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ, ନିର୍ମାଣ ହେଉଛି ସ୍ମାର୍ଟ ଅଫିସ

ଓଏଲ୍‌ ବ୍ୟୁରୋ: ନୂଆ ରୂପ ପାଇବ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ। ପୁରୁଣା ଘରକୁ ସଜାଡି ନୂଆ ସ୍ମାର୍ଟ ଅଫିସ ନିର୍ମାଣ କରାଯିବ। ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ ପାଇଁ ୯ କୋଟି ୫୦ ଲକ୍ଷ ବ୍ୟୟରେ ନିର୍ମାଣ ହେଉଛି ସ୍ମାର୍ଟ ଅଫିସ। ୨୫ ଶହ ବର୍ଗଫୁଟ ଅଞ୍ଚଳରେ ୩ ମହଲା କୋଠା ନିର୍ମାଣ ହେଉଛି। ଏକ ବର୍ଷ ଭିତରେ ନିର୍ମାଣ କାମ ଶେଷ କରିବାକୁ ପ୍ରତିଶୃତି ଦିଆଯାଇଛି।

Leave A Reply

Your email address will not be published.