Odisha Link
Bridging the Missing Links in Odisha
Browsing Category

ମନୋରଂଜନ

ନକ୍ସଲଙ୍କ ସ୍କାନରରେ ଓଲିଉଡ୍‌ ହିରୋ,…

ଓଏଲ୍‌ ବ୍ୟୁରୋ: ଜଣେ ଓଲିଉଡ ହିରୋଙ୍କୁ ନକ୍ସଲ ଅପହରଣ କରିବାକୁ ଯୋଜନା କରୁଥିବା ଆଶଙ୍କା ପ୍ରକାଶ କରିଛି ଓଡ଼ିଶା ପୁଲିସର ଗୁଇନ୍ଦା ବିଭାଗ। ଏନେଇ ଜିଲ୍ଲା ପୁଲିସକୁ ସତର୍କ କରାଇଛି ଗୁଇନ୍ଦା ବିଭାଗ।। ସୁରକ୍ଷା ଦୃଷ୍ଟିରୁ ଆଲର୍ଟ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ଲାଗି ଜିଲ୍ଲା ପୁଲିସକୁ ସତର୍କ…

ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ…

ଓଏଲ୍‌ ବ୍ୟୁରୋ: ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଭାରତୀୟ ଚଳଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ’ରେ ସମ୍ବର୍ଦ୍ଧିତ କରାଯିବ। ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ଏହି ସମ୍ମାନ ମିଳିବ। ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଳିବ। ଏନେଇ ଟ୍ବିଟ୍ କରି…

ଓସ୍କାର ଦୌଡ଼ରେ ପ୍ରବେଶ କଲା…

ଓଏଲ୍‌ ବ୍ୟୁରୋ: ୯୭ତମ ଶ୍ରେଷ୍ଠ ବିଦେଶୀ ଫିଲ୍ମ ଶ୍ରେଣୀରେ 'ଲାପତା ଲେଡିଜ୍‌'କୁ ସ୍ଥାନ ମିଳିଛି। ଶ୍ରେଷ୍ଠ ବିଦେଶୀ ଫିଲ୍ମ କ୍ୟାଟେଗୋରୀ ପାଇଁ ଏହା ମନୋନୀତ ହୋଇଛି। ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆର ସଦସ୍ୟମାନେ ଏକାଡେମୀ ପୁରସ୍କାରରେ ଭାରତର ଅଫିସିଆଲ୍ ପ୍ରବେଶ ଘୋଷଣା କରିଛନ୍ତି। ବେଷ୍ଟ ଫରେନ୍…

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର:…

ଓଏଲ୍‌ ବ୍ୟୁରୋ: ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଛି ଘୋଷଣା। ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା ହୋଇ ଥିବାବେଳେ ନିତ୍ୟା ମେନନ୍ ଓ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି। ସେହିପରି ଶର୍ମିଲା ଟାଗୋରଙ୍କ ଅଭିନୀତ…

ପରଲୋକରେ ଧନୁଯାତ୍ରାର ପୂର୍ବତନ କଂସ…

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଶାର ସୁନାମଧନ୍ୟ କଳାକାର ତଥା ପୂର୍ବତନ କଂସ ମହାରାଜ ଗୋପାଳ ସାହୁ। ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ଶ୍ରୀ ସାହୁ। ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଜି ସକାଳୁ ତାଙ୍କର ପରଲୋକ ହୋଇଛି। ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ…

ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର…

ଓଏଲ୍‌ ବ୍ୟୁରୋ: ଦୁଇ ଦଶନ୍ଧି ପରେ ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ସରକାର ଗଠନ ପାଇ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ବିଭିନ୍ନ ନିଗମର ଜଣଙ୍କ ପରେ ଜଣେ ଅଧ୍ୟକ୍ଷ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ…

ପରଲୋକରେ ରାମୋଜୀ ରାଓ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଫିଲ୍ମ ସିଟିର ବାଦଶାହା ତଥା ଦେଶର ସବୁଠୁ ବଡ ଫିଲ୍ମ ସିଟିର ମାଲିକ ରାମୋଜୀ ରାଓ। ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ରାମୋଜି ଗ୍ରୁପ୍‌ ଅଫ୍‌ କମ୍ପାନି ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ରାମୋଜୀ ରାଓଙ୍କର ଶନିବାର ଭୋର ସମୟରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଅସୁସ୍ଥତା…

ଅଲୁ ଅର୍ଜ୍ଜୁନଙ୍କ ଜନ୍ମଦିନରେ ରିଲିଜ…

ଓଏଲ୍‌ ବ୍ୟୁରୋ: ଆଜି ସୁପରଷ୍ଟାର ଅଲୁ ଅର୍ଜ୍ଜୁନଙ୍କ ଜନ୍ମଦିନ। ଏହି ଅବସରରେ ବହୁ ପ୍ରତୀକ୍ଷିତ ପୁଷ୍ପା-୨ ଫିଲ୍ମର ଟିଜର ରିଲିଜ ହୋଇଛି। ରିଲିଜ ହେବାର ୧ ଘଣ୍ଟା ମଧ୍ୟରେ ଏହି ଟିଜରକୁ ୨୫ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ଟିଜରରେ ଅଲ୍ଲୁ ଅର୍ଜୁନଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳୁଛି। ମୁହଁରେ…

ଉତ୍କଳ ଦିବସ ଉପଲକ୍ଷେ ମୁକ୍ତିଲାଭ କଲା…

ଭୁବନେଶ୍ବର: ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ଆଜି ଶ୍ରୋତାର୍ପିତ ହୋଇଯାଇଛି ଏକ ଅଭିନବ ଦୃଶ୍ୟଗୀତ “ଭାଷା ସଂଗୀତ”। ଚଳିତଥର ଉତ୍କଳ ଦିବସ ଅବସରର ଦିନକ ପୂର୍ବରୁ “ଭାଷା ସଂଗୀତ”ର ଶ୍ରୋତାର୍ପଣ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଭବ୍ୟ ଉତ୍ସବରେ ଅତିଥି ଭାବେ ବିଖ୍ୟାତ କଣ୍ଠଶିଳ୍ପୀ…

ଆସନ୍ତାକାଲି ବିଶ୍ୱ ମହିଳା ଦିବସ;…

ଓଏଲ୍‌ ବ୍ୟୁରୋ: ବାସ୍ତବଧର୍ମୀ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଦର୍ଶକୀୟ ଆଦୃତି ସାଉଁଟିବା ପରେ ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଓ ଟେକ୍ନୋ ଆର୍ଟ୍ସ ବ୍ୟାନରରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିର୍ମାଣ କରିଛନ୍ତି ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର “ତ୍ରିକନ୍ୟା”। ବିଶ୍ୱ ମହିଳା ଦିବସ ଉପଲକ୍ଷେ ତ୍ରିକନ୍ୟା ମୁକ୍ତିଲାଭ…