Odisha Link
Bridging the Missing Links in Odisha
Browsing Category

ମନୋରଂଜନ

ରିଲିଜ୍ ହେଲା ଚର୍ଚ୍ଚିତ ଚଳଚ୍ଚିତ୍ର…

ଓଏଲ୍‌ ବ୍ୟୁରୋ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଦିପୁରୁଷ'ର ରିଲିଜ ହୋଇଛି ଟ୍ରେଲର। ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍ ଉତ୍ସୁକ ଅଛନ୍ତି ଦର୍ଶକ। ଓମ୍ ରାଉତଙ୍କ ଏହି ଫିଲ୍ମ ଆଗାମୀ ଜୁନ୍ ୧୬ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ।…

ଚର୍ଚ୍ଚାରେ ‘ଦ କେରଳ ଷ୍ଟୋରୀ’,…

ଓଏଲ୍‌ ବ୍ୟୁରୋ: ନିକଟରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିବା ବଲିଉଡ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ଚର୍ଚ୍ଚା। ଗୋଟିଏ ପଟେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କମାଲ କରୁଥିବା ବେଳେ ଅନ୍ୟପଟେ ବିବାଦରେ ଛନ୍ଦି ହୋଇ ଅଧିକ ଚର୍ଚ୍ଚାରେ ରହିଛି ‘ଦ କେରଳ ଷ୍ଟୋରୀ’। ମଧ୍ୟପ୍ରଦେଶରେ ‘ଦ କେରଳ ଷ୍ଟୋରୀ’ ଚଳଚ୍ଚିତ୍ରକୁ…

ତାମିଲନାଡ଼ୁ ପରେ ପଶ୍ଚିମବଙ୍ଗରେ ବ୍ୟାନ୍…

ଓଏଲ୍‌ ବ୍ୟୁରୋ: ନିକଟରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିବା ବଲିଉଡ ଫିଲ୍ମ 'ଦ କେରଳ ଷ୍ଟୋରୀ'କୁ ନେଇ ଚର୍ଚ୍ଚା। ଗୋଟିଏ ପଟେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କମାଲ କରୁଥିବା ବେଳେ ଅନ୍ୟପଟେ ବିବାଦରେ ଛନ୍ଦି ହୋଇ ଅଧିକ ଚର୍ଚ୍ଚାରେ ରହିଛି 'ଦ କେରଳ ଷ୍ଟୋରୀ'। ଏସବୁ ମଧ୍ୟରେ ପଶ୍ଚିମବଙ୍ଗରେ ବ୍ୟାନ୍‌ ହୋଇଛି 'ଦ…

ଆଜି ରିଲିଜ ହେବ ବିବାଦରେ ଥିବା…

ଓଏଲ୍‌ ବ୍ୟୁରୋ: ଆଜି ସିନେମା ହଲରେ ରିଲିଜ ହେବାକୁ ଯାଉଛି ସୁଦୀପ୍ତ ସେନଙ୍କ ନିର୍ଦେଶିତ ‘ଦି କେରଳ ଷ୍ଟୋରି’। ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇସାରିଛି। ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଦି କେରଳ ଷ୍ଟୋରି’ର ଟିଜର ରିଲିଜ ହେବା ପରଠୁ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ନର୍ସରୁ ଆଇଏସଏସ ଆତଙ୍କବାଦୀ…

ମାଲକାନଗିରିରେ ପୁଷ୍ପା-୨ର ସୁଟିଂ ପାଇଁ…

ଓଏଲ୍‌ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ହେବ ଚଳଚ୍ଚିତ୍ର ପୁଷ୍ପା-୨ର କିଛି ଭାଗ ସୁଟିଂ। ସ୍ୱାଭିମାନ ଅଞ୍ଚଳ ମୁହାଁ ନିର୍ଦ୍ଦେଶକ। ଏବେ ସ୍ୱାଭିମାନ ଅଞ୍ଚଳରେ ଫିଲ୍ମ ସୁଟିଂ କରିବାକୁ ନିର୍ଦ୍ଦେଶକଙ୍କ ଧାଡି ଲାଗିଲାଣି। ଦକ୍ଷିଣ ଭାରତର ପ୍ରସିଦ୍ଧ ସିନେମା ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ…

ବିବାଦରେ ‘ଦି କେରଳ…

ଓଏଲ୍‌ ବ୍ୟୁରୋ: ଆସନ୍ତା ମେ' ୫ରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି ସୁଦୀପ୍ତ ସେନଙ୍କ ନିର୍ଦେଶିତ 'ଦି କେରଳ ଷ୍ଟୋରି'। ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇସାରିଛି। ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଦି କେରଳ ଷ୍ଟୋରି’ର ଟିଜର ରିଲିଜ ହେବା ପରଠୁ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ନର୍ସରୁ…

ସ୍ୱାଭିମାନ ଅଞ୍ଚଳର ପାଦଦେଶରେ ଆରମ୍ଭ…

ଓଏଲ୍‌ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ହେବ ଚଳଚ୍ଚିତ୍ର ପୁଷ୍ପା-୨ର କିଛି ଭାଗ ସୁଟିଂ। ସ୍ୱାଭିମାନ ଅଞ୍ଚଳ ମୁହାଁ ନିର୍ଦ୍ଦେଶକ। ଏବେ ସ୍ୱାଭିମାନ ଅଞ୍ଚଳରେ ଫିଲ୍ମ ସୁଟିଂ କରିବାକୁ ନିର୍ଦ୍ଦେଶକଙ୍କ ଧାଡି ଲାଗିଲାଣି। ଦକ୍ଷିଣ ଭାରତର ପ୍ରସିଦ୍ଧ ସିନେମା ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ…

ରିଲିଜ ହେଲା ଓଡ଼ିଆ ଫିଲ୍ମ ‘ଡେଲିଭରୀ ବୟ’,…

ଓଏଲ୍‌ ବ୍ୟୁରୋ: ଓଡିଆ ଭାଷାରେ ନିର୍ମିତ ଭିନ୍ନ ଏକ କାହାଣୀକୁ ନେଇ ସିନେମା ହଲରେ ଆଜି ରିଲିଜ ହୋଇଛି ଡେଲିଭରି ବୟ। ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଥିଲେ। ନିଚ୍ଛକ ଏବଂ ସତନ୍ତ୍ର…

‘ଇଣ୍ଡିଆନ୍ ଆଇଡଲ-ସିଜିନ୍ ୧୩’ରେ ବାଜି…

ଓଏଲ୍‌ ବ୍ୟୁରୋ: ‘ଇଣ୍ଡିଆନ୍ ଆଇଡଲ-ସିଜିନ୍ ୧୩’ର ବିଜେତା ହୋଇଛନ୍ତି ଅଯୋଧ୍ୟାର ଋଷି ସିଂହ। ଶେଷ ରାଉଣ୍ଡ ପର୍ଯ୍ୟନ୍ତ ସୋ'ରେ ଥିବା ପ୍ରତିଯୋଗୀଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ତେବେ ଏହି କଡା ଟକ୍କରରେ ବାଜିମାତ କରିଛନ୍ତି ଅଯୋଧ୍ୟାର ଋଷି ସିଂହ। ‘ଇଣ୍ଡିଆନ୍ ଆଇଡଲ-ସିଜିନ୍ ୧୩’ର ବିଜେତା ଋଷି ସିଂ…

ଆରପାରିରେ ଅଭିନେତା ସୋମଦତ୍ତ ଦାସ

ଭୁବନେଶ୍ବର: ଓଲିଉଡ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର। ମାସକ ତଳେ ଭେଟେରାନ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଥିବା ବେଳେ ଜଣାଶୁଣା ଅଭିନେତା ସୋମଦତ୍ତ ଦାସଙ୍କ ପରଲୋକ ହୋଇଛି। ହୃଦଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ଭୁବନେଶ୍ବରସ୍ଥିତ ସହୀଦନଗର ବାସ ଭବନରେ…