Odisha Link
Bridging the Missing Links in Odisha

ଭାରତର ପ୍ରଥମ ଦନ୍ତ ଚିକିତ୍ସା ଅନୁଷ୍ଠାନ…

ଭୁବନେଶ୍ୱର : ଭାରତର ପ୍ରଥମ ଏବଂ ଏକମାତ୍ର ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ଇଣ୍ଡିଆ ନେଟୱାର୍କ ଅଧିନସ୍ଥ କୋକ୍ରେନ୍ ମାନ୍ୟତା ପାଇବାରେ ସଫଳତା ଅର୍ଜନ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ । ୧୯୯୩ ମସିହାରେ…

ଧୂଳି ଝଡ଼ରେ ୩୪୧ଜଣ ଲୋକ ନିଖୋଜ

ନୂଆଦିଲ୍ଲୀ: ଧୂଳି ଝଡ଼ରେ ୩୪୧ଜଣ ଲୋକ ନିଖୋଜ। ଏହି ଘଟଣାଟି ଚୀନର ବେଜିଙ୍ଗରେ ଘଟିଛି। ଲୋକମାନେ ଯାତାୟତ କଲା ସମୟରେ ହେଡଲାଇଟ ଲାଗାଇ ଯାତାୟତ କରୁଛନ୍ତି। ଧୂଳି ଝଡ଼ ପାଇଁ ୪୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। ଏହି ଧୂଳି ଝଡ଼ ପରେ ବାୟୁ ସ୍ତର ୫୦୦ଅତିକ୍ରମ କରିଛି। ୧୦ବର୍ଷ ପରେ ପୁଣି ଥରେ ଚୀନବାସୀ…

ଲୁଟେରାଙ୍କୁ ଧରିବ ହ୍ୱାଟ୍ସଆପ୍ ନମ୍ବର

ଭୁବନେଶ୍ୱର: ରୋଡ ରୋମିଓ, ଲୁଟେରାଙ୍କୁ ଧରିବ ହ୍ୱାଟ୍ସଆପ୍ ନମ୍ବର। ଏହା ପୁଲିସ ପକ୍ଷରୁ ଜାରି କରାଯାଇଛି। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି-୭୦୭୭୭୯୮୧୧୧ । କୌଣସି ସ୍ଥାନରେ ଅପରାଧ ଘଟିଲେ ଲୋକମାନେ ଏହି ହ୍ୱାଟ୍ସଆପ ନମ୍ବରରେ ଅଭିଯୋଗ କରିପାରିବେ । ପ୍ରକାଶ ଯେ, ଏହା ପୂର୍ବରୁ ସାଇବର ଅପରାଧ ରୋକିବାକୁ…

ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ…

ହରିଆଣା: ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ ବୋଲି ଘୋଷଣା କରିଛନ୍ତି ହରିୟାଣା ସରକାର। ବଜେଟ୍‌ ଉପସ୍ଥାପନା କରି ହରିୟାଣା ସରକାର ଶିକ୍ଷା ବ୍ୟବସ୍ଥାରେ ‘କେଜି ଟୁ ପିଜି’ କାର୍ଯ୍ୟକ୍ରମ ନାମକ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହା…

ଲାଲୁଙ୍କ ରେଜେଇ-ତକିଆ ଚୋରି ,ପୁଲିସ…

ରାଞ୍ଚି : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ପ୍ରମୁଖ ଲାଲୁ ଯାଦବଙ୍କ ରେଜେଇ, ଗଦି ଏବଂ ତକିଆ କେହି ଚୋରି କରି ନେଇଛି। ତାଙ୍କୁ ଝାଡଖଣ୍ଡ ରାଜଧାନୀ ରାଞ୍ଚି ସ୍ଥିତ ରିମ୍ସ ପକ୍ଷରୁ ରେଜେଇ, ଗଦି ଏବଂ ତକିଆ ଦିଆଯାଇଥିଲା। ପ୍ରକାଶ ଯେ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଲାଲୁ ଯାଦବ…

ଶ୍ରୀମନ୍ଦିର ପାଇଁ ୨୦୨ କୋଟିର ବଜେଟ୍

ପୁରୀ: ଆଜି ଶ୍ରୀମନ୍ଦିର ଅର୍ଥ ବୈଠକ ଶେଷ ହୋଇଯାଇଛି। ବୈଠକରେ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି । ଉକ୍ତ ବଜେଟକୁ ଆଗାମୀ ଦିନରେ ହେବାକୁ ଥିବା ପରିଚାଳନା କମିଟିରେ ଅନୁମୋଦିତ କରାଯିବ । ଏନେଇ…

ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୧୫ଲକ୍ଷ…

କଳାହାଣ୍ଡି: ରାଜ୍ୟରେ ଦିନକୁ ଦିନ ଲୁଟେରା ମାନଙ୍କ ଦୁର୍ବୃତ୍ତ ବଢିବାରେ ଲାଗିଛି। ଆଜି ଜଣେ ବ୍ୟବସାୟୀଙ୍କଠୁ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ଅଭିଯୋଗ ସାମ୍ନା ଆସିଛି। ଏହି କୁଟ ଘଟଣାଟି ଜୁନାଗଡ଼ ଥାନା କଲମପୁର ଛକ କାଞ୍ଚନ ଜୁଏଲାରୀରେ ଘଟିଛି। ତେବେ ଲୁଟର ଭିିଜୁଆଲ ସିସିଟିଭିରେ କଏଦ ହୋଇଛି ।…

ଏପ୍ରିଲ ମାସରୁ ରବିବାର ଦିନ ବନ୍ଦ ରହିବ…

ଭୁବନେଶ୍ୱର: ଏପ୍ରିଲ ମାସରୁ ରବିବାର ଦିନ ବନ୍ଦ ରହିବ କ୍ଳାସ। ଏ ନେଇ ସବିଶେଷ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମାର୍ଚ୍ଚ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ସମସ୍ତ କୋର୍ସ କଭର ହୋଇଯିବ ।  ରେଗୁଲାର କ୍ଲାସର ଆଉ ଆବଶ୍ୟକତା ରହିବ ନାହିଁ । ଏପ୍ରିଲ ମାସରୁ ରିଭିଜନ କ୍ଲାସ ଆରମ୍ଭ…

ରାଜ୍ୟରେ କରୋନା: ୬୯ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା  ମଧ୍ୟରେ ୬୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୯୨୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।…

ଆଜି ଶ୍ରୀମନ୍ଦିର ଅର୍ଥ ସବ୍‌ କମିଟି ବୈଠକ

ପୁରୀ: ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅର୍ଥ ସବ୍‌ କମିଟି ବୈଠକ ଅନୁଷ୍ଠିତ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ପ୍ରଶାସନ କାର୍ଯ୍ୟାଳୟରେ ବସିଛି ବୈଠକ । ଏହି ଅର୍ଥ ସବ୍ କମିଟି ବୈଠକରେ ୨୦୨୧ -୨୨ର ବାର୍ଷିକ ବଜେଟ୍ ଅଟକଳ ଉପସ୍ଥାପନ କରାଯିବ। ବୈଠକରେ…