Odisha Link
Bridging the Missing Links in Odisha

କରୋନା ଟିକା ନେଇ ଫସିଲେ ସୈଫ ଅଲି ଖାନ

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲି ଖାନ କିଛି ଦିନ ତଳେ କରୋନା ଟିକା ନେଇ ଥିଲେ। ସେ ଏହି ବିଷୟରେ ସୂଚନା ଦେଇନଥିଲେ। କିନ୍ତୁ ତାଙ୍କୁ ରୋନା ଟିକା କେନ୍ଦ୍ର ବାହାରେ ଦେଖିବାକୁ ମିଳିଥିଲା। ସୈଫ୍‌ କରୋନା କେନ୍ଦ୍ରରୁ ବାହାରୁଥିବାବେଳର ଫଟୋ ବହୁତ ଭାଇରାଲ ହୋଇଥିଲା । କିନ୍ତୁ ଟିକା ନେବା ପରେ ତାଙ୍କୁ…

ଘରୁ ରକ୍ତାକ୍ତ ଅବସ୍ଥାରେ ଯୁବକ…

ଗୋଷାଣି : ରକ୍ତାକ୍ତ ଅବସ୍ଥାରେ ଦୁଇ ଯୁବକ ଯୁବତୀଙ୍କ ମୃତଦେହ ଠାବ। ଏହି ଘଟଣାଟି ଆରିବା ଗାଁରେ ଘଟିଛି। ଉଭୟଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଘଟଣା ସ୍ଥଳରେ ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ପହଞ୍ଚି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଦୁଇ ମୃତଦେହକୁ ଜବତ କରାଯାଇ…

କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ…

ଉଦଳା: ବିଲ ଭିତରେ ଥିବା କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ ସାଲଖୁ ମୁର୍ମୁ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।ଏହି ଅଭାବନୀୟ ଘଟଣାଟି ଶରତ ଥାନା କଟୁରିଆ ହାଟସାହି ଗ୍ରାମରେ ଘଟିଛି। ପ୍ରକାଶ ଯେ, କଟୁରିଆ ହାଟସାହି ଗ୍ରାମ ନିକଟରେ ଥିବା ଏକ କୂଅ ଭିତରେ…

ଅଭିନେତା ରଣବୀର କପୁର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ରଣବୀର କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବର୍ତ୍ତମାନ କ୍ୱାରେଣ୍ଟାଇନ୍ ରେ ଅଛନ୍ତି । ରଣଧୀର କପୁର ଏହା ଏକ ୱେବସାଇଟ୍ ମାଧ୍ୟମକୁ ସୂଚନା ଦେଇଛନ୍ତି। ରଣଧୀର କହିଛନ୍ତି, ‘ମୁଁ ଜାଣିଛି ସେ ଭଲ ନାହାଁନ୍ତି, କିନ୍ତୁ ମୋର ବିଶ୍ୱାସ ହେଉନି ତାଙ୍କୁ ଏହା କିପରି ହେଲା।…

ରାଜ୍ୟରେ କରୋନା: ୫୭ କରୋନା ଆକ୍ରାନ୍ତ…

ଭୁବନେଶ୍ୱର : ରାଜ୍ୟରେ  ୨୪ ଘଣ୍ଟାରେ   ୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୮୬୦ ଜଣକୁ ବଢ଼ିଛି। ୩୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୩ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ…

ସମସ୍ତଙ୍କ ଆଗରେ ହାତ ଯୋଡିଲେ ଅଭିନେତା…

ମୁମ୍ବାଇ: କାର୍ ଉପରେ ଚଢ଼ି ସମସ୍ତଙ୍କ ଆଗରେ ହାତ ଯୋଡିଲେ ଅଭିନେତା ବରୁଣ ଧୱନ। ତାଙ୍କର ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋବାରେ ଲାଗିଛି। ଏହି ଘଟଣାଟି ହିମାଚଳ ପ୍ରଦେଶରେ ଘଟିଛି। ପୁରା ଘଟଣାଟି ହେଲା,ବରୁଣ ଧୱନ ସିନେମା ‘ଭେଡିଆ’ର ଶୁଟିଂ ପାଇଁ ହିମାଚଳ ପ୍ରଦେଶ ଯାଇଥିଲେ। ସେଠାରେ…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ…

ଭୁବନେଶ୍ୱର: କରୋନା ପରି ବିପଦ ଜନକ ହୋଇଥିବା ଏଡସ ରୋଗକୁ ରାଜ୍ୟରେ ରୋକିବା ସହ ରୋଗୀଙ୍କୁ ବଞ୍ଚିବାର ସାମର୍ଥ୍ୟ ପ୍ରଦାନ କରିଥାନ୍ତି ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ କାର୍ଯ୍ୟରେ ଥିବା କର୍ମଚାରୀ। ଏ କ୍ଷେତ୍ରରେ ତଳସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ପାଇଁ ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି…

ଆଜି ମୈତ୍ରୀ ସେତୁ ଉଦ୍‍ଘାଟନ କରିବେ…

ନୂଆଦିଲ୍ଲୀ : ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ମୈତ୍ରୀ ସେତୁର ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଧାରରେ ଏହି ସେତୁର ନାମ ମୈତ୍ରୀ ସେତୁ ରଖାଯାଇଛି।…

ଜଙ୍ଗଲ ସୁରକ୍ଷାର ଗାଇଡ୍‌ଲାଇନ୍ ଏବଂ…

ଭୁବନେଶ୍ୱର: ଓଡିଶାର ସବୁଜ ବନାନୀ ହୁ ହୁ ହୋଇ ଜଳିଯାଉଛି କିନ୍ତୁ ଜଙ୍ଗଲ ବିଭାଗ କିମ୍ବା ରାଜ୍ୟ ସରକାରଙ୍କର ଏଥିପ୍ରତି ଦୃଷ୍ଟି ନାହିଁ । ଜଙ୍ଗଲରେ ନିଆଁ ଲାଗିବା ସଂପର୍ଣ୍ଣ ମନୁଷ୍ୟକୃତ। କିଛି ଜଙ୍ଗଲ ମାଫିଆ ଓ ଅସାମାଜିକ ବ୍ୟକ୍ତି ଏହି ଅକ୍ଷମଣୀୟ ଅପରାଧରେ ସଂପୃକ୍ତ। ଶିମିଳିପାଳ ସଂରକ୍ଷଣ ଜୈବ ମଣ୍ଡଳ…

ଟ୍ରକ ଧକ୍କାରେ ଓଲଟି ଯାତ୍ରୀବାହୀ ବସ୍

ରାଇରଙ୍ଗପୁର: ଟ୍ରକ ଧକ୍କାରେ ଓଲଟି ଯାତ୍ରୀବାହୀ ବସ୍। ଏହି ଅଭାବନୀୟ ଘଟଣାଟି ବିଶୋଇ-କେନ୍ଦୁଝର ଅଶନା ନିକଟରେ ଘଟିଛି। ପ୍ରକାଶ ଯେ , ମଧୁସ୍ମିତା ନାମକ ଯାତ୍ରୀବାହୀ ବାସ ପାଲଲହାଡ଼ାରୁ ବାରିପଦା ଯାଉଥିଲା। ଅଶନା ନିକଟରେ ଯାତ୍ରୀ ଓହ୍ଲାଉ ଥିବା ସମୟରେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ବସଟି…