Odisha Link
Bridging the Missing Links in Odisha

ଶିମିଳିପାଳରେ ଲାଗିଛି ନିଆଁ; ବାଘଙ୍କ…

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ଡ ଖରା ଯୋଗୁଁ ଜଳୁଛି ଶିମିଳିପାଳ। ଜଙ୍ଗଲରେ ନିଆଁ ଲାଗିବା ସତ୍ତ୍ୱେ ଶିମିଳିପାଳରେ ବାଘ ସୁରକ୍ଷିତ ଥିବା ଜଣା ପଡିଛି। କିଛି ଦିନ ଧରି ଶିମିଳିପାଳରେ ନିଆଁ ଲାଗିଥିବାବେଳେ କୋର୍ ଏରିଆରେ ବାଘ ସୁରକ୍ଷିତ ରହିଛନ୍ତି। ଶିମିଳିପାଳ ଜଙ୍ଗଲ ନିଆଁ ଉପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର…

ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ:…

ଓଏଲ୍‌ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ୍। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ସେହିଭଳି ମେ’ ୧୩ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ତେବେ ଆଜି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା‌ର ଶେଷ…

ଜେଲ୍‌ରେ ଥିବା ଖଲିସ୍ତାନୀ ଆତଙ୍କୀ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଚାଲିଛି ନିର୍ବାଚନୀ ଋତୁ। ଆଉ ଏହି ଋତୁକୁ ଖାସକରି ରାଜନେତା ମାନେ ଉପଭୋଗ କରିବାକୁ ପଛାନ୍ତି ନାହିଁ। ଅନ୍ୟପଟେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଚଲାଇଛନ୍ତି ଖଲିସ୍ତାନୀ ସମର୍ଥକ। ଏବେ ଆସାମର ଦିବ୍ରୁଗଡ଼ ଜେଲରେ ବନ୍ଦ ଥିବା "ଓ୍ବାରିସ ପଞ୍ଜାବ ଦେ'' ସଙ୍ଗଠନର ମୁଖ୍ୟ ଅମୃତପାଲ…

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା;…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ସାମ୍ନାକୁ ଆସିଥିଲା। କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ଓସେପାର ମେଧା ତାଲିକା ହାଇକୋର୍ଟ ରଦ୍ଦ କରିଥିଲେ। ଜିଲ୍ଲାୱାରୀ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ମାମଲାରେ ଏଯାବତ ପୂର୍ଣ୍ଣଛେଦ…

ଲୋକପ୍ରିୟ ୟୁଟ୍ୟୁବର ମନୀଷଙ୍କ ୟୁ…

ଓଏଲ୍‌ ବ୍ୟୁରୋ: କେବଳ ବିହାର ନୁହେଁ ସାରା ଭାରତର ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ। ମନୀଷ କଶପ୍ୟ ଆଜି ଦିଲ୍ଲୀ ସ୍ଥିତି ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେବେ। ବିଜେପିରେ ଯୋଗ ଦେବା ପୂର୍ବରୁ ମନୀଷ କରିଥିଲେ ବଡ଼ ଘୋଷଣା। ବିହାରର ପଶ୍ଚିମ ଚମ୍ପାରଣ ଲୋକସଭା…

ଚର୍ଚ୍ଚାରେ ମୋଦି, ରାହୁଲଙ୍କ ବିବାଦୀୟ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନୀ ତାତି। ମହାଯୁଦ୍ଧ ପାଇଁ ଗତକାଲି ପ୍ରଚାର ଲଢ଼େଇ ଥମିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପୋଲିଂ ଷ୍ଟେସନ୍ ଗୁଡ଼ିକରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ। ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଶେଷ ହୋଇଥିବାବେଳେ ଆସନ୍ତାକାଲି…

ଆଳି: ନିର୍ବାଚନ ଖର୍ଚ୍ଚ ପାଇଁ ଜମି…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀରେ ଗହଳି। ନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ। ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ରୋଚକ ମୋାଡ଼ରେ ପହଁଞ୍ଚିଛି ଆଳି ରାଜନୀତି। ଆଉ ଏସବୁ ମଧ୍ୟରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛନ୍ତି…

ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନା…

ଓଏଲ୍ ବ୍ୟୁରୋ: ପୁଣି ଭାରତୀୟ ବାୟୁସେନାର ବିମାନ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତେବେ ଜୈସଲମେରରେ ଏହି ଦୁର୍ଘଟଣା ହୋଇଥିବାବେଳେ କୌଣସି କର୍ମଚାରୀ କିମ୍ବା କୌଣସି କ୍ଷୟକ୍ଷତି ହୋଇନାହିଁ। ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରାଯାଇଥିବା ଭାରତୀୟ ବାୟୁସେନା ପକ୍ଷରୁ…

ବିଏସ୍ଏଫ୍ ଯବାନଙ୍କୁ ସଫଳତା; ଉଦ୍ଧାର…

ଓଏଲ୍ ବ୍ୟୁରୋ: ପୁଣି ଭାରତରେ ଦେଖିବାକୁ ମିଳିଲା ସନ୍ଦିଗ୍ଧ ଡ୍ରୋନ୍। ବିଏସ୍ଏଫ୍ ସୈନ୍ୟ ଏବଂ ପଞ୍ଜାବ ପୁଲିସର ମିଳିତ ଉଦ୍ୟମରେ ଏହି ସନ୍ଦିଗ୍ଧ ଡ୍ରୋନ୍ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଡ୍ରୋନକୁ ନେଇ ମଧ୍ୟ ବିଏସ୍ଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ରାତି ପ୍ରାୟ ୭ଟାରେ ତାରନ ଜିଲ୍ଲା ଅନ୍ତର୍ଗତ ଖେମକରାନ…

ଶ୍ରୀକ୍ଷେତ୍ରରେ ରଥଯାତ୍ରା ପ୍ରସ୍ତୁତି;…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଜୁନ ୨୨ ଓ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ। ରଥଖଳାରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ। ୨୩ ଖଣ୍ଡ ଅସନ, ୪୦…