Odisha Link
Bridging the Missing Links in Odisha

ଓଡ଼ିଶାର ନୂଆ ରେକର୍ଡ; ସଫଳ ହୋଇଛି ନବୀନଙ୍କ ଜିରୋ କାଜୁଆଲିଟି ନୀତି

ଓଏଲ୍‌ ବ୍ୟୁରୋ: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ ମଡେଲ ପାଲଟିଛି। ଜୀବନ ଓ ସମ୍ପତ୍ତି ରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନଙ୍କ ନିର୍ଦ୍ଦେଶରେ ସଫଳ ହୋଇଛି ଜିରୋ କାଜୁଆଲିଟି ନୀତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.