Odisha Link
Bridging the Missing Links in Odisha

ଅନୁଗୁଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ…

ଓଏଲ୍‌ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୧ଟି ପ୍ରକଳ୍ପର ଶୁଭାରମ୍ଭ ସହ ୧୩ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ୧୮୦୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ମିଶନ ଶକ୍ତି ମହିଳାଙ୍କୁ ଭେଟିବା ସହ ୨୪୨ କୋଟି ଟଙ୍କା ଋଣର ଡିଜିଟାଲ…

ପାକିସ୍ତାନୀ ପତାକା ଜାଳିଲେ ଶିବସେନା…

ଓଏଲ୍‌ ବ୍ୟୁରୋ : ଭାରତ ମାତା କି ଜୟ ନାରା ଦେଲେ ଶିବସେନା ସମର୍ଥକ। ପାକିସ୍ତାନ ମୁର୍ଦ୍ଦାବାଦ୍ , ଆତଙ୍କବାଦ ହାଏ ହାଏ କହି ପାକିସ୍ତାନୀ ପତାକାକୁ ଜାଳିଲେ ଶିବସେନା ସମର୍ଥକ। ଦେଶରୁ ଆତଙ୍କୀଙ୍କ ଠାରୁ ଦୂରେଇ ରଖିଥିବା ପୁଲିସ୍ କର୍ମୀଙ୍କୁ ଧନ୍ୟବାଦ ଦେବା ସହ ସୁରକ୍ଷାକର୍ମୀଙ୍କ ପାଇଁ ଶାନ୍ତିର ନିଦରେ…

ଅନୁଗୁଳରେ ବିଜେପି ଓ ବିଜେଡି କରିବ ନିଜର…

ଓଏଲ୍‌ ବ୍ୟୁରୋ : ଆଜି ଅନୁଗୁଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଓ ୩ କେନ୍ଦ୍ରମନ୍ତ୍ରୀ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ସରଗରମ ଦେଖା ଯିବ। ଆଜି ଅନୁଗୁଳକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସାଙ୍ଗକୁ ତିନି କେନ୍ଦ୍ରମନ୍ତ୍ରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଗସ୍ତରେ…

ବରଗଡ଼ରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ…

ଓଏଲ୍‌ ବ୍ୟୁରୋ : ଧନୁଯାତ୍ରା ପାଇଁ କମ୍ପୁଛି ବରଗଡ଼। ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପ୍ରସିଦ୍ଧି ପାଇଛି ବରଗଡ଼ର ଧନୁଯାତ୍ରା ମହୋତ୍ସବ। ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ନାଚିଲେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ। ବରଗଡ଼ରେ ୭୫ତମ ଧନୁଯାତ୍ରାକୁ…

ମା’ ଅସୁସ୍ଥ ଥିବା ଖବର ପାଇବା ପରେ…

ଓଏଲ୍‌ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ପହଁଚିଲେ ଅହମ୍ମଦାବାଦର ୟୁଏନ ମେହେଟା ହସ୍ପିଟାଲରେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମା' ହୀରାବେନଙ୍କ ସ୍ୱାସ୍ଥ୍ୟବସ୍ଥା ଖବର ପାଇ ଚିକିତ୍ସାଳୟରେ ପହଁଚିଥିବାବେଳେ ସାଙ୍ଗରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଥିବା ଜଣା ପଡିଛି। ସୂଚନା ଅନୁସାରେ…

ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ…

ଓଏଲ୍‌ ବ୍ୟୁରୋ : ଯବାନଙ୍କୁ ମିଳିଲା ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ଆତଙ୍କବାଦୀ। ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ଆତଙ୍କୀ। ସୂଚନା ଅନୁସାରେ ଟ୍ରକରେ ବିପୁଳ ମାରଣାସ୍ତ୍ର ଧରି ଆସିବା ପରେ ଘରେ ଲୁଚିଥିଲେ ଆତଙ୍କବାଦୀ। ଜମ୍ମୁର ସିଧରା ଅଞ୍ଚଳରେ ସୁରକ୍ଷା…

ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଓଏଲ୍‌ ବ୍ୟୁରୋ : ଓଡ଼ିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିମାନବନ୍ଦରରୁ ବିଜେପି ନେତା ମାନେ କଲେ ସ୍ୱାଗତ। ବାଲିଗୁଡ଼ା ସ୍ଥିତ ତୁମୁଡିବନ୍ଧ ମିନି ଷ୍ଟାଡିୟମରେ ଆୟୋଜିତ "ସାଧାରଣ ସଭା " ରେ ବିଜେପି ରାଷ୍ଟ୍ରୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ୨୦୧୯ ତୁଳନାରେ ୨୪…

କରୋନା ନିୟମ ମାନିବାକୁ ସ୍ୱାସ୍ଥ୍ୟ…

ଓଏଲ୍‌ ବ୍ୟୁରୋ : ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରେସ୍‌ମିଟ୍ କରି କରୋନା ନିୟମ ମାନିବାକୁ କହିଛନ୍ତି। ଦେଶରେ କୋଭିଡ ଆକ୍ରାନ୍ତ ବଢୁଥିବାରୁ ସଜାଗ ରହିବା ସହ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଲେ ମନ୍ତ୍ରୀ ନବ ଦାସ। କରୋନା ମହାମାରୀରୁ ମୁକ୍ତି ପାଇବା ପାଇଁ…

ଅସୁସ୍ଥ ହେବାରୁ ଚିକିତ୍ସାଳୟରେ ଭର୍ତ୍ତି…

ଓଏଲ୍‌ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ଅସୁସ୍ଥ ଥିବାର ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା' ହୀରାବେନ ହଠାତ ଅସୁସ୍ଥ ହୋଇ ପଡିଥିବାବେଳେ ତାଙ୍କୁ ମଙ୍ଗଳବାର ରାତିରେ ଅହମ୍ମଦାବାଦରେ ଥିବା ୟୁଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ତାଙ୍କର…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନବନିଯୁକ୍ତ…

ଓଏଲ୍‌ ବ୍ୟୁରୋ : ମହାମହିମ ଦେଲେ ଗୁରୁମନ୍ତ୍ର। ନବନିଯୁକ୍ତି ଆଇପିଏସ ଅଫିସରଙ୍କୁ ଉଦବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ ନବନିଯୁକ୍ତ ଆଇପିଏସ ଅଫିସରଙ୍କୁ କାମ କରିବାର ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ…