Odisha Link
Bridging the Missing Links in Odisha

ରାଜଧାନୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ :…

ଓଏଲ୍‌ ବ୍ୟୁରୋ : ରାଜଧାନୀର ରାଜରାସ୍ତାରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ବର୍ତ୍ତିପାରିଲେନି ମହିଳା ପୁଲିସ ଅଧିକାରୀ। ଥାନାରୁ ଡ୍ୟୁଟି ସାରି ନିଜ କାର୍‌ରେ ରାତିରେ ଘରକୁ ଫେରୁଥିଲେ ପୁଲିସ୍ SI ଶୁଭଶ୍ରୀ ନାୟକ। ସେହି ସମୟରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ନିକଟ ସାଇନ୍ସ ପାର୍କ ପାଖରେ ତାଙ୍କ କାର୍‌କୁ…

ବନ୍ଧ ତଳକୁ ଖସିଲା ଯାତ୍ରୀବାହୀ ବସ୍, ୨୫…

ଓଏଲ୍‌ ବ୍ୟୁରୋ : ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣା ପଡିଛି। ବସ୍- ହାଇଓ୍ୱା ଧକ୍କା ହେବା ଦ୍ୱାରା ରାସ୍ତା ତଳକୁ ଖସିଯାଇଛି ଯାତ୍ରୀବାହି ବସ। ଘଟଣାଟି କଟକ ଚାନ୍ଦବାଲି ରାସ୍ତା ନିକଟରେ ଘଟିଥିବାବେଳେ ଛପୋଲିଆ ନଦୀ ରାସ୍ତାରେ ଓଲଟିଯାଇଛି ଯାତ୍ରୀବାହି ବସ। ଭାରସାମ୍ୟ ହରାଇ ବସ…

ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ…

ଓଏଲ୍‌ ବ୍ୟୁରୋ : ଆମ୍ବୁଲାନ୍ସରେ ରୋଗୀ ବଦଳରେ ଯାଉଥିଲା ଗଂଜେଇ ଆଉ ଧରିଲା ପୁଲିସ। ଘଟଣାଟି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ହୋଇଥିବା ବେଳେ ପୁଲିସ୍‌ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ଅଙ୍କୁନ ଗ୍ରାମର ପ୍ରଶାନ୍ତ ଗୁରୁ ଏବଂ ବରଗଡ଼ ସହରର କୈଳାସ…

କାଲିଠୁ ଓଡ଼ିଶାରେ ୫ଜି ସେବା

ଓଏଲ୍‌ ବ୍ୟୁରୋ : ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଫାଇଭ୍ ଜି ସେବା। ଏହି ସେବାକୁ କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲଞ୍ଚ କରିବେ। ରାଜଧାନୀ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହେବାକୁ ଯାଉଛି। ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ପ୍ରଦାନ…

ଜାନୁଆରୀ ୨୭ରେ ‘ପରୀକ୍ଷା ପେ…

ଓଏଲ୍ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ପରାମର୍ଶ ଦେବେ ପ୍ରଧାନମନ୍ତ୍ରୀ। ଜାନୁଆରୀ ୨୭ ତାରିଖରେ ଆୟୋଜିତ ହେବ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ଯେଉଁଥିରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଛାତ୍ର, ଶିକ୍ଷକ ଓ ଅବିଭାବକମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ…

ନବୀନଙ୍କ ବଡ଼ ଘୋଷଣା : ରାଜ୍ୟରେ ଆଉ…

ଓଏଲ୍ ବ୍ୟୁରୋ : ରାଜ୍ୟରେ ଆଉ ବର୍ଷେ ମାଗଣା ଚାଉଳ ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ଅର୍ଥାତ ୨୦୨୩ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା। ଏହି ଯୋଜନାରେ ମାସିକ ମୁଣ୍ଡପିଛା ମିଳିବ ୫ କେଜି ଚାଉଳ। ଏହି ମାଗଣା ଚାଉଳ ଯୋଗାଣରେ ଖର୍ଚ୍ଚ ହେବ…

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା :…

ଓଏଲ୍ ବ୍ୟୁରୋ : ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାରେ ନୂଆ ମୋଡ଼। ମିଳୁନି ଶୁଭଶ୍ରୀ କରଙ୍କ ବୟଫ୍ରେଣ୍ଡଙ୍କ ପତ୍ତା। ମୃତ୍ୟୁର ୧୦ ଦିନ ପୂର୍ବରୁ ନିଜ ବୟଫ୍ରେଣ୍ଡ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ଶୁଭଶ୍ରୀ ଦୁଷ୍କର୍ମ ଏତଲା ଦେଇଥିଲେ। ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ଦିବ୍ୟରଞ୍ଜନଙ୍କ ଭୂମିକାକୁ…

ରାଜଧାନୀରେ ଅଙ୍ଗନୱାଡି କର୍ମୀଙ୍କ…

ଓଏଲ୍‌ ବ୍ୟୁରୋ : ରାଜଧାନୀର ରାଜରାସ୍ତାରେ ଅଙ୍ଗନୱାଡି କର୍ମୀଙ୍କ ବିଶାଳ ରାଲି। ବିଭିନ୍ନ ଦାବି ନେଇ ରାଜଧାନୀ ଭୁବନେଶ୍ୱର ଆନ୍ଦୋଳନ କରୁଛନ୍ତି ଅଙ୍ଗନୱାଡି କର୍ମୀ। ପୂର୍ବରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିଲେ ଅଙ୍ଗନୱାଡି କର୍ମୀ। ବର୍ତ୍ତମାନ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ କରିନଥିବାରୁ…

ମାଛ ବିକାଳି ମହିଳାଙ୍କୁ ଗଣଦୁଷ୍କର୍ମ…

ଓଏଲ୍‌ ବ୍ୟୁରୋ : ଗଣଦୁଷ୍କର୍ମ ଶିକାର ହେଲେ ମାଛ ବିକାଳି। ଏହି ଲଜ୍ଜ୍ୟା ଜନକ ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କୋପସିଂଘା ନିକଟରେ। ଗଣଦୁଷ୍କର୍ମ ହୋଇଥିବା ପୀଡିତା ଦେଉଛନ୍ତି ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ଯିଏକି ମାଛ ବିକି ନିଜ ପେଟ ପୋଷନ୍ତି। ତେବେ ମହିଳା ଜଣକ ମାଛ ବିକ୍ରି କରି ଘରକୁ…

୩ଦିନ ପରେ ସ୍ୱାଭାବିକ ହେଲା ଲିଙ୍ଗରାଜ…

ଓଏଲ୍‌ ବ୍ୟୁରୋ : ମନ୍ଦିରର ସେବା ପ୍ରତିନିଧିଙ୍କ ଦ୍ୱାରା ୩ହେବ ବନ୍ଦ ଥିଲା ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି। ଏହାକୁ ନେଇ ସର୍କିଟ ହାଉସ ଦ୍ୱାରା ବୈଠକ କରାଯାଇଥିଲା। ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି। ପୂର୍ବରୁ ନୂଆ ବର୍ଷ ଦିନ ଦୁଇ ସେବାୟତ…