Odisha Link
Bridging the Missing Links in Odisha

ହାଇକୋର୍ଟର କଡା ନିର୍ଦ୍ଦେଶ, ଏତଲା…

ଓଏଲ୍ ବ୍ୟୁରୋ : ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଅମାନ୍ୟ କରାଯିବାରୁ ଓଡିଶା ହାଇକୋର୍ଟର ଅସନ୍ତୋଷ। ଥାନାକୁ ଆସୁଥିବା ଏତଲା ଗୁଡିକର ପଞ୍ଜିକରଣ କରିବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ନିର୍ଦ୍ଦେଶ ପାଳନ କରାଯାଉନାହିଁ। ନିର୍ଦ୍ଦେଶକୁ ପାଳନ ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ରାଗିଂ ଅଭିଯୋଗରେ ଛାତ୍ରଙ୍କୁ କଲେଜ ମନା

ଓଏଲ୍ ବ୍ୟୁରୋ : ରାଗିଂ ମୁକ୍ତ କ୍ୟାମ୍ପସ କରିବାପାଇଁ ଆଣ୍ଟି ରାଗିଂ କମିଟିର ନିୟମ ସମସ୍ତ କଲେଜରେ ପ୍ରଚଳିତ ହେବାପରେ ମଧ୍ୟ କିଛି ଦିନ ହେବ ଅନେକ କଳଲେଜରେ ରାଗିଂ ଘଟଣା ଦେଖାଦେଇଛି। ରାଗିଂ ଘଟଣା ପାଇଁ ୭ ଛାତ୍ରଙ୍କୁ କଲେଜ କ୍ୟାମ୍ପସକୁ ମନା କରାଯାଇଛି। ଘଟଣାଟି ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର…

ମାଲିକ ହେଲେ ନିର୍ଦ୍ଦୟ, ନାବାଳିକାଙ୍କୁ…

ଓଏଲ୍ ବ୍ୟୁରୋ : ମରିଗଲା ମଣିଷପଣିଆ, ନାବାଳିକାଙ୍କ ସାମାନ୍ୟ ଭୁଲ ପାଇଁ ନିର୍ମମ ନିର୍ଯାତନା। ଘଟଣାଟି ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘରମାଲିକ ପାଠ ପଢ଼ିବାକୁ ନେବାକୁ କହି ଏକ ଗରୀବ ଶ୍ରେଣୀର ନାବାଳିକାକୁ ଘର କାମରେ ନିୟୋଜିତ କରିଥିଲେ କିନ୍ତୁ ପରେ ସାମାନ୍ୟ ଭୁଲ ପାଇଁ ନାବାଳିକାକୁ ନିର୍ମମ…

କବାଟରେ ଲେଖା ହେଲା ପ୍ରଶ୍ନ, ପରୀକ୍ଷା…

ଓଏଲ୍ ବ୍ୟୁରୋ : ଅବହେଳାରୁ ବିଦ୍ୟାଳୟକୁ ନିର୍ଦ୍ଧାରିତ ସମୟରେ ପ୍ରଶ୍ନପତ୍ର ଆସି ପାରିଲା ନାହିଁ। ଶ୍ରେଣୀ ଗୃହରେ କଳାପଟା ବି ନଥିଲା ତେଣୁ ଶିକ୍ଷକ କବାଟରେ ପ୍ରଶ୍ନ ଲେଖିଥିଲେ। କବାଟରୁ ପ୍ରଶ୍ନ ଦେଖି ପରୀକ୍ଷା ଦେଇଥିଲେ ଛାତ୍ର ଛାତ୍ରୀ। ସ୍ମାର୍ଟ ଯୁଗରେ ଏଭଳି ଘଟଣା ଓଡ଼ିଶାର ଯାଜପୁର ଜିଲ୍ଲା ଧର୍ମଶାଳା…

କାଲିଠୁ ସଂସଦର ଶୀତକାଳୀନ ଅଧିବେଶନ

ଓଏଲ୍ ବ୍ୟୁରୋ : ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଏହି ଗୁରୁତ୍ୱପୂର୍ଣ ଅଧିବେଶନ ପାଇଁ ଆଜି କେନ୍ଦ୍ରସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିବାବେଳେ ସବୁ ଦଳର ନେତାଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି। ଡିସେମ୍ବର ୨୯ପର୍ଯ୍ୟନ୍ତ ହେବ ଶୀତ ଅଧିବେଶନ ଏବଂ ଏଥିରେ ୨୩ଟି କାର୍ଯ୍ୟ…

ଯେତେବେଳେ କହିବି, ସାରା ରାଜ୍ୟ…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଆଉ ଏକ ମୋଡ। ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ନେଲା ଇଡି। କଡା ସୁରକ୍ଷା ଭିତରେ ୭ଦିନିଆ ଇଡିର ରିମାଣ୍ଡରେ ଅର୍ଚ୍ଚନା। ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଗଲାବେଳେ ଗଣମାଧ୍ୟମ ସାମ୍ନାରେ ଅର୍ଚ୍ଚନା କହିଛନ୍ତି ସେ ଇଡିକୁ ଅପେକ୍ଷା…

ଭୂମିହୀନଙ୍କୁ ଜମି ଦେବା ପାଇଁ, ୫ରାଜ୍ୟକୁ…

ଓଏଲ୍‌ ବ୍ୟୁରୋ: ଭୂମିହୀନଙ୍କୁ ଜମି ନଦେଲେ ଫେରିଯିବ ଆବାସ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ ଭୂମିହୀନଙ୍କୁ ଜମି ଦେବା ପାଇଁ ୫ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ଓଡିଶା ସମେତ ୫ ରାଜ୍ୟକୁ ଚେତାବନୀ ଦେଇ ଚିଠିରେ ଉଲ୍ଲେଖ କରିଛନ୍ତି, ଯଦି ଚଳିତ ମାସ ୧୫ତାରିଖ…

କଲମ୍ବିଆରେ ଭୟଙ୍କର ଭୂସ୍ଖଳନ, ୩୪ମୃତ

ଓଏଲ୍‌ ବ୍ୟୁରୋ: ମାଟି ତଳେ ଚାପି ହେଲା ଯାତ୍ରୀବାହୀ ବସ, ନେଇଗଲା ୩୪ ଜୀବନ। ଘଟଣାଟି ଘଟିଛି ଦକ୍ଷିଣ ଆମେରିକାର ଗେଟୱେ କୁହାଯାଉଥିବା କଲମ୍ବିଆର ରିସାରାଲ୍ଡରେ ଏବଂ ସେଠାରେ ପୁଣି ଥରେ ଭୟଙ୍କର ଭୂସ୍ଖଳନ ହୋଇଛି। ସୂଚନା ଅନୁସାରେ କଲମ୍ବିଆର ରିସାରାଲ୍ଡ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଥିବାବେଳେ ପ୍ରବଳ…

ଆଜିଠୁ ଇଡିର ୭ଦିନିଆ ରିମାଣ୍ଡରେ…

ଓଏଲ୍‌ ବ୍ୟୁରୋ: ଇଡି ଖୋଲିବ ଗୁମର। ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ମିଳିଛି। ଅର୍ଚ୍ଚନାକୁ ରିମାଣ୍ଡରେ ନେଇ ଜେରା କରିବା ଇଡି। ଅର୍ଚ୍ଚନାର କଳା ସାମ୍ରାଜ୍ୟର ସତ କାହାଣୀ ଆସିପାରେ ସାମ୍ନାକୁ। ହନିଟ୍ରାପ, ବ୍ଲାକମେଲିଂ, ଅନୈତିକ ଆର୍ଥିକ କାରବାରର ଉତ୍ସ…

ହାଇକୋର୍ଟର ନିର୍ଦ୍ଦେଶ ମାନି, ଓଟିଏମର…

ଓଏଲ୍‌ ବ୍ୟୁରୋ: ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ବାରରେ ଥିବା ଓଟିଏମକୁ ଦଖଲ କରିଛି ଜିଲ୍ଲା ପ୍ରଶାସନ। ଓଟିଏମର ପୁନରୁଦ୍ଧାର ପାଇଁ ଏଭଳି ପଦକ୍ଷେପକୁ ଆପଣେଇଛି ଜିଲ୍ଲା ପ୍ରଶାସନ। ଅଫିସିଆଲ ଲିକ୍ୟୁଡିଟେରଙ୍କ ଠାରୁ ଓଟିଏମର ୫୨୧ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅକ୍ତିଆରକୁ…