Odisha Link
Bridging the Missing Links in Odisha

ଆଉ ୨ ଦିନ ପରେ ଆଲୋକର ପର୍ବ; ଏଥର ଜଳିବ…

ଓଏଲ୍‌ ବ୍ୟୁରୋ: ଆସନ୍ତା ନଭେମ୍ବର ୧୨ରେ ଆଲୋକର ପର୍ବ ଦୀପାବଳୀ ପାଳନ କରାଯିବ। ଏହି ଦିନ ଧନଧାତ୍ରୀ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନ କରାଯାଏ। ମା ଲକ୍ଷ୍ମୀଙ୍କ ପାଖେ ପୂଜା କରି ଧନ ବୃଦ୍ଧି, ସମୃଦ୍ଧି ଓ ଶାନ୍ତି ପାଇଁ ପୂଜାର୍ଚ୍ଚନା କରାଯାଏ। ଆଲୋକର ପର୍ବ ଦୀପାବଳୀରେ ଜଳିବ ଦୀପ। ଫୁଟିବନି ବାଣ। ଏଭଳି…

ସୁପ୍ରିମକୋର୍ଟର ବଡ଼ ରାୟ: ନେତାଙ୍କ ନାଁରେ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ଦଳ ନିଜର ରାଜିନାଟିକ ଗୋଟି ଚାଳନା ରମ୍ଭ କରିଥିବାବେଳେ କିଛି ନେତାଙ୍କ ନାଁରେ ଥିବା ମାମଲା ଚିନ୍ତାର ବିଷୟ ପାଲଟିଛି। ତେବେ ଏହି ଘଟଣାକୁ ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ, ବିଧାୟକଙ୍କ ନାଁରେ ଥିବା ମାମଲାର…

ଦିଲ୍ଲୀରେ ଅସହ୍ୟ ସ୍ଥିତି, ବାୟୁ ପ୍ରଦୂଷଣ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା କରାଯିବାକୁ ନିଷ୍ପତି ନିଆଯାଇଛି। ନଭେମ୍ବର ୨୦ରୁ କୃତ୍ରିମ ବର୍ଷା କରାଇବାକୁ ନିଷ୍ପତି…

ରାଜ୍ୟରେ ବଢୁଛି ଶୀତର ପ୍ରକୋପ; ଜି.…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଅସହ୍ୟ ତାତି ପରେ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ଜି. ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ ହୋଇଛି। ୯ ଡିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରି ସବୁଠୁ…

ଭୁବନେଶ୍ୱରରେ ଆରମ୍ଭ ହେଲା ଅନ୍ତର୍ଜାତୀୟ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଭୁବନେଶ୍ବରରେ ୨ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଜନତା ମଇଦାନରେ ଚାଲିଛି ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ। ମାଣ୍ଡିଆ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ଦେବା ପାଇଁ ମିଲେଟ୍ ସମ୍ମିଳନୀ…

ରେଳ ଦୁର୍ଘଟଣା ପରେ ଟ୍ରେନ୍‌ ବାତିଲ: ଆଜି…

ଓଏଲ୍‌ ବ୍ୟୁରୋ: ଆଜି ଗଡ଼ିବନି ସମ୍ବଲପୁର-ଝାରସୁଗୁଡ଼ା ମେମୁ ଟ୍ରେନ୍‌। ସମ୍ବଲପୁର-ଝାରସୁଗୁଡ଼ା ମଝିରେ ଟ୍ରେନ ଲାଇନଚ୍ୟୁତ ହେବା ପରେ ଟ୍ରେନ ବାତିଲ ହୋଇଛି। କାଲିର ଦୁର୍ଘଟଣା ପରେ ଦିନକ ପାଇଁ ମେମୁ ଟ୍ରେନ୍‌ ବାତିଲ କରାଯାଇଛି। ଏନେଇ ସମ୍ବଲପୁର ରେଲ୍‌ ଡିଭିଜନ ପକ୍ଷରୁ ସୂଚନା ଜାରି ହୋଇଛି। ଖବର…

ମାଣ୍ଡିଆ ଚାଷୀଙ୍କୁ ସ୍ବତନ୍ତ୍ର…

ଓଏଲ୍‌ ବ୍ୟୁରୋ: ଆଜିଠୁ ଭୁବନେଶ୍ବରରେ ୨ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ମାଣ୍ଡିଆ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ଦେବା ପାଇଁ ମିଲେଟ୍ ସମ୍ମିଳନୀ ଆୟୋଜନ କରାଯାଇଛି। ଆଧୁନିକ ଯୁଗର ଆହ୍ବାନ ନିମନ୍ତେ ପ୍ରାଚୀନ ଶସ୍ୟ ମିଲେଟସ୍ ଭାବେ ସମ୍ମିଳନୀର ବିଷୟବସ୍ତୁ ରହିଛି।…

ଭିଜିଲାନ୍ସ ପଞ୍ଝାରେ ବଲାଙ୍ଗିର…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ ଅଧିକାରୀ ଜଣକ ହେଉଛନ୍ତି ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର…

ଓଡ଼ିଶା ପାଇଁ ଗର୍ବ; ଜାତୀୟ ବକ୍ସିଂରେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ସୁନ୍ଦରଗଡ଼ର ୩ ଖେଳାଳି। ଝାରଖଣ୍ଡ ରାଞ୍ଚିରେ ଅନୁଷ୍ଠିତ ବକ୍ସିଂ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ୩ ପଦକ ଆଣିଦେଇଛନ୍ତି ପ୍ରତିଯୋଗୀ। ୧୪ ବର୍ଷରୁ କମ୍‌ ମହିଳା ୪୬ ରୁ ୫୦ କେଜି ବର୍ଗରେ ଓଡ଼ିଶା ସ୍ବର୍ଣ୍ଣ ହାସଲ କରିଛି। ସ୍ବର୍ଣ୍ଣ ଜିତିଛନ୍ତି…

ସମ୍ବଲପୁର ଗସ୍ତରେ ୫-ଟି ଅଧ୍ୟକ୍ଷ,…

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ସମଲେଇଶ୍ୱରୀ ମନ୍ଦିର ସମୀକ୍ଷା କରିଛନ୍ତି। ପୀଠର ଉନ୍ନତିକରଣ ନେଇ ଅନୁଧ୍ୟାନ କରିବା ସହ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା ମଧ୍ୟ କରିଛନ୍ତି। ଆଜି ସକାଳେ ସମ୍ବଲପୁରରେ ସମଲେଇ ପ୍ରକଳ୍ପର ସମୀକ୍ଷା କରି…