Browsing Category
ଶିକ୍ଷା
୧୫ରେ ହେବାକୁ ଥିବା ୟୁଜିସି-ନେଟ୍…
ଓଏଲ୍ ବ୍ୟୁରୋ: ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ଜାନୁଆରୀ ୧୫ ତାରିଖରେ ହେବାକୁ ଥିବା ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ କଲା ଏନ୍ଟିଏ। ପୋଙ୍ଗଲ, ମକର ସଂକ୍ରାନ୍ତି ପାଇଁ ପରୀକ୍ଷା ସ୍ଥଗିତ। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ୧୬ରେ ହେବାକୁ ଥିବା ପରୀକ୍ଷା ସୂଚୀ ଅନୁଯାୟୀ ହେବ। ନୂଆ ତାରିଖ ଖୁବଶୀଘ୍ର…
ପଠାଣି ସାମନ୍ତ ଗଣିତ ମେଧାବୃତ୍ତି…
ଓଏଲ୍ ବ୍ୟୁରୋ: ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ନେଇ ବଡ ଖବର। ପ୍ରାଥମିକ ଓ ହାଇସ୍କୁଲ୍ ସ୍ତରରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା (ପିଏମ୍.ଏସ୍.ଟି)-୨୦୨୪ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରୀକ୍ଷାରେ ଷଷ୍ଠ ଓ ନବମ…
ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ୧୦୦ କୋଟି…
ଓଏଲ୍ ବ୍ୟୁରୋ: ଉଚ୍ଚ ଶିକ୍ଷାର ମାନ ବୃଦ୍ଧି ନେଇ ଆଉ ପାଦେ ଆଗେଇଲା ଓଡ଼ିଶା। ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିରେ ବିକାଶ ଘଟିବା ସହ ଗବେଷଣା କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍ ଉଷା)ରେ ଓଡ଼ିଶାକୁ ଅନୁଦାନ ନେଇ ଅନୁମୋଦନ ମିଳିଛି।…
ପଞ୍ଚମ ଓ ଅଷ୍ଟମରେ ଫେଲ୍ ନହେବା…
ଓଏଲ୍ ବ୍ୟୁରୋ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ 'ନୋ ଡିଟେନସନ ପଲିସି' (No Detention Policy) ଉଚ୍ଛେଦ କରାଯାଇଛି। ଏଣିକି ବାର୍ଷିକ ପରୀକ୍ଷାରେ ଫେଲ ହେଲେ ଆଉ ହେବନି କ୍ଲାସ ପଦୋନ୍ନତି। ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁଧାର ଆଣିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ…
ରାଜ୍ୟରେ ପୂରଣ ହେବ ଶିକ୍ଷକ ପଦବୀ,…
ଓଏଲ୍ ବ୍ୟୁରୋ: କନିଷ୍ଠ ଶିକ୍ଷକ ଆଶାୟୀଙ୍କ ପାଇଁ ବଡ଼ ଖବର। ରାଜ୍ୟରେ ଖାଲି ପଡିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଖାଲି ପଡିଛି ୬୩୦୦ କନିଷ୍ଠ ଶିକ୍ଷକ ପଦବୀ। ଶୀଘ୍ର ଏହି ପଦବୀ ଗୁଡିକ ପୂରକଃ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ହାଇକୋର୍ଟ…
ନୂଆ ଢାଞ୍ଚାରେ ଯୁକ୍ତଦୁଇ ପରୀକ୍ଷା:…
ଓଏଲ୍ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ +୨ ପରୀକ୍ଷା ତାରିଖ ଘୋଷଣା ହୋଇଥିବାବେଳେ ଆଜିଠୁ +୨ ଇଣ୍ଟରନାଲ ଆସେସ୍ମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। ଆଜିଠୁ ଇଣ୍ଟରନାଲ ଆସେସ୍ମେଣ୍ଟ ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ। ସେହିଭଳି ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ଥିଓରି…
ବଡ଼ ଖବର: କେବଳ ଉଚ୍ଚଶିକ୍ଷା ପାଇଁ…
ଓଏଲ୍ ବ୍ୟୁରୋ: ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ କେବଳ ଉଚ୍ଚ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା କରିବ ବୋଲି ଜଣା ପଡ଼ିଛି। ବାକି ପ୍ରତି ଯୋଗିତା ମୂଳକ ପରୀକ୍ଷା ଆଉ ଏଥିରେ ସଂପୃକ୍ତ ରହିବ ନାହିଁ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହା ସହ ସେ କହିଛନ୍ତି…
ବିଦ୍ୟାଳୟରେ ୩୦% ବଢ଼ିଛି ମହିଳା…
ଓଏଲ୍ ବ୍ୟୁରୋ: ଶିକ୍ଷା ପାଇଁ ବଜେଟ ପ୍ରାବଧାନରେ ବହୁ ଗୁଣ ବଢ଼ିଛି। ୧୦ ବର୍ଷରେ ୮ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ସ୍କୁଲର ସ୍ବଚ୍ଛତା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ୧୦ ବର୍ଷରେ ୮ଟି…
ପୁଣିଥରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ…
ଓଏଲ୍ ବ୍ୟୁରୋ: ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର। ପୁଣିଥରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ସରକାର। ଥମରୁ ପଞ୍ଚମ ପିଲାଙ୍କ ପାଇଁ ୭.୬୪ ପଇସାକୁ ବଢ଼ିଲା। ପୂର୍ବରୁ ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ୫ ଟଙ୍କା ୯୦ ପଇସା ଥିଲା। ସେହିପରି ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ…
ଦିନ ୧ଟାରୁ ସ୍କୁଲ ବନ୍ଦ, ନିଷ୍ପତି ନେଲେ…
ଓଏଲ୍ ବ୍ୟୁରୋ: ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀ। ଏଥିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ। ଡିଜିିପି ସମ୍ମିଳନୀରେ ଯୋଗ…