Odisha Link
Bridging the Missing Links in Odisha
Daily Archives

November 2, 2023

ମହମ୍ମଦ ସାମିଙ୍କ ନୂଆ ରେକର୍ଡ, ପ୍ରଥମ…

ଓଏଲ୍‌ ବ୍ୟୁରୋ: ୨୦୨୩ ଦିନିକିଆ ବି‌ଶ୍ବକପ୍‌ରେ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତ। ବିଶ୍ବକପ୍‌ର ୩୩ ତମ ମୁକାବିଲାରେ ଶ୍ରୀଲଙ୍କାକୁ ୩୦୨ ରନ୍‌ରେ ହରାଇ ସେମିରେ ଦମଦାର ଏଣ୍ଟ୍ରି କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ବ୍ୟାଟସମ୍ୟାନ୍‌ଙ୍କ ଦମଦାର ବ୍ୟାଟିଂ ଓ ଦ୍ବିତୀୟ ଇନିଂସରେ…

ବି‌ଶ୍ବକପ୍‌: ଟିମ୍‌ ଇଣ୍ଡିଆର ବିରାଟ…

ଓଏଲ୍‌ ବ୍ୟୁରୋ: ୨୦୨୩ ଦିନିକିଆ ବି‌ଶ୍ବକପ୍‌ରେ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତ। ବିଶ୍ବକପ୍‌ର ୩୩ ତମ ମୁକାବିଲାରେ ଶ୍ରୀଲଙ୍କାକୁ ୩୦୨ ରନ୍‌ରେ ହରାଇ ସେମିରେ ଦମଦାର ଏଣ୍ଟ୍ରି କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ବ୍ୟାଟସମ୍ୟାନ୍‌ଙ୍କ ଦମଦାର ବ୍ୟାଟିଂ ଓ ଦ୍ବିତୀୟ ଇନିଂସରେ…

ନୂଆ ଆଇଏଏସ୍ କ୍ୟାଡର ବଣ୍ଟନ, ଓଡ଼ିଶାକୁ…

ଓଏଲ୍‌ ବ୍ୟୁରୋ: ନୂଆ ଆଇଏଏସ କ୍ୟାଡର ବଣ୍ଟନ କରାଯାଇଛି। ଓଡ଼ିଶାକୁ ମିଳିଲେ ୮ ଆଇଏଏସ୍। ପ୍ରଣୀତା ଦାଶ, କସ୍ତୁରୀ ପଣ୍ଡା, ତେଜସ୍ୱିନୀ ବେହେରାଙ୍କୁ ଓଡ଼ିଶା କ୍ୟାଡର ଭାବେ ନିଯୁକ୍ତ କରାଯାଇଥିବାବେଳେ ୟୁପିର ପ୍ରେକ୍ଷା ଅଗ୍ରୱାଲ, ନାଗାଲାଣ୍ଡର ୟିମ୍‌କୁମି ଔଜୁକୁମ୍‌ଙ୍କୁ ଓଡ଼ିଶା କ୍ୟାଡର ଦାଇତ୍ୱ ମିଳିଛି।…

ଆଜି ବି ଆରବିଆଇ ଆଗରେ ଭିଡ଼; ଇଡିର ଜେରା…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ଦୁଇ ହଜାର ଟଙ୍କା ନୋଟ ବଦଳ ପାଇଁ ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଥିବା ଭିଡ଼। ଆଜି ବି ଲମ୍ବା ଲାଇନ୍ ଲାଗିଛି। କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ ମଧ୍ୟ ଲୋକ ଆସିଛନ୍ତି। ଏ ଭିତରେ ଇଓଡବ୍ଲୁ ଟିମ ଓ ଇଡି ଜେରା କରିଛି। ଇଓଡବ୍ଲୁ ଟିମ ଓ ଇଡି ଜେରା ପରେ…

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ:…

ଓଏଲ୍‌ ବ୍ୟୁରୋ: ଐତିହ୍ୟ ସ୍ଥଳର ବିକାଶ ପାଇଁ ଆଜି ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ଗାଁରେ ଆରମ୍ଭ ହୋଇଛି ବିକାଶର ନୂଆ ଯୁଗ। ପ୍ରତି ପଞ୍ଚାୟତରେ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନକୁ ସଶକ୍ତ ଓ ସମୃଦ୍ଧ କରିବାକୁ ରାଜ୍ୟ…

ଟ୍ୟୁସନ ଫି’ ପାଇଁ ହତ୍ୟାକାଣ୍ଡ;…

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧା ଜଟଣୀ ଛାତ୍ର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ହୋଇଛି। ୫ ହଜାର ଟଙ୍କା ପାଇଁ ନାବାଳକ ଛାତ୍ର ସାଜିଲା ହତ୍ୟାକାରୀ। ଘରେ ପଶି ନାବାଳକକୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି। ଟିଉସନ୍‌ ଫି’ ପାଇଁ ନାବାଳକକୁ ହତ୍ୟା କରାଯାଇଥିବା ଡିସିପି…

ଭାରତ-ଶ୍ରୀଲଙ୍କା ମହାମୁକାବିଲା: ଟସ୍…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବକପରେ ହାଇଭୋଲଟେଜ୍ ମ୍ୟାଚ୍। ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ହେବ କଡା ମୁକାବିଲା। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଶ୍ରୀଲଙ୍କା। ଆଜିର ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଦଳ। ଏହି ମ୍ୟାଚ…

ଓଲିଉଡ୍ କଳି: ରାଜ୍ୟ ଚଳଚ୍ଚିତ୍ର ନିଗମ…

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ସୋସିଆଲ ମିଡିଆରେ ଚଳଚ୍ଚିତ୍ର କଳାକାଳରଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ତେବେ ଏହି ବିବାଦ ମଧ୍ୟରେ ରାଜ୍ୟ ଚଳଚ୍ଚିତ୍ର ନିଗମ କାର୍ଯ୍ୟାଳୟରେ ବୈଠକ କରାଯାଇଛି। ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଉପସ୍ଥିତିରେ ବୈଠକ କରାଯାଉଥିବାବେଳେ ଶ୍ରୀତମ ଦାସ, ଅରିନ୍ଦମ ରାୟ,…

ପାଖେଇ ଆସୁଛି ନିର୍ବାଚନ: କେନ୍ଦ୍ରାପଡ଼ା…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ବିଜୁ ଜନତା ଦଳ ଏହି ରେସରେ ଆଗେଇ ଚାଲିଛି।  ଏହାରି ମଧ୍ୟରେ ସଂଜୟ ଦାସବର୍ମା, ପ୍ରତାପ ଜେନାଙ୍କୁ ନୂଆ ଦାୟିତ୍ୱ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ…

ଥମୁନି ଓଲିଉଡ୍ ବିବାଦ: ପ୍ରତିକ୍ରିୟା…

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ସୋସିଆଲ ମିଡିଆରେ ଚଳଚ୍ଚିତ୍ର କଳାକାଳରଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ତେବେ ଏହି ଓଲିଉଡ୍ କଳି ମଧ୍ୟରେ ପୁଣି ନରସିଂହ ମିଶ୍ର ମୁହଁ ଖୋଲିଛନ୍ତି। ମନୋଜ ମିଶ୍ରଙ୍କ ସମର୍ଥନରେ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜଣେ କଳାକାରଙ୍କୁ ଯେଭଳି ଅପମାନ…