Odisha Link
Bridging the Missing Links in Odisha

ଲିଙ୍ଗରାଜ ମନ୍ଦିର ନିକଟରେ ଦୁର୍ଘଟଣା:…

ଓଏଲ୍‌ ବ୍ୟୁରୋ: ଲିଙ୍ଗରାଜ ସମ୍ମୁଖ ଉତର ଦ୍ୱାର ନିକଟରେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଥିଲା। ଲିଙ୍ଗରାଜ ମନ୍ଦିର ନିକଟରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଲିଙ୍ଗରାଜ ଥାନା ପୁଲିସ କାର୍ ଡ୍ରାଇଭରଙ୍କୁ ଗିରଫ କରିଛି। ଭୁଲବଶତଃ ବ୍ୟାକ୍ ଗିଅର ପକାଇବାରୁ ଦୁର୍ଘଟଣା ଘଟିଥିବା ସୂଚନା…

ନିର୍ବାଚନୀ ଅନିୟମିତତା ମାମଲା: ୧୦ ହଜାର…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଅଙ୍କକଷା ଦଳ ଆରମ୍ଭ କରିଛନ୍ତି। ଏସବୁ ମଧ୍ୟର ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ରାଜ୍ୟରେ ରାଜନୈତିକ ବାତାବରଣ ଉଷ୍ମ କରିଥିଲା କଂଗ୍ରେସର ନିଷ୍ପତ୍ତି। କାରଣ କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ…

ମହଙ୍ଗା ପଡ଼ିଲା ବିବାଦୀୟ ବୟାନ! ବହିଷ୍କୃତ…

ଓଏଲ୍‌ ବ୍ୟୁରୋ: ମହଙ୍ଗା ପଡ଼ିଲା ବିବାଦୀୟ ବୟାନ। ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ ବହିଷ୍କୃତ ହୋଇଥିବା ଜଣା ପଡିଛି। ପ୍ରଧାନମନ୍ତ୍ରୀ ଋଷି ସୁନକ ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କାର କରିଛନ୍ତି। ସୂଚନା ଅନୁସାରେ, ବ୍ରିଟେନର ବରିଷ୍ଠ ମନ୍ତ୍ରୀଙ୍କ…

ଅଭିନେତ୍ରୀ ମୌସୁମୀ ନାୟକ ଗିରଫ, କୋର୍ଟ…

ଓଏଲ୍‌ ବ୍ୟୁରୋ: ଅଭିନେତ୍ରୀ ମୌସୁମୀ ନାୟକ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି। ଇନଫୋସିଟି ଥାନା ପୁଲିସ ମୌସୁମୀଙ୍କୁ ଗିରଫ କରିଛି। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଥିବାବେଳେ ଗିରଫ ପରେ ମୌସୁମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି। ସୂଚନା ଅନୁସାରେ, ଚର୍ଚ୍ଚିତ…

ମାନିଲେନି କଟକଣା! ଦୀପାବଳୀ ପରେ ରେକର୍ଡ…

ଓଏଲ୍‌ ବ୍ୟୁରୋ: ସରିଲା ଦୀପାବଳୀ। ଉତ୍ସବ ସରୁ ସରୁ ଗୋଟେ ଗୋଟେ ଦୁର୍ଘଟଣା ଖବର ସାମ୍ନାକୁ ଆସୁଥିବାବେଳେ ବାୟୁ ପ୍ରଦୂଷଣ ଏବେ ଚିନ୍ତାର ବିଷୟ ପାଲଟିଛି। ଦିଲ୍ଲୀ ପରେ ବାଣ ଧୂଆଁରେ ଟୁଇନ ସିଟିର ପ୍ରଦୂଷଣ ମାତ୍ରା ରେକର୍ଡ କରିଛି। ଗତକାଲି ରାତି ଗୋଟାଏରେ ରେକର୍ଡ ପ୍ରଦୂଷଣ ମାତ୍ରା ରେକର୍ଡ ଛୁଇଁଛି।…

ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି…

ଓଏଲ୍‌ ବ୍ୟୁରୋ: ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ବ୍ୟବସ୍ଥା ସ୍ୱତନ୍ତ୍ର ବ୍ୟବସ୍ତା ହେବ। ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି କରିବାକୁ ଲକ୍ଷ୍ୟ କରାଯାଇଛି। ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହ ନିର୍ମାଣ…

ପାଖେଇ ଆସୁଛି ଛଟ୍‌ ପୂଜା; ପୁରୀ-ପାଟନା…

ଓଏଲ୍‌ ବ୍ୟୁରୋ: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ...ଏଭଳି କିଛି ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି ରେଳ ବିଭାଗ। ଛଟ୍‌ ପୂଜା ପାଖେଇ ଆସୁଛି। ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପାଇଁ ପୁରୀ-ପାଟନା…

ଟନେଲ ଭୁଶୁଡ଼ିବା ଘଟଣା: ଏଯାଏଁ ଜୀବନ ସହ…

ଓଏଲ୍‌ ବ୍ୟୁରୋ: ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଟନେଲରେ ୪୦ ଶ୍ରମିକ ଫସି ରହିଛନ୍ତି। ଫସିରହିଥିବା ୪୦ ଶ୍ରମିକଙ୍କ ତାଲିକା ଜାରି କଲା ପ୍ରଶାସନ। ଏହି ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ। ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ବୋଲି ଖବର…

‘ଭଲ କବିତାର ଖୋଜ୍’ର ୭୪ତମ…

ଓଏଲ୍‌ ବ୍ୟୁରୋ: ମୁଁ ଜୀବନକୁ ଉପଭୋଗ କରେ ନାହିଁ, ଭୋଗ କରେ। ସେହିପରି କବିତାକୁ ଭୋଗିନି କେବେ ଉପଭୋଗ କରିଛି ବୋଲି ଗତ ଶନିବାର ଦିନ 'ଭଲ କବିତାର ଖୋଜ୍'ର ୭୪ ତମ ଆସରରେ ଅତିଥି କବି ଭାବେ ଯୋଗ ଦେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ ସମକାଳ କବିତାର ବିରଳ କବି ବିରଜା ବଳ। ନିଜ କବିତା ଲେଖାର ଅନୁଭବ…

ଆଗକୁ ସାଧାରଣ ନିର୍ବାଚନ; ଆସନ୍ତା ୧ରେ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ରାଜ୍ୟ କଂଗ୍ରେସ ଓ ବିଜେପି ମଧ୍ୟରେ ଏକ ପ୍ରକାର ଛକାପଞ୍ଝା ଚାଲିଛି। ତେବେ ଏହାରି ମଧ୍ୟରେ ବିଜେପିର ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରା ପରେ କଂଗ୍ରେସ ତୁଳସୀ ଯାତ୍ରା କରିବ ବୋଲି ଖବର…