Odisha Link
Bridging the Missing Links in Odisha

ଆଇପିଏଲ୍‌ ୨୦୨୪: ଘୋଷଣା ହେଲା ମ୍ୟାଚ୍‌…

ଓଏଲ୍‌ ବ୍ୟୁରୋ: ବାଜିଲା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ବିଗୁଲ। ୧୭ ତମ ଆଇପିଏଲ୍‌ ସଂସ୍କରଣକୁ ନେଇ ଆସିଲା ବଡ଼ ଅପଡେଟ୍‌ । ଚଳିତ ଥର ଆଇପିଏଲ୍‌ ଦୁଇଟି ପର୍ଯ୍ୟାୟରେ ଖେଳାଯିବ। ଚଳିତ ସଂସ୍କରରଣର ପ୍ରଥମ ୨୧ଟି ମ୍ୟାଚ୍‌ ପାଇଁ ଆଜି ଜାରି ହୋଇଛି କ୍ରୀଡା ସୂଚୀ। ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ…

‘ଓଡ଼ିଶାରେ ନବୀନ ମ୍ୟାଜିକ୍ ଚାଲେ,…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟ ରାଜନୀତିରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଓଡିଶା ଆସିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆମ୍ବପୁଆରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ସଭାପତି ମନମୋହନ ସାମଲ,…

ଦିଲ୍ଲୀରେ ଥମୁନି ଚାଷୀଙ୍କ ଗର୍ଜନ; ନଜର…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଗର୍ଜନ କରୁଛନ୍ତି ହଜାର ହଜାର ଚାଷୀ। କୃଷକ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀରେ ସମାବେଶ କଟକଣା ଜାରି କରାଯାଇଥିଲା। ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍‌ ଲଗାଯାଇଥିଲା। ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ମନା ବୋଲି ଦିଲ୍ଲୀ କମିଶନର କହିଥିଲେ।…

ଟ୍ରେନରେ ଲାଗିଲା ନିଆଁ; ହୁତୁହୁତୁ ହୋଇ…

ଓଏଲ୍‌ ବ୍ୟୁରୋ: ଗୋବିନ୍ଦପୁର ଷ୍ଟେସନ ନିକଟରେ ଅଘଟଣ ହୋଇଥିବାବେଳେ ଖବର ସାମ୍ନାକୁ ଆସିଛି। ଏକ ରେଳ ବଗିରେ ନିଆଁ ଲାଗିଛି। ନିଆଁ ଲିଭାଇବା ପାଇଁ ଦମକଳ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି। ହୁତୁହୁତୁ ହୋଇ ଇଞ୍ଜିନ ଜଳିଯାଇଛି। ତେବେ ଏଥିରେ କୌଣସି…

ଆସନ୍ତାକାଲିଠୁ ନାଟମଣ୍ଡପ ମରାମତି…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ନାଟମଣ୍ଡପରେ ଫାଟ ଥିବା ବିମ୍‌ ମରାମତି କାମ ଆରମ୍ଭ ହେବ। ଏଏସ୍‌ଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡ଼ନାୟକ ସୂଚନା ଦେଇଛନ୍ତି। ଦିନ ଗୋଟାଏରୁ ସନ୍ଧ୍ୟା ୭ ଯାଏଁ କାମ ଚାଲିବ। ମାର୍ଚ୍ଚ ୨୦ ପୂର୍ବରୁ ସାରିବା ଲକ୍ଷ୍ୟ ରଖାଯାଇଛି। ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ କୌଣସି…

ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥାକୁ ଧରିଲା…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି। ପରୀକ୍ଷା କେନ୍ଦ୍ରର ଅବ୍ୟବସ୍ଥାକୁ ଧରିଲା ଏଆଇ। କିଛି କେନ୍ଦ୍ରରେ ଡେସ୍କ ବେଞ୍ଚ ଅବ୍ୟବସ୍ଥିତ ଥିବା ଏଆଇ ଦ୍ୱାରା ଠାବ ହୋଇଛି। ତେବେ ପରୀକ୍ଷା କେନ୍ଦ୍ରର ପ୍ରବେଶ ପଥରେ ଯାଞ୍ଚ କଡ଼ାକଡ଼ି ହେବ। ଯାଞ୍ଚ ସଠିକ…

ନିଯୁକ୍ତି ପର୍ବ: ରାଜ୍ୟର ୫୭୬ ଜଣ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି। ଆଜି ଲୋକସେବା ଭବନର କନ୍‌ଭେନସନ୍‌ ସେଣ୍ଟରରେ ନବନିଯୁକ୍ତ ଶିକ୍ଷକମାନଙ୍କ ରାଜ୍ୟସ୍ତରୀୟ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ…

ଆଗାମୀ ୩ ବର୍ଷରେ ଭାରତ ତୃତୀୟ ବଡ଼…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟକୁ…

ଭାରତ ପରେ ନାସାର ମୁନ୍ ମିଶନ୍; ଦକ୍ଷିଣ…

ଓଏଲ୍‌ ବ୍ୟୁରୋ: ଆମେରିକାର ସ୍ପେସ ଏଜେନ୍ସି ନାସା ନିଜର ମୁନ୍ ମିଶନ୍ କୁ ନେଇ ଏକ ବଡ଼ ଖୁଲାସା କରିଥିଲା। ଭାରତ(ଇସ୍ରୋ)ର ଚନ୍ଦ୍ରଯାନ-୩ ଜହ୍ନ ରାଇଜର ଦକ୍ଷିଣ ମେରୁରେ ପାଦ ଥାପିବା ସହ ଏକ ଇତିହାସ ସୃଷ୍ଟି କରିଛି। ପରେ ନାସାର ମୁନ୍ ମିଶନ୍ ଆରମ୍ଭ କରିବାକୁ ଯାଉଛି। ଆଜି ସନ୍ଧ୍ୟାରେ ନାସା ପକ୍ଷରୁ ମୁନ୍…

ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ; ସବୁ…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବୈଠକ ଜାରି ରହିଛି। ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରାଯାଉଥିବାବେଳେ ନିର୍ବାଚନ ପାଇଁ ଅଧିକାରୀଙ୍କୁ ତାଲିମ…