Odisha Link
Bridging the Missing Links in Odisha
Daily Archives

November 4, 2023

ଟ୍ରାନ୍ସଜେଣ୍ଡରଙ୍କ ସୁରକ୍ଷା ପାଇଁ…

ଓଏଲ୍‌ ବ୍ୟୁରୋ: ଟ୍ରାନ୍ସଜେଣ୍ଡରଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଜାତୀୟ ମାନବାଧିକାର କମିଶନଙ୍କ ଆଦେଶନାମା ପାଳନ କରିବାକୁ ରାଜ୍ୟର ସବୁ ବିଶ୍ଵବିଦ୍ୟାଳୟ କୁଳ ସଚିବ ଓ ଡିଗ୍ରୀ କଲେଜ୍ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚ ଶିକ୍ଷା ବିଭାଗ। କ୍ୟାମ୍ପସରେ ଯେପରି…

ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା, ବିଶ୍ବକପ୍ରୁ…

ଓଏଲ୍‌ ବ୍ୟୁରୋ: ୨୦୨୩ ଦିନିକିଆ ବିଶ୍ବକପ୍‌ର ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରି ସାରିଥିବା ଭାରତକୁ ବଡ଼ ଝଟକା। ଦଳର ଷ୍ଟାର ଖେଳାଳି ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ବକପ୍‌ରୁ ବାଦ ପଡ଼ିଲେ। ଆହତରୁ ସେ ଏପର୍ଯ୍ୟନ୍ତ ସୁସ୍ଥ ହୋଇ ନାହାନ୍ତି ଯାହାଫଳରେ ତାଙ୍କୁ ବିଶ୍ବକପ୍‌ରୁ ବାଦ ଦିଆଯାଇଛି।…

ବିଶ୍ବକପ୍‌ ୨୦୨୩: ସେମି ଟିକେଟ୍‌ ପାଇଁ…

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ ଆସି ପହଁଞ୍ଚିଛି ଦିନିକିଆ କ୍ରିକେଟ ବିଶ୍ବକପ୍‌ ୨୦୨୩। ଭାରତ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଉ ୩ଟି ଦଳ ସେମି ଏଣ୍ଟ୍ରି କରିବେ। ତେବେ ଆଜି ପୂର୍ବାହ୍ନରେ ବେଙ୍ଗାଲୁରୁରେ ହେବାକୁ ଥିବା ନ୍ୟୁଜିଲାଣ୍ଡ-ପାକିସ୍ତାନ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି।…

ଜୟପୁର ବାସିନ୍ଦାଙ୍କ ପାଇଁ ଖୁସି ଖବର;…

ଓଏଲ୍‌ ବ୍ୟୁରୋ: କୋରାପୁଟର ଜୟପୁର ବାସିନ୍ଦାଙ୍କ ପାଇଁ ଖୁସି ଖବର। ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ। ଆସନ୍ତା ୬ ତାରିଖରୁ ଦ୍ବିତୀୟ ବିମାନ ସେବା ଆରମ୍ଭ ହେବ। ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ। ‘ଇଣ୍ଡିଆ ୱାନ୍‌ ଏ’ ସଂସ୍ଥା ବିମାନ ସେବା ଯୋଗାଇବ।…

ନେପାଳ ଭୂକମ୍ପ: ଗଲାଣି ୧୨୮ ଜୀବନ; ୧୦୦ରୁ…

ଓଏଲ୍‌ ବ୍ୟୁରୋ: ରାତି ଅଧରେ ଥରିଲା ଭାରତର ପଡ଼ୋଶୀ ଦେଶ ନେପାଳ। ଶୁକ୍ରବାର ମଧ୍ୟରାତ୍ରରେ ବଡ଼ ଧରଣର ଭୂକମ୍ପ ଝଟକା। ଯାହାଫଳରେ ଏପର୍ଯ୍ୟନ୍ତ ୧୨୮ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଶହେରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ି ପାରେ ବୋଲି ଅନୁମାନ କରାଯାଉଛି। ଗତକାଲି…

ପୁରୀ ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ…

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ ପୁରୀ ଗସ୍ତରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ପରିକ୍ରମା ପ୍ରକଳ୍ପ କାମ ତ୍ବରାନ୍ବିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ତାଙ୍କ ସହିତ…