ପିପିଲି ଗସ୍ତରେ ୫-ଟି ସଚିବ, ଧାର୍ମିକ ପୀଠର ଉନ୍ନତି ନେଇ କଲେ ଘୋଷଣା

ଓଏଲ୍ ବ୍ୟୁରୋ: ପିପିଲି ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ। ପିପିଲି ଗସ୍ତରେ ଯାଇ ପିପିଲି ଓ ଡେଲାଙ୍ଗର ଧାର୍ମିକ ପୀଠର ଉନ୍ନତି ନେଇ ଘୋଷଣା କରିଛନ୍ତି। ମନ୍ଦିର, ମସଜିଦ, ଓ ଚର୍ଚ୍ଚର ଉନ୍ନତିକରଣ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ପ୍ରତି ଅନୁଷ୍ଠାନ ୭ଲକ୍ଷ ଟଙ୍କା ସରକାରୀ ସହାୟତା ପାଇବେ ବୋଲି ସୂଚନା ରହିଛି ମୁଖ୍ୟମନ୍ତ୍ରୀ। ତେବେ ଏନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ। ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସଚିବ ନିର୍ଦ୍ଦେଶ ଦେଇଥିବାବେଳେ ଏହାର ଖୁବଶୀଘ୍ର ସମାଧାନ କରାଯିବ ବୋଲି ସୂଚନା ଦିଆଯାଇଛି।