Odisha Link
Bridging the Missing Links in Odisha

ବିନା ଛୁଟିରେ ଅନୁପସ୍ଥିତ ରହିବା ହେଲା…

ଓଏଲ୍‌ ବ୍ୟୁରୋ : ୧୨ ବର୍ଷ ହେବ ଆସୁନଥିଲେ ବିଦ୍ୟାଳୟ ବରଂ ପାଉଥିଲେ ଦରମା। ଘଟଣାଟି ନବରଙ୍ଗପୁର ଜିଲ୍ଲାରେ ଘଟିଥିବା ବେଳେ ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦାୟ ଦେଇଛନ୍ତି। ସୂଚନା ଅନୁସାରେ, ବିନା କାରଣ ଓ ବିନା ଛୁଟି…

ହକି ବିଶ୍ୱକପ୍ : ରାଜଧାନୀରେ ପହଞ୍ଚିଲା…

ଓଏଲ୍‌ ବ୍ୟୁରୋ : ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ମହାକୁମ୍ଭ। ଯାହାକୁ ନେଇ ହକି ପ୍ରେମୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏହି ହକି ବିଶ୍ୱକପ ପାଇଁ ତୃତୀୟ ବିଦେଶୀ ଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିସାରିଛି ବେଲଜିୟମ୍ ଟିମ୍। ୨୦୧୮ରେ ବେଲଜିୟମ୍ ଟିମ୍ ହକି ବିଶ୍ୱକପର ଚାମ୍ପିଅନ୍…

ଚିଟଫଣ୍ଡ ମାମଲାର ତଦନ୍ତରେ ବିଳମ୍ବ,…

ଓଏଲ୍‌ ବ୍ୟୁରୋ : ଦୀର୍ଘଦିନ ହେବ ଲାଗିରହିଥିବା ଚିଟଫଣ୍ଡ ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶା ଚିଟଫଣ୍ଡ ମାମଲାର ଖଣ୍ଡପୀଠରେ ଶୁଣାଣୀ ବେଳେ କାହିଁକି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ମାନ୍ୟବର ନ୍ୟାୟାଳୟ। ଇଡି ସିବିଆଇ ତଦନ୍ତ କରୁଥିବା…

ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ…

ଓଏଲ୍‌ ବ୍ୟୁରୋ : ହକି ବିଶ୍ୱକପ ୨୦୨୩କୁ ନେଇ ଉତ୍ସାହିତ ହକିପ୍ରେମୀ। ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ। ଏହି ହକି ବିଶ୍ୱକପ ପାଇଁ ଭାରତର ବଡ ହକି ଷ୍ଟାଡିୟମର ମାନ୍ୟତା ପାଇଥିବା ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ବେଆଇନ୍ ଉଚ୍ଛେଦ ପ୍ରକିୟାରେ ରୋକ୍‌…

ଓଏଲ୍‌ ବ୍ୟୁରୋ : ରେଳବାଇ ଜମିରୁ ଜବରଦଖଲ ହଟାଇବା ନେଇ ପୂର୍ବରୁ ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ତେବେ ଏହି ବେଆଇନ୍ ଉଚ୍ଛେଦ ପ୍ରକ୍ରିୟାରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିବା ଅନୁସାରେ ଉଚ୍ଛେଦ ହେବାକୁ ଥିବା ଲୋକଙ୍କ ସମସ୍ୟା ଓ ମାନବିକ ଦୃଷ୍ଟିକୋଣକୁ…

୭୫ ବର୍ଷରୁ ଅଧିକ ବୟସ ବରିଷ୍ଠ ନାଗରିକ…

ଓଏଲ୍‌ ବ୍ୟୁରୋ : କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଏକ ବଡ ସୂଚନା। ଆୟକର ରିଟର୍ଣ୍ଣ ଫାଇଲ୍ କରିବାକୁ ପଡିବନି ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଟୁଇଟ୍ କରି ଏ ବାବଦରେ ସୂଚନା ଦିଆଯାଇଥିବାବେଳେ ଏଣିକି ୭୫ ବର୍ଷରୁ ଅଧିକ ବୟସର ବରିଷ୍ଠ…

ମାର୍ଚ୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା

ଓଏଲ୍‌ ବ୍ୟୁରୋ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ମାଟ୍ରିକ ବୋର୍ଡ ପରୀକ୍ଷାକୁ ନେଇ ବଡ଼ ସୂଚନା। ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବୋର୍ଡର ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ନେଇ ବୋର୍ଡ ସଭାପତି ସୂଚନା ଦେଇ କହିଛନ୍ତି ମାର୍ଚ୍ଚ ୧୦ରୁ ୧୭ ମାଟ୍ରିକ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ପୂର୍ବରୁ…

୩୦ କୁକୁରଙ୍କୁ ଗୁଳି କରି ହତ୍ୟା କଲା…

ଓଏଲ୍‌ ବ୍ୟୁରୋ : ବଣୁଆ କୁକୁର ସୃଷ୍ଟି କରିଛନ୍ତି ଆତଙ୍କ। ଆତଙ୍କ କରୁଥିବା ବଣୁଆ କୁକୁରଙ୍କୁ ଗୁଳି କରିଛି ସୁଟର୍‌ ଟିମ୍‌। ସରକାରଙ୍କ ଅନୁମତି କ୍ରମେ ୩୦ ବଣୁଆ କୁକୁରଙ୍କୁ ହତ୍ୟା କରିଛି ସୁଟର୍‌ ଟିମ୍‌। ତେବେ ଘଟଣାଟି ବିହାରର ବେଗୁସରାଇ ଜିଲ୍ଲାରେ ଘଟିଥିବାବେଳେ ପ୍ରାୟ ୩୦ଟି ବୁଲା କୁକୁରଙ୍କୁ ଗୁଳି…

ରାଜଧାନୀରେ ମହିଳା ଏସଆଇଙ୍କୁ ଆକ୍ରମଣ…

ଓଏଲ୍‌ ବ୍ୟୁରୋ : ରାଜଧାନୀର ରାଜରାସ୍ତାରେ ଘଟିଥିଲା ଆତଙ୍କରାଜ। ମହିଳା ଏସଆଇଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ ଆତଙ୍କମାନେ ଯାହାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ତେବେ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଆତଙ୍କ ସୃଷ୍ଟି କରିଥିବା…

ତୁମୁଳକାଣ୍ଡ ଘଟାଇଥିବା ବିଜେବି କଲେଜ…

ଓଏଲ୍‌ ବ୍ୟୁରୋ : ପୂର୍ବରୁ ବିଜେବି ଜୁନିଅର କଲେଜରେ ସିନିୟର ଓ ଜୁନିଅର ହାତାହାତି ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏଜି ଘଟଣାର ଅଭିଯୋଗ ପରେ ପୁଲିସ ତଦନ୍ତ କରି ମାଡ଼ ମାରିଥିବା ସିନିୟରକୁ ଗିରଫ କରିଛି। ତେବେ କଲେଜ ପରିସରରେ ରାଗିଂକୁ ନେଇ ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିଥିଲା। ସୂଚନା…