Odisha Link
Bridging the Missing Links in Odisha

ବନ୍ଧୁକ ଦେଖାଇ ଲୁଟି ନେଲେ ୨୧ ଲକ୍ଷ…

ସୁବର୍ଣ୍ଣପୁର: ବନ୍ଧୁକ ଦେଖାଇ ଲୁଟି ନେଲେ ୨୧ ଲକ୍ଷ ଟଙ୍କା। ଏହି ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲାର ବାଘଲପୁର ଛକ ନିକଟରେ ଘଟିଛି।ପ୍ରକାଶ ଯେ, ଆଜି ଜଣେ ବ୍ୟାଙ୍କ କର୍ମଚାରୀ ଏଟିଏମ୍‌ରେ ଟଙ୍କା ଭରିବାକୁ ଯିବା ବେଳେ ଏହି ଘଟଣାଟି ଘଟିଥିଲା। ୩ ବାଇକରେ ଆସିଥିବା ୬ ଜଣ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି…

ଦାଦନ ଶ୍ରମିକରୁ ସିନେମା ହିରୋ

ବାଲିଗୁଡ଼ା : ଦାଦନ ଶ୍ରମିକରୁ ସିନେମା ଅଭିନେତା। ଏଭଳି ସୁଯୋଗ ପାଇଛନ୍ତି କନ୍ଧମାଳର ପୁଅ ରାଜକୁମାର ନାୟକ। ସେ ଗୋଟିଏ ନୁହେଁ ଛଅଟି ମାଲାୟାଲମ ସିନେମାରେ ଅଭିନୟ କରି ଅନେକ ଲୋକଙ୍କ ମନ କିଣି ନେଇଛନ୍ତି। କିନ୍ତୁ ତାଙ୍କୁ ଏହି ସଫଳତା ଗୋଟିଏ ଦିନରେ ମିଳି ନାହିଁ। ଅନେକ କଠିନ ପରିଶ୍ରମ କରି ସେ ଏହି…

ଭାରସାମ୍ୟ ହରାଇ ଓଲଟି କାର, ଜଣେ ମହିଳା…

ଆନନ୍ଦପୁର : ଭାରସାମ୍ୟ ହରାଇ ଓଲଟି କାର। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ଦୁର୍ଘଟଣାଟି ଆନନ୍ଦପୁର ୨୦ ନମ୍ଵର ଜାତୀୟ ରାଜପଥ ଭଲୁକୁମା ଛକ ନିକଟରେ ଘଟିଛି । ମୃତକ ଜଣଙ୍କ ହେଲେ ଶଶିକଳା…

ରାଜ୍ୟରେ କରୋନା: ୮୨ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ପୁଣି ଥରେ କାୟା ବିସ୍ତାର କଲାଣି କରୋନା । ଗତ ୨୪ ଘଣ୍ଟାରେ ୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୪୦୫ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ ଜଣ କ୍ବାରେଣ୍ଟାଇନ୍‌ରେ…

ଧାନ କିଣା ଅନିୟମିତତା ଅଭିଯୋଗରେ ସମ୍ପାଦକ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ୍ ଅନ୍ତର୍ଗତ ସୁରପ୍ରତାପପୁର ସମବାୟ ସମିତିର ସଂପାଦକ ସ୍ମୃତି ପ୍ରକାଶ ସ୍ବାଇଁଙ୍କୁ ନିଲମ୍ବିତ। ସେ ଚାଷୀମାନଙ୍କର ଟୋକନକୁ ଲାପସ କରି ସେମାନଙ୍କଠୁ ଧାନ କିଣି ଥିଲେ। ଏନେଇ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସମିତିର ଚାବି ଓ ଅନ୍ୟାନ୍ୟ…

ଦମ୍ପତ୍ତିଙ୍କ ସହ ଜେଲ ଗଲା ୨ ମାସର ଶିଶୁ

କାଳିଆପାଣି: ଆଇନ ଆଗରେ ହାରି ଗଲା ମାନବିକତା। ସାନ ଭାଇର ପ୍ରେମ ପାଣି ଜଲେ ଗଲା ଭାଇ ଭାଉଜ ଓ ୨ ମାସର ଶିଶୁ। ୨୦୧୯ର ଏକ ପୁରୁଣା ୱାରେଣ୍ଟରେ ଅସୁସ୍ଥ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାଟି କାଳିଆପାଣି ଥାନା ଅନ୍ତର୍ଗତ ଗିରଙ୍ଗାମାଳୀ ଗ୍ରାମରେ ଘଟିଛି। ପ୍ରକାଶ ଯେ,ବଳରାମ…

ବିପୁଳ ପରିମାଣର ଗଞ୍ଜେଇ ଜବତ

କଳାହାଣ୍ଡି: ବିପୁଳ ପରିମାଣର ଗଞ୍ଜେଇ ଜବତ। କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ଫରେଷ୍ଟ ତନଖି ଫାଟକ ନିକଟରୁ ଜବତ ହୋଇଛି। ପ୍ରକାଶ ଯେ, କର୍ଲାପାଟ ଅଭୟାରଣ୍ୟ ଫରେଷ୍ଟ ତନଖି ଫାଟକ ନିକଟରେ ଚେକିଂ ଚାଲିଥିଲା। ତେବେ ଫରେଷ୍ଟ ଅଧିକାରୀଙ୍କୁ ଦେଖି ଏକ ପିକଅପ ଭ୍ୟାନ୍‌ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର…

ରାଜ୍ୟକୁ ଲେଉଟିଲା କରୋନା

ବ୍ରହ୍ମପୁର: ରଜ୍ୟକୁ ପୁଣି ଫେରିଛି କରୋନା। ବ୍ରହ୍ମପୁର ଟାଟାପାୱାର ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଅଫିସରେ କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ରାଜ୍ୟ ବାହାରୁ ଆସିବା ପରେ ଅଧିକାରୀମାନେ ପଜିଟିଭି ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ…

ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ…

ମଦନପୁର: ଗୁରୁ ଶିଷ୍ୟଙ୍କ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ହୋଇଥାଏ। କଳାହାଣ୍ତି ଜିଲ୍ଲାର ଜଣେ ଶିକ୍ଷକ ଛାତ୍ରୀଙ୍କୁ ବିବାହ କରିବା ପ୍ରଲୋଭନ ଦେଖାଇ ଦୁଇ ବର୍ଷ ଦେବ ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏପରିକି ଛତ୍ରୀ ଜଣଙ୍କୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଛାଡି ପଳାଇଥିଲେ…

ପୁରୀରୁ ଧଳା ଜହର ଜବତ, ୧୬ ଗିରଫ

ପୁରୀ: ଆଜି ପୁରୀରୁ ବ୍ରାଉନସୁଗାର ଜବତ। ୩୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୁଲିସ। ଏହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ବୋଲି ଜଣାଯାଇଛି। ଏହି ମାମଲାରେ ପୁଲିସ ୧୬ ଜଣଙ୍କୁ ଗିରଫ କରାଯାଇଛି ସେମାନଙ୍କ ମଧ୍ୟରୁ ୧୪ ଜଣ ବ୍ରାଉନ ସୁଗାର କାରବାର କରୁଥିବା ବେଳେ ୨ଜଣ ମୁଖ୍ୟ ଯୋଗାଣକାରୀ…