Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗରେ ପ୍ରକୃତିର ପ୍ରଳୟ; ଗଲାଣି ୫ ଜୀବନ, ୩୦୦ରୁ ଅଧିକ ଆହତ

ଓଏଲ୍‌ ବ୍ୟୁରୋ: ପଶ୍ଚିମବଙ୍ଗରେ ପ୍ରକୃତି ତାଣ୍ଡବ ରଚିଛି। ଜଲପାଇଗୁଡ଼ିରେ ଭୟଙ୍କର ଘୂର୍ଣ୍ଣିଝଡ଼ ହୋଇଛି। ପ୍ରବଳ ବେଗରେ ପବନ ମାଡ଼ି ଆସିବା ପରେ ଶତାଧିକ ଘର ୟୁଜିଯାଇଥିବାବେଳେ ୫ ଜଣଙ୍କ ଜୀବନ ଚାଲିଯାଇଛି। ପ୍ରବଳ ବେଗରେ ପବନ ହେବାରୁ ୩୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଅନେକ ଗଛ ଓ ବିଜୁଳି ଖୁଣ୍ଟ ଧ୍ବସ୍ତ ହୋଇଥିବାବେଳେ ନିକଟସ୍ଥ ମୈନାଗୁଡ଼ି ବି ପ୍ରଭାବିତ ହୋଇଛି। ଏହା ପରେ ସମସ୍ତ ସହାୟତା ଆଶ୍ବାସନା ଦେଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଘଟଣାର ସ୍ତିତି ଅନୁଧ୍ୟାନ କରିଛନ୍ତି। ତେବେ ଅନେକ ଲୋକ ବାସ ହରା ହୋଇପଡିଛନ୍ତି।

Leave A Reply

Your email address will not be published.