Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା: ଅଭିଯୁକ୍ତକୁ…

ଓଏଲ୍ ବ୍ୟୁରୋ : ହାଇକୋର୍ଟରୁ ମିଳିଲା ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନ। ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ହାଇକୋର୍ଟର ନିର୍ଦ୍ଦେଶ କ୍ରମେ…

ବୋରୱେଲରେ ଫସିଥିବା ତନ୍ମୟ ମୃତାବସ୍ଥାରେ…

ଓଏଲ୍ ବ୍ୟୁରୋ : ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଜୀବନ ଯୁଦ୍ଧରେ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ। ଆଜି ସକାଳୁ ଏହି ଦୁଃଖଦ ଖବର ମିଳିଥିବାବେଳେ ଗତ ୫ ଦିନ ଧରି ଉଦ୍ଧାରକାରୀ ଦଳ ତନ୍ମୟକୁ ଉଦ୍ଧାର କରିବାପାଇଁ ଲାଗିଥିଲେ କିନ୍ତୁ ବଂଚିପାରିଲାନି ତନ୍ମୟର ଜୀବନ। ତନ୍ମୟ ଗତ ୬ ତାରିଖରେ…

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ…

ଓଏଲ୍ ବ୍ୟୁରୋ : ପୁଣିଥରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ପ୍ରଭାବଶାଳୀ ମହିଳା ତାଲିକାରେ ସ୍ଥାନ ପାଇଲେ। ଫୋବର୍ସ ପକ୍ଷରୁ ପ୍ରକାଶ ପାଇଛି ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକା। ଫୋବର୍ସ ପକ୍ଷରୁ ହୋଇଥିବା ତାଲିକାରେ ୩୬ତମ ସ୍ଥାନରେ ରହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ…

ନିୟମଗିରି ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

ଓଏଲ ବ୍ୟୁରୋ : ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାର୍ସାଲି ଗ୍ରାମରେ ମାଓ ବିରୋଧୀ ପୋଷ୍ଟର। ସେ ଗ୍ରାମର ଅଙ୍ଗନବାଡି କେନ୍ଦ୍ରର କାନ୍ଥ ଓ ଗ୍ରାମପଞ୍ଚାୟତ କୋଠାର କାନ୍ଥରେ ତିନଟି କୁଇ ଓ ଓଡ଼ିଆ ଭାଷାରେ ଲିଖିତ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା।…

ଭାରତମାଳା ପ୍ରକଳ୍ପରୁ ବାଦ ପଡ଼ିଲା ଗଞ୍ଜାମ

ଓଏଲ୍ ବ୍ୟୁରୋ : ଉପକୂଳ ଅଞ୍ଚଳକୁ ସଡ଼କପଥ ସିଧାସଳଖ ସଂଯୋଗ ପାଇଁ ହାଇୱେ ନିର୍ମାଣ ନିତ୍ୟାନ୍ତ ଆବଶ୍ୟକ। ଏହି ସଡ଼କପଥ ଯୋଜନାକୁ କାର୍ଯ୍ୟକାରୀ ପାଇଁ ପୂର୍ବରୁ କେନ୍ଦ୍ରସରକାର ଦାଇତ୍ୱ ନେଇଥିଲେ। ଓଡ଼ିଶା ଉପକୂଳର ପ୍ରତ୍ୟେକ ଜିଲ୍ଲାକୁ ସଡ଼କପଥରେ ସିଧାସଳଖ ସଂଯୋଗ କରିବା ପାଇଁ କେନ୍ଦ୍ର ସରକାର ଭାରତମାଳା…

ତେଲ ବିଜ୍ଞାପନରେ ମହାମହିମଙ୍କ ଫଟୋ,…

ଓଏଲ୍ ବ୍ୟୁରୋ : ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋକୁ ବ୍ୟବହାର କରି ଏକ ସୋରିଷ ତେଲ କମ୍ପାନି ବିଜ୍ଞାପନ ଦେଇଛି। ସୋରିଷ ତେଲ ବିଜ୍ଞାପନ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ଦେଖିବାକୁ ମିଳିଥିବାବେଳେ ତେଲ କମ୍ପାନୀ ବିଜ୍ଞାପନ ପାଇଁ…

ନାବାଳିକାଙ୍କୁ ଦୁଷ୍କର୍ମ, ମୃତଦେହ…

ଓଏଲ୍ ବ୍ୟୁରୋ : ନାବାଳିକାଙ୍କୁ ଦୁଷ୍କର୍ମ ଅତି ନିନ୍ଦନୀୟ ଘଟଣା। ଦୁଷ୍କର୍ମ ପରେ ହତ୍ୟା ମଧ୍ୟ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାଟି ସୁରଟରେ ଘଟିଥିବାବେଳେ ଓଡିଆ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଦେହ ଉଦ୍ଧାର ହୋଇଛି ଏକ ବନ୍ଦ ଘରୁ। ଖବରରୁ ଯାହା…

୪୦୦ ଫୁଟ ତଳେ ଜୀବନ ସହ ଲଢ଼ୁଛି ତନ୍ମୟ,…

ଓଏଲ୍ ବ୍ୟୁରୋ : ଫସିଯାଇଛି ୮ବର୍ଷ ପୁଅର ଜୀବନ। ୪୦୦ ଫୁଟ ଗଭୀର କୂଅରେ ଜୀବନ ସହ ଲଢ଼ୁଛି ତନ୍ମୟ। ଏନଡିଆରଏଫ ଓ ଏସଡିଆରଏଫ ଦ୍ୱାରା ୪ ଦିନ ହେଲାଣି ଚାଲିଛି ଉଦ୍ଧାର କାର୍ଯ୍ୟ। ଏହି ଅଘଟଣ ଘଟିଛି ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭି ଗ୍ରାମରେ ଏବଂ ଘଟଣାସ୍ଥଳରେ ଭୋପାଳ ଓ ହୋସଙ୍ଗାବାଦରୁ ଯାଇଥିବା…

ଲୁଟେରା କଲେ ଆକ୍ରମଣ, ବୃଦ୍ଧ ସ୍ୱାମୀ ମୃତ…

ଓଏଲ୍ ବ୍ୟୁରୋ : ରାତି ଅଧରେ ୪ ଦୁର୍ବୁତ୍ତ ଆକ୍ରମଣରେ ବୃଦ୍ଧା ଦମ୍ପତି ମୃତ ଘଟଣା। ବିଳମ୍ବିତ ରାତିରେ ଦମ୍ପତିଙ୍କ କବାଟ ବାଡେଇଥିଲେ ଦୁର୍ବୁତ୍ତ ଏବଂ ଦମ୍ପତି କବାଟ ଖୋଲିବାପରେ ମାରଣାସ୍ତ୍ର ଧରି ୪ ଦୁର୍ବୁତ୍ତ ଘରେ ପଶିଥିଲେ। ଲୁଟେରାମାନେ ଲୁଟପାଟ କରିବା ସହ ବୃଦ୍ଧା ଦମ୍ପତିଙ୍କୁ ଆକ୍ରମଣ କରିଥିଲେ…

ନିର୍ମମ ହତ୍ୟାକାଣ୍ଡ : ଛୁରାମାଡ଼ରେ ବାପା…

ଓଏଲ୍ ବ୍ୟୁରୋ : ଜଘନ୍ୟ ହତ୍ୟାକାଣ୍ଡ ଘଟଣା। ଟଙ୍କା ନଦେବାରୁ ନିର୍ମମ ହତ୍ୟାକାଣ୍ଡ। ଛୁରା ମାଡ଼ରେ ବାପା ମୃତ ଏବଂ ପୁଅ ଗୁରୁତର ଭାବେ ଆହତ।  ଘଟଣାଟି ଖୋର୍ଦ୍ଧା ଚିଲିକା ବ୍ଲକର ନଈରୀ ଗ୍ରାମରେ ଘଟିଛି। ଖବର ଅନୁସାରେ ମୃତ ବ୍ୟକ୍ତି ହେଉଛନ୍ତି ନଈରୀ ଗ୍ରାମର ସାରଥୀ ନାୟକ ଓ ଛୁରାମାଡ଼ରେ ଆହତ ହୋଇଥିବା…