Odisha Link
Bridging the Missing Links in Odisha

ଆଜି କାର୍ତ୍ତିକ ମାସର ଶେଷ ଦିନ; ବାଲୁକା…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ବିଭିନ୍ନ ମନ୍ଦିରରେ ଲାଗିଛି ପ୍ରବଳ ଭିଡ଼। ତେବେ ଆଜି କାର୍ତ୍ତିକ ମାସର ଶେଷ ଦିନରେ ବାଲୁକା ଶିଳ୍ପୀଙ୍କ ବାଲୁକା କଳାରେ ଧାର୍ମିକ ଚେତନା ଦେଖିବାକୁ ମିଳିଛି। ବାଲୁକା କଳାରେ ଅଙ୍କା ଯାଇଥିବା ଡ଼ଙ୍ଗାରେ ପ୍ରଭୁ ଜଗନ୍ନାଥଙ୍କ…

ଆଗକୁ ସାଧାରଣ ନିର୍ବାଚନ: ବିଜେଡିରେ…

ଓଏଲ୍‌ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ। ରାଜନୀତିରେ ପାଦ ଥାପିଛନ୍ତି ଲୋକପ୍ରିୟ ପୂର୍ବତନ ଆଇଏଏସ ଅଫିସର ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ୫-ଟି ଅଧ୍ୟକ୍ଷ। ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର…

ଚୀନରେ ବ୍ୟାପୁଛି ନିମୋନିଆ; ଓଡ଼ିଶାରେ…

ଓଏଲ୍‌ ବ୍ୟୁରୋ: ବିଗତ କିଛି ଦିନ ହେବ ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନରେ ନିମୋନିଆ ଆତଙ୍କ ବ୍ୟାପିବାରେ ଲାଗିଛି। ବିଶେଷକରି ପିଲାମାନେ ନିମୋନିଆ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏପରିକି କିଛି ଶିଶୁଙ୍କ ମୃତ୍ୟୁ ନିମୋନିଆ ଯୋଗୁଁ ହେଉଛି। ଏହାକୁ ନଜରରେ ରଖି ଗତ ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ…

ଆଜିଠୁ ବାଲିଯାତ୍ରା: ୮ ଦିନ ପର୍ଯ୍ୟନ୍ତ…

ଓଏଲ୍‌ ବ୍ୟୁରୋ: ଆଜି ସଂନ୍ଧ୍ୟାରୁ ଆରମ୍ଭ ହେବ ଐତିହାସକ କଟକ ବାଲିଯାତ୍ରା। ନୌବାଣିଜ୍ୟ ପରମ୍ପରାର ସ୍ମୃତି ଓ ସ୍ମାରକୀ ବହନ କରୁଥିବା ଏହି ବାଲିଯାତ୍ରା ଆଜି ସଂନ୍ଧ୍ୟାରେ ଉଦଘାଟିତ ହେବ। ଏଥର ମୋଟ ୮ଦିନର ଯାତ୍ରା ହେବ। ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ଓରମାସ ପକ୍ଷରୁ ୪ଶହରୁ ଅଧିକ ଷ୍ଟଲ…

ଉତ୍ତରକାଶୀ ଟନେଲ ଟ୍ରାଜେଡି: ୧୬ ଦିନରେ…

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସିରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ପ୍ରକାର ବାଧା ଦେଖିବାକୁ ମିଳୁଛି। ଉଦ୍ଧାର କାର୍ଯ୍ୟ ୧୬ ଦିନରେ ପହଁଞ୍ଚିଥିବାବେଳେ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ସେନାର ସହାୟତା ନିଆଯାଇଛି। ସେନାର ଯବାନମାନେ ଯନ୍ତ୍ରପାତି ସହିତ…

ଆଜି କାର୍ତ୍ତିକ ପୂର୍ଣ୍ଣିମା: ସୁନାବେଶରେ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ବିଭିନ୍ନ ମନ୍ଦିରରେ ଲାଗିଛି ପ୍ରବଳ ଭିଡ଼। ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଲକ୍ଷାଧିକ ଶ୍ରମିକଙ୍କ ଭିଡ଼ ଜମିଛି। ପ୍ରବଳ ଭିଡ ଯୋଗୁ ସାରା ରାତି ମହାପ୍ରଭୁଙ୍କ ଦର୍ଶନ ଚାଲିଥିଲା। ପଞ୍ଚୁୁକ ତଥା ପୂର୍ଣ୍ଣମୀ ପାଇଁ ରାତିସାରା ଜଗା ଦର୍ଶନର…

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଉତ୍ତରକାଶୀ…

ଓଏଲ୍‌ ବ୍ୟୁରୋ: ଉତ୍ତରକାଶୀ ଟନେଲ ଟ୍ରାଜେଡିକୁ ୧୪ ଦିନ ବିତିଲାଣି। ଚାଲିଛି ଉଦ୍ଧାର କାର୍ଯ୍ୟ। ହେଲେ ଏପର୍ଯ୍ୟନ୍ତ ଅନ୍ଧାରି ଟନେଲରୁ ବାହାରକୁ ବାହାରି ପାରିନାହାନ୍ତି ଶ୍ରମିକମାନେ। ଏଥିରେ ଓଡ଼ିଶାର ୫ ଜଣ ଶ୍ରମିକ ମଧ୍ୟ ରହିଛନ୍ତି। ଏସବୁ ମଧ୍ୟରେ ଉତ୍ତରାଖଣ୍ଡ ଉତ୍ତର କାଶୀରେ ଟନେଲ ମଧ୍ୟରେ ଫସି ରହିଥିବା…

ବଡ଼ଓଷାରେ ମୁଖ୍ୟ କବାଟ ଭାଙ୍ଗି ବାବା…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ବଡ଼ ଓଷା। ଏହି ଅବସରରେ ବାବା ଧବଳେଶ୍ବରଙ୍କ ମନ୍ଦିରରେ ପ୍ରବଳ ଭିଡ଼। ହେଲେ ଗତକାଲିରୁ ଲାଗି ରହିଥିବା ବିବାଦ ଯୋଗୁଁ ଆଜି ବି ମନ୍ଦିରରେ ଦର୍ଶନ ବନ୍ଦ ଥିଲା। ହେଲେ ବଢ଼ି ଭୋରରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ଆସି ପହଞ୍ଚିଥିଲେ। ବଡ଼ ସିଂହାର ବେଶରେ ଦର୍ଶନ…

ମାତ୍ର ୪ ଦିନରେ ବନ୍ଦ ହେଲା ବିଧାନସଭା

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥାନ୍ତା ବିଧାନସଭାର ଶୀତକାଳୀନ ଅଧିବେଶନ। ମୋଟ ୩୦ଟି କାର୍ଯ୍ୟ ଦିବସ ଥିଲା। ହେଲେ ୨୬ଟି କାର୍ଯ୍ୟଦିବସ ଥାଇ ଆଜି ଅଚାନକ ବିଧାନସଭାର ଶୀତ ଅଧିବେଶନକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଶାସକ…

ଧବଳେଶ୍ୱର ପୀଠର ପୂଜକଙ୍କୁ ନିର୍ଦ୍ଦେଶ;…

ଓଏଲ୍‌ ବ୍ୟୁରୋ: ଚାଲିଛି କାର୍ତିକ ମାସ। ଧର୍ମ ମାସରେ ପଂଚୁକ ଚାଲିଥିବାବେଳେ ସମସ୍ତ ଧାର୍ମିକ ପୀଠରେ ଭିଡ଼ ଜମୁଛି। ଏହାରି ମଧ୍ୟରେ ମନ୍ଦିରରେ ପୂଜା ଛାଡି ଆନ୍ଦୋଳନ କରୁଛନ୍ତି ଧବଳେଶ୍ୱର ପୂଜକ। ଦୃଶ୍ୟଟି ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ରେ। ବ୍ୟାରିକେଡ୍‌ ବ୍ୟବସ୍ଥାକୁ ବିରୋଧ କରି ଧବଳେଶ୍ୱର ପୀଠର…