Odisha Link
Bridging the Missing Links in Odisha
Daily Archives

September 28, 2023

ଟ୍ରକ୍-ବାଇକ୍‌ ମୁହାଁମୁହିଁ ଧକ୍କା,…

ଓଏଲ୍‌ ବ୍ୟୁରୋ: ବାରିପଦା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣା ଘଟି ୨ ବାଇକ୍‌ ଆରୋହୀଙ୍କ ଜୀବନ ଚାଲିଯାଇଛି। ଏନ୍ଏଚ୍ ୪୯ ଦୁଆରଶୁଣୀ ଘାଟିରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା…

ଗୃହରେ ପ୍ରଶ୍ନକାଳ: ବିଜୁ ଯୁବ ବାହିନୀ…

ଓଏଲ୍‌ ବ୍ୟୁରୋ: ପଞ୍ଚମ ଦିନରେ ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିଛି। ତେବେ ଆରମ୍ଭରୁ ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିଥିଲା। ପରେ ବିଧାନସଭାରେ ଶାସକ-ବିରୋଧୀ ପୁଣିଥରେ ମୁହାଁମୁହିଁ ହୋଇଥିଲେ। ବିରୋଧୀଙ୍କ ହଟ୍ଟଗୋଳ ପାଇଁ ୪ଟା ପର୍ଯ୍ୟନ୍ତ ଗୃହ…

ରାଜସ୍ୱ ମନ୍ତ୍ରୀଙ୍କ ତଥ୍ୟ: ୫ ବର୍ଷରେ…

ଓଏଲ୍‌ ବ୍ୟୁରୋ: ପଞ୍ଚମ ଦିନରେ ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିଛି। ତେବେ ଆରମ୍ଭରୁ ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିଥିଲା। ପରେ ବିଧାନସଭାରେ ଶାସକ-ବିରୋଧୀ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ପାଇଁ ୪ଟା ପର୍ଯ୍ୟନ୍ତ ଗୃହ…

ପରଲୋକରେ କୃଷି ବିଜ୍ଞାନର ଜନକ ଏମ୍ଏସ୍…

ଓଏଲ୍‌ ବ୍ୟୁରୋ: ଦେଶର ଜଣାଶୁଣା କୃଷି ବୈଜ୍ଞାନିକ ଏମଏସ୍ ସ୍ୱାମୀନାଥନଙ୍କର ଦେହାନ୍ତ ହୋଇଛି। ୯୮ ବର୍ଷ ବୟସରେ ସ୍ବାମୀନାଥନଙ୍କ ପରଲୋକ ହୋଇଛି। ଚେନ୍ନାଇ ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୃଷି ବିଜ୍ଞାନର ଜନକ ଏମ୍ଏସ୍ ସ୍ୱାମୀନାଥନ ଦେହାନ୍ତ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ…

ରାଉରକେଲା ସହକାରୀ ଜିଲ୍ଲାପାଳ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ସନ୍ଦେହ ବଢୁଥିବାବେଳେ ସାମ୍ନାକୁ ଆସିଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ରାଉରକେଲା ସହକାରୀ ଜିଲ୍ଲାପାଳ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଥିଲା। ରାଉରକେଲା ସହକାରୀ ଜିଲ୍ଲାପାଳଙ୍କ ସୁସ୍ମିତା ମିଞ୍ଜ…

ଓଡ଼ିଶା ପାଇଁ ଗର୍ବର ବିଷୟ: ରଘୁରାଜପୁରକୁ…

ଓଏଲ୍ ବ୍ୟୁରୋ: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବିଶ୍ୱ ପର୍ଯ୍ୟଟନ ଦିବସରେ 'ଗ୍ଲୋବାଲ୍ ଟ୍ରାଭେଲ୍ ଫର୍ ଲାଇଫ୍' ଉନ୍ମୋଚନ କରାଯାଇଥିଲା। ବୁଧବାର ଦିଲ୍ଲୀର ପ୍ରଗତି ମୈଦାନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରଘୁରାଜପୁରକୁ 'ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ୨୦୨୩' ପୁରସ୍କାର ପ୍ରାପ୍ତ…

ସଫଳତା ଅଭିମୁଖେ ଇସ୍ରୋ: ମୁନ୍, ସନ୍ ପରେ…

ଓଏଲ୍ ବ୍ୟୁରୋ: ସୂର୍ଯ୍ୟ ଓ ଚନ୍ଦ୍ରଯାତ୍ରା ପରେ ଶୁକ୍ର ଅଭିଯାନ ଆରମ୍ଭ କରିବ ଭାରତ। ମୁନ, ସନ ପରେ ଏବେ ଭେନସ ମିଶନ। ଶୁକ୍ର ଗ୍ରହକୁ ଇସ୍ରୋ ଅଭିଯାନ ଆରମ୍ଭ କରିବ। ପ୍ରଥମେ ଚନ୍ଦ୍ର ମିଶନ ଓ ପରେ ସୂର୍ଯ୍ୟ ମିଶନ ଏବେ ଶୁକ୍ର ଅଭିଯାନ ଆରମ୍ଭ କରିବା ଲାଗି ପ୍ରସ୍ତୁତି ଚଳାଇଛି ଇସ୍ରୋ। ସୌର ଜଗତର ସବୁଠାରୁ…

କ୍ୟାପିଟାଲ୍ ହସ୍ପିଟାଲରେ ଶିଶୁ ବଦଳ…

ଓଏଲ୍‌ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ପୁଅ ହୋଇଛି କହି ଝିଅ ଧରାଇବା ପରି ସାଂଘାତିକ ଅଭିଯୋଗ ହୋଇଛି। ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି ଏନେଇ ଅଭିଯୋଗ ଆଣିଛନ୍ତି। ଏନେଇ ତଦନ୍ତ କ୍ରମେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଯେ, ଭୁଲ୍ ବୁଝାମଣା…

ରାଜ୍ୟରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ:…

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ଏଭଳି ଠକେଇରୁ ନିଜକୁ ଦୂରରେ ରଖିବା…

ବାପା-ଝିଅ ବୈତରଣୀରେ ନିଖୋଜ ଘଟଣା:…

ଓଏଲ୍‌ ବ୍ୟୁରୋ: ମଣିଷର ମାନସିକ ସ୍ତର କେତେବେଳେ ତାକୁ କେଉଁ ଦିଗକୁ ନେଇଯାଏ ତାହାର କୌଣସି ଆକାର ନଥାଏ। କେତେବେଳେ କାହା ଚାପରେ ତ କେତେବେଳେ ଅପ୍ରୀତିକର ପରିସ୍ତିତିକୁ ସାମ୍ନା କରି। ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଭଦ୍ରକରୁ ଆସିଛି। କୁନିଝିଅକୁ ଧରି ବାପା ବୈତରଣୀକୁ ଡେଇଁ ନିଖୋଜ ହେବା ଘଟଣାରେ ଏକ…