Odisha Link
Bridging the Missing Links in Odisha
Browsing Tag

ସାମ୍ବାଦିକ

ସରକାରଙ୍କ ବଡ଼ ଘୋଷଣା!

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଅନ୍ତର୍ଗତ ଯେଉଁମାନେ ପଞ୍ଜିକୃତ ହୋଇନାହାନ୍ତି ସେମାନେ ସାମ୍ବାଦିକ ଭାବରେ ଗଣା ନୁହନ୍ତି। ପରୋକ୍ଷରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏଭଳି ଜଣାଇଛନ୍ତି। ଗତବର୍ଷ ପରି ଏ ବର୍ଷ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କୋଭିଡ୍‌…

୬୯୪୪ ଜଣିଆ ତାଲିକରେ ଆପଣ ନାହାନ୍ତି!

ଭୁବନେଶ୍ବର: କରୋନାର ଦ୍ବିତୀୟ ଜୁଆରରେ ରାଜ୍ୟର ୧୫ ସରିକି ସାମ୍ବାଦିକ ପ୍ରାଣ ହରାଇବା ପରେ ଆଜି ସରକାରଙ୍କ ନିଦ ଭାଙ୍ଗିଛି। ରାଜ୍ୟର ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ଏ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଅବଶ୍ୟ ଧନ୍ୟବାଦ ଦେବା। କିନ୍ତୁ ଏ ଘୋଷଣାରେ…

ସାମ୍ବାଦିକ ଅମଜାଦ ବାଦଶାହଙ୍କ ଦେହାନ୍ତ

ଝାରସୁଗୁଡ଼ା: କରୋନାର କରାଳ ଗ୍ରହଣରେ ବଳିପଡ଼ିଛି ପୁଣି ଜଣେ ସାମ୍ବାଦିକଙ୍କର ଜୀବନ। ବରିଷ୍ଠ ସାମ୍ବାଦିକ ଅମଜାଦ ବାଦଶାହଙ୍କର ଆଜି ପରଲୋକ ହୋଇଯାଇଛି। ଦୁଇ ସପ୍ତାହରୁ ଅଧିକ ସମୟ ଧରି ସେ କୋଭିଡ୍‌ ପଜିଟିଭ୍‌ ଥିଲେ ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ପ୍ରାଣ ହରାଇଛନ୍ତି। ପ୍ରାୟ ୨…

ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସେକ୍ସ ଭିଡିଓ…

ଭୁବନେଶ୍ବର: ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ଭୁବନେଶ୍ବର ସ୍ଥିତ ତାଙ୍କ ଘର ନିକଟରୁ ଆଜି ଅପରାହ୍ଣରେ କେନ୍ଦୁଝର ପୁଲିସ ଉଠାଇ ନେଇଥିଲା। ଏପରିକି ତାଙ୍କ ଫୋନ୍‌ ମଧ୍ୟ ଛଡ଼ାଇ ନେଇଥିଲା ପୁଲିସ। ଏ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଗଣମାଧ୍ୟମରେ ନୂଆ ତଥ୍ୟ ଆସିଛି। ପୁଲିସ ପକ୍ଷରୁ କୌଣସି ସୂଚନା ମିଳି ନଥିଲେ…

ସାବାସ୍‌ ସାମ୍ବାଦିକ: ପିପିଇ ପିନ୍ଧି…

ବ୍ରହ୍ମପୁର: ବର୍ତ୍ତମାନ ମହାମାରୀ ସମୟରେ ସାଧାରଣ ଜନତାଙ୍କୁ ନିରନ୍ତର ଖବର ପରସି କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା ସାଜିଥିବା ସାମ୍ବାଦିକ ପୁଣି ଥରେ ଭିନ୍ନ କାରଣ ପାଇଁ ପ୍ରଶଂସିତ ହୋଇଛନ୍ତି। କରୋନା ସଂକରମଣ ଭୟରେ ଜଣେ ବୃଦ୍ଧଙ୍କ ଶବସତ୍କାର ପାଇଁ ସ୍ଥାନୀୟ ଜନତା ଅସହଯୋଗ କରୁଥିବା ବେଳେ ଆଗେଇ ଆସିଥିଲେ ୪…

୩ ରିପବ୍ଲିକ୍‌ ଟିଭି ସାମ୍ବାଦିକଙ୍କୁ…

ମୁମ୍ବାଇ: ମୁମ୍ବାଇରେ ସତେ ଯେମିତି କରୋନା ଭୂତାଣୁ ସାମ୍ବାଦିକଙ୍କ ପିଛା ଛାଡ଼ୁନାହିଁ। ଗତ ମାସରେ ୫୩ ଜଣ ସାମ୍ବାଦିକ କୋଭିଡ୍‌ ପିଡ଼ୀତ ହୋଇଥିବା ବେଳେ ଗତକାଲି ଆଉ ୩ ଜଣଙ୍କ ଠାରେ ଏହି ରୋଗ ଠାବ କରାଯାଇଚି। ଅର୍ଣ୍ଣବ ଗୋସ୍ବାମୀଙ୍କ ପରିଚାଳିତ ଖବର ଚ୍ୟାନେଲ "ରିପବ୍ଲିକ୍‌ ଟିଭି"ର ୩ ଜଣ ସାମ୍ବାଦିକଙ୍କ…

ନବୀନ ପଟ୍ଟନାୟକଙ୍କୁ ଜଣେ ସାମ୍ବାଦିକର…

ପ୍ରିୟ ମୁଖ୍ୟମନ୍ତ୍ରୀ ମହାଶୟ, ନମସ୍କାର ଗ୍ରହଣ କରିବେ। ଆଜି ଆପଣ ସାମ୍ବାଦିକ କୂଳ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଓଡ଼ିଶାର ଅଳ୍ପ କେତେଜଣ ଅତି ସ୍ବଚ୍ଛଳ ସାମ୍ବାଦିକଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କା ବହୁତ ବଡ଼ ପରିମାଣ। ଜୀବଦ୍ଦଶାରେ ଯିଏ ୧୫ ଲକ୍ଷ ଟଙ୍କା ନିଜ ପରିବାରକୁ ଦେଇ ପାରି…

ସାମ୍ବାଦିକଙ୍କୁ ୧୫ ଲକ୍ଷ ବୀମା: OWJA…

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି ଓଡ଼ିଶା ସରକାର। ସରକାରଙ୍କର ଏ ଘୋଷଣାରେ କୃତଜ୍ଞତା ପ୍ରକାଶ କରିଛି ଓଡ଼ିଶା ଓ୍ବେବ୍‌ ଜର୍ଣାଲିଷ୍ଟ ଆସୋସିଏସନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ ଗଣମାଧ୍ୟମ…

୩୦ ସାମ୍ବାଦିକ କରୋନା ଆକ୍ରାନ୍ତ

ମୁମ୍ବାଇ: ଗତ ସପ୍ତାହରେ ଏକ ସ୍ପେଶାଳ ମେଡିକାଲ କ୍ୟାମ୍ପରେ ସ୍ଥାନୀୟ ସାମ୍ବାଦିକମାନଙ୍କର ସ୍ବାବ୍‌ ନମୁନା ପରୀକ୍ଷଣ କାଯାଇଥିବା ବେଳେ ୩୦ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଆକ୍ରାନ୍ତ ସାମ୍ବାଦିକମାନଙ୍କ ମଧ୍ୟରୁ ଅଧିକାଂଶ ଟିଭି ଚ୍ୟାନେଲରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ କିଛି…