Odisha Link
Bridging the Missing Links in Odisha
Browsing Tag

ଡିଏମଇଟି

ଭୂତାଣୁ ରୂପ ବଦଳାଇଲେ ଅଧିକ ରହିବ…

ଭୁବନେଶ୍ବର: ତୃତୀୟ ଲହର ଆସିବା ନେଇ ଆଶଙ୍କା କରାଯାଉଛି। ଏହାରି ମଧ୍ୟରେ ତୃତୀୟ ଲହର ପ୍ରଭାବ ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ତୃତୀୟ ଲହର ଦ୍ଵିତୀୟ ଲହର ଭଳି ପ୍ରଭାବ ନପକାଇପାରେ ମାତ୍ର ଯଦି ଭୂତାଣୁ ରୂପ ବଦଳାଏ ତେବେ ଅଧିକ ପ୍ରଭାବ  ରହିବ। ଭୂତାଣୁ ରୂପ ନବଦଳାଇଲେ ଏତେ ପ୍ରଭାବ ରହିବ…

ଶିଶୁଙ୍କୁ ସଂକ୍ରମଣ ହେବାର ସମ୍ଭାବନା…

ଭୁବନେଶ୍ବର: ୧୮ ବର୍ଷରୁ କମ୍ ବୟସ୍କଙ୍କୁ ସଂକ୍ରମଣ ସମ୍ଭାବନା ରହିଛି। ପିଆଇବି ବୁଲେଟିନ ଅନୁସାରେ ଦେଶରେ ମାତ୍ର ୧୨% ଶିଶୁ କରୋନା ଆକ୍ରାନ୍ତ ହେଉଛନ୍ତି। ଶିଶୁଙ୍କ ସିଭିଅରିଟି କମ୍ ରହିଛି। ସଂକ୍ରମଣ ଉପରମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣାପଡ଼ିବ। ଏବେ ସେମିତି ଅବସ୍ଥା ନାହିଁ ବୋଲି ଡିଏମଇଟି…

ତୃତୀୟ ଲହର ପାଇଁ ଜିଲ୍ଲାସ୍ତରୀୟ…

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। କେନ୍ଦ୍ର ଗାଇଡ଼ଲାଇନ ଅନୁସାରେ ସଂକ୍ରମିତ ଶିଶୁଙ୍କ ଲାଗି ୬୦୦ ବେଡ଼ ଆବଶ୍ୟକ ପଡିପାରେ। କିନ୍ତୁ ୩୦୦୦ ବେଡ଼ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। କେବଳ ୬୧୦ ରହିଛି ଆଇସିୟୁ ଓ ଏଚଡ଼ିୟୁ…

ସ୍ଥିତି ଦେଖି ଅନଲକ ନିଷ୍ପତ୍ତି ନିଆଯିବ:…

ଭୁବନେଶ୍ୱର: ରାଜ୍ୟରେ ଅନଲକ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି। ଯେ କହିଛନ୍ତି, ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ ବଳକା ଥିବା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ। ଯେହେତୁ ସେମାନେ ବିଭିନ୍ନ ପ୍ରକାର ସୁବିଧା ଓ ସୁଯୋଗ ପାଇବେ ତେଣୁ ସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦେଉଛୁ।…

ସଂକ୍ରମଣ ହାରକୁ ସମୀକ୍ଷା କରି ଅନଲକ…

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ତେବେ କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାରେ ସଂକ୍ରମଣ ପୁରା କମିନାହିଁ। ଯେଉଁଥିପାଇଁ ସମ୍ପୃକ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି। ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେବା ଅବସରରେ…

ଭାକ୍ସିନ ନେଲେ ଗୁରୁତର ହେବା ଆଶଙ୍କା…

ଭୁବନେଶ୍ୱର: କରୋନାର ୨ୟ ଲହର ପ୍ରକୋପ କମି ନଥିବା ବେଳେ ୩ୟ ଲହରର ଆଶଙ୍କା ବଢିଲାଣି। ଡେଲ୍‌ଟା ପ୍ଲସ ଭାରିଏଣ୍ଟ ୩ୟ ଲହର ନେଇ ଆସିବ ବୋଲି କୁହାଯାଉଛି। ଏନେଇ ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି, ନୂଆ ଭାରିଏଣ୍ଟ ଡେଲଟା ପ୍ଲସ କେତେ ବିପଦ ତାହା ବର୍ତ୍ତମାନଠାରୁ କହିବା ମୁସ୍କିଲ। ତେବେ ଡେଲ୍ଟା ପ୍ଲସ…

ତୃତୀୟ ଲହର ଆସିବାର ସମ୍ଭାବନା ରହିଛି,…

ଭୁବନେଶ୍ବର: କରୋନା ତୃତୀୟ ଲହର ନେଇ ଡିଏମଇଟି କହିଛନ୍ତି ଯେ, ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବାପରେ କିଛି ଲୋକ କୋଭିଡ୍ ନିୟମ ଭାଙ୍ଗୁଥିବାର ଦେଖାଯାଉଛି। ସେମାନେ ଭାବୁଛନ୍ତି ଯେମିତି ମହାମାରୀ ଚାଲିଯାଇଛି।  ଯାହା ଆମ ପାଇଁ ବିପଦ ସୃଷ୍ଟି କରିପାରେ। ଲୋକମାନେ ଯଦି…

ଇକମୋ ପାଇଁ ସରିଛି ଟେଣ୍ଡର ପ୍ରକ୍ରିୟା:…

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜ୍ୟରେ ଇକମୋ ମେସିନ ନଥିବାରୁ ବହୁ ଗୁରୁତର ରୋଗୀଙ୍କୁ ଏୟାର ଲିଫ୍ଟିଂ କରାଯାଉଛି। ଯେଉଁଥି ପାଇଁ ରୋଗୀଙ୍କ ପରିବାରକୁ ୧ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ବହୁ କଷ୍ଟରେ ପଇସା ଯୋଗାଡ କରି ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେଇ ଇକମୋ ଚିକିତ୍ସା…

ରାଜ୍ୟ ସରକାର ତୃତୀୟ ଲହର ପାଇଁ…

ଭୁବନେଶ୍ବର: କରୋନାର ତୃତୀୟ ଲହରକୁ ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସେ, କହିଛନ୍ତି, ଏମିତି ବହୁତ ସଂକ୍ରମଣର ଅନେକ ଗୁଡିଏ ଲହର ଆସିବାର ନଜର ରହିଛି। ମାତ୍ର ଥାର୍ଡ ୱେଭ କେବେ ଆସିବ ଓ ଏହାର ପ୍ରଭାବ କେମିତି ରହିବ ତାହା କହିବା ଅସମ୍ଭବ। ତଥାପି ରାଜ୍ୟ ସରକାର ତୃତୀୟ ଲହର ପାଇଁ…