Odisha Link
Bridging the Missing Links in Odisha

ଛାତ୍ରୀଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ବଡ଼…

ଓଏଲ୍‌ ବ୍ୟୁରୋ: ଛାତ୍ରୀଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର। ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଆଜି ତିନି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ ସାର୍ଟିଫିକେଟ ପ୍ରଦାନ କରୁଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ରାଜ୍ୟ ସରକାର…

ଅସହ୍ୟ ତାତିରୁ ମିଳିଛି ତ୍ରାହି; ରାଜ୍ୟର…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହୋଇଥିଲା ପାରଦ। ଉପାନ୍ତରୁ ଉପକୂଳ ସବୁଠି ଗ୍ରୀଷ୍ମପ୍ରବାହ ଅସ୍ତବ୍ୟସ୍ତ କରୁଥିବାବେଳେ ବର୍ଷା ହୋଇଛି। ଏହା ପରେ ତାପମାତ୍ରାରେ ପରିବର୍ତ୍ତନ ଆସିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ କୋହଲା ରହିଛି। ଯାହା ଦ୍ୱାରା ଅସହ୍ୟ ତାତିରୁ ମିଳିଛି ତ୍ରାହି…

୮୬ଟି ଜଳାଶୟର ରୂପାନ୍ତରଣ କାର୍ଯ୍ୟକ୍ରମ:…

ଓଏଲ୍‌ ବ୍ୟୁରୋ: ଚାଷ ଜମିକୁ ଉର୍ବରତାରେ ସହାୟକ ହେଉଥିବା ଜଳାଶୟକୁ ଉନ୍ନତ କରିବା ପାଇଁ ବ୍ୟବସ୍ତା କରାଯାଉଛି। ତେବେ ଆଜି ୮୬ଟି ଜଳାଶୟର ରୂପାନ୍ତରଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ୧୬ଟି ସହରରେ ପ୍ରାକୃତିକ ଉପାୟରେ ପୋଖରୀର ରୂପାନ୍ତରଣ କରାଯିବ। ୩୨୯ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ…

ଓଏଲ୍ଏକ୍ସରୁ ଜିନିଷ କିଣୁଥିଲେ ସାବଧାନ!…

ଓଏଲ୍‌ ବ୍ୟୁରୋ: ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ତାହାର ଯେତିକି ସଦୁପଯୋଗ କରାଯାଉଛି ତାହା ତୁଳନାରେ ଅଧିକ ଅପବ୍ୟବହାର ହେଉଥିବା ଖବର ସାମ୍ନାକୁ ଆସୁଛି। କେତେବେଳେ ଲୁଟେରା ଅନଲାଇନରେ କୌଣସି ଲିଙ୍କ ମାଧ୍ୟମରେ ଲୁଟ କରୁଛନ୍ତି ତ କେତେବେଳେ ଫୋନ କଲ ଜରିଆରେ। ବର୍ତମାନ ଓଏଲଏକ୍ସରୁ…

ନୂଆ-ଓ ଛାତ୍ରବୃତ୍ତି: ମେଧାବୀଙ୍କୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଯୋଜନା କରିଛନ୍ତି। ପ୍ରତିବର୍ଷ ଯୁକ୍ତ ୩ ଓ ପିଜି ପିଲାଙ୍କୁ ମିଳିବ ଛାତ୍ରବୃତ୍ତି। ପାଖାପାଖି ସାଢେ ୪ ଲକ୍ଷ +୩ ପିଲା ଏହି ଛାତ୍ରବୃତ୍ତି ପାଇବେ। ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସହାୟକ ହେବ ନୂଆ-ଓ ଛାତ୍ରବୃତ୍ତି। ସମ୍ବଲପୁର,…

ଜ୍ଞାନବାପୀ ମାମଲା: ମୁସଲିମ୍‌ ପକ୍ଷକୁ…

ଓଏଲ୍‌ ବ୍ୟୁରୋ: ଜ୍ଞାନବାପୀ ପୀଠ ମାମଲାରେ ଆହ୍ଲାବାଦ ହାଇର୍କୋଟଙ୍କ ବଡ଼ ରାୟ। ପୀଠରେ ଜାରି ରହିବ ହିନ୍ଦୁ ପକ୍ଷଙ୍କ ପୂଜାର୍ଚ୍ଚନା। ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଖଣ୍ଡପୀଠରେ ଶୁଣାଣି ପରେ ରାୟ ଶୁଣାଇଛନ୍ତି କୋର୍ଟ।ଅନଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରିଛନ୍ତି ଉଚ୍ଚ ନ୍ୟାୟାଳୟ।…

୨୮ରେ ଓଡ଼ିଶା ଆସିବେ ବିଲ୍‌ ଗେଟ୍‌ସ;…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୮ରେ ଓଡ଼ିଶା ଆସିବେ ବିଲ୍‌ ଗେଟ୍‌ସ। ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍‌ ଗେଟ୍‌ସ। ଓଡ଼ିଶା ଆସି ଭୁବନେଶ୍ବର କୃଷି ଭବନ ଯିବେ। କୃଷି ଏବଂ କୃଷକଙ୍କ ପ୍ରାଧାନ୍ୟ ଦେବା ସହ ଉନ୍ନତି ଆଣିବା ପାଇଁ ନୂତନ ପଦକ୍ଷେପ ନିଆଯାଉଛି। ୨୦୧୭ରେ ମେଲିଣ୍ଡା ଫାଉଣ୍ଡେସନ ସହ ଚୁକ୍ତି…

ମାଟ୍ରିକ ପରୀକ୍ଷା: ସୋସିଆଲ ମିଡିଆରେ…

ଓଏଲ୍‌ ବ୍ୟୁରୋ: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଜାରି ରହିଛି। ଏହାରି ମଧ୍ୟରେ କେନ୍ଦୁଝରରେ ଗଣିତ ପ୍ରଶ୍ନ ଭାଇରାଲ ଅଭିଯୋଗ ସାମ୍ନାକୁ ଆସିଛି। ପରୀକ୍ଷାର କିଛି ସମୟ ପରେ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଘୂରିବୁଲୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ଇଂରାଜୀ ପ୍ରଶ୍ନ ଭାଇରାଲର ଅଭିଯୋଗ ହୋଇଥିଲା। ପରେ ଭାଇରାଲ…

ସ୍ବାସ୍ଥ୍ୟ ସେବାରେ ନୂଆ ଅଧ୍ୟାୟ; ଆଜି ୧୫…

ଓଏଲ୍‌ ବ୍ୟୁରୋ: ରାଜ୍ୟବାସୀଙ୍କୁ ମିଳିବ ଉତ୍ତମ ସ୍ବାସ୍ଥ୍ୟ ସେବା। ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପରିଜନଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ। ସେମାନଙ୍କ ପାଇଁ ଡାକ୍ତରଖାନାରେ ରହଣି ବ୍ୟବସ୍ଥା ହେବ। ଏଥିପାଇଁ ରାଜ୍ୟ ସରକାର ‘ଆମ ହସ୍ପିଟାଲ’ ନାମରେ ଏକ ନୂତନ ଯୋଜନା ଆଣିଛନ୍ତି। ଆମ ହସ୍ପିଟାଲ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩…

ଓଏଲ୍ ବ୍ୟୁରୋ: କେନ୍ଦ୍ରାପଡ଼ା ଓସ୍ତପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଗଛରେ ବୋଲେରୋ ପିଟି ହେବା ଦ୍ୱାରା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଗୁରୁତରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ…