Odisha Link
Bridging the Missing Links in Odisha
Browsing Tag

ସାମ୍ବାଦିକ

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲା: ୨…

କଟକ: ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ୍‌ ଦୁଇ ଜଣ ୱେବ୍‌ ପୋର୍ଟାଲ ସାମ୍ବାଦିକଙ୍କୁ ନୋଟିସ୍‌ ଜାରି କରିଛି। ଦୁଇ ଜଣ ୱେବ୍‌ ସାମ୍ବାଦିକ ହେଲେ ଅସିତ୍‌ ରାଉତ ଏବଂ ଦିପ୍ତୀମୟ। ଦୁଷ୍ମନ୍ତଙ୍କ ସହ ଉକ୍ତ ୨ ସାମ୍ବାଦିକ ସମ୍ପର୍କ ନେଇ ଖୋଳତାଡ କରିବ ପୁଲିସ।…

ତାଲିବାନୀଙ୍କ ବନ୍ଧୁକ ମୁନରେ…

କାବୁଲ: ବନ୍ଧୁକ ମୁନରେ ସାମ୍ବାଦିକଙ୍କ ଖବର ପରିବେଷଣ। ଷ୍ଟୁଡିଓ ଭିତରେ ସାମ୍ବାଦିକଙ୍କୁ ଘେରି ରହିଛନ୍ତି ବନ୍ଧୁକଧାରୀ ତାଲିବାନୀ। ଏଭଳି ପରିସ୍ଥିତିରେ ନ୍ୟୁଜ ପଢ଼ୁଛନ୍ତି ଜଣେ ସାମ୍ବାଦିକ। ନିଜେ ଭୟଭୀତ ଥିଲେ ମଧ୍ୟ ଅନ୍ୟମାନଙ୍କୁ ‘ଭୟ କର ନାହିଁ’ ବୋଲି ସେ କହୁଛନ୍ତି। ଆଫଗାନିସ୍ତାନରୁ ଏଭଳି ଏକ ଚିତ୍ର…

ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ହତ୍ୟା…

କାବୁଲ: ତାଲିବାନ ଆଫଗାନିସ୍ତାନକୁ କବଜାୂ କରିବା ପରଠୁ ଦେଶରେ ଅନିଶ୍ଚିତତା ଓ ଆତଙ୍କର ବାତାବରଣ ଲାଗି ରହିଛି। ତାଲିବାନ ଗୋଟେ ପଟେ କହା ଉପରେ ପ୍ରତିଶୋଧ ନିଆଯିବ ନାହିଁ ବୋଲି କହୁଥିବା ବେଳେ ଅନ୍ୟପଟେ ଆଜି ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଛି। ସାମ୍ବାଦିକ ଜଣଙ୍କ ଆଫଗାନିସ୍ତାନର ଗରିବ ଲୋକଙ୍କ ଅଭାବ…

ଦୁଇ ସଭାପତି, ଦୁଇ ସ୍ଥାନରେ ସମ୍ବର୍ଧନା…

ନୟାଗଡ଼: ସାମ୍ବାଦିକ ସଂଘ ଗୋଟିଏ। କିନ୍ତୁ ସଂଘର ସଭାପତି ଭାବେ ଦୁଇ ଜଣ ଅଛନ୍ତି। ଜଣେ ସଭାପତି ପୂର୍ବରୁ ଥିବାବେଳେ ଅନ୍ୟଜଣେ ନବନିଯୁକ୍ତ ହୋଇଛନ୍ତି। ଉଭୟଙ୍କୁ ସମ୍ବର୍ଧନା ଦେବା ପାଇଁ ଗତକାଲି ନୟାଗଡ଼ରେ ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ସଭା ଅନୁଷ୍ଠିତ ହୋଇଛି। ନୟାଗଡ଼ ସ୍ଥିତ ନୀଳମାଧବ କଲ୍ୟାଣ…

କୋଭିଡ୍‌ରେ ମୃତ ୧୭ ସାମ୍ବାଦିକଙ୍କୁ…

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ କୋଭିଡ୍‌-୧୯ ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି। ଭୁବନେଶ୍ୱରର ୪ ଜଣ, ବଲାଙ୍ଗୀର ଜିଲ୍ଲାର ୩ ଜଣ,…

ସାମ୍ବାଦିକ ମେଘାଙ୍କୁ ସର୍ବୋଚ୍ଚ ପୁଲିଜର…

ନ୍ୟୁୟର୍କ: ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ମେଘା ରାଜଗୋପାଲନଙ୍କୁ ମିଳିଛି ପ୍ରସିଦ୍ଧ ପୁଲିଜର ପୁରସ୍କାର। ପୁଲିଜର ହେଉଛି ସାମ୍ବାଦିକତା କ୍ଷେତ୍ରର ସର୍ବୋଚ୍ଚ ସମ୍ମାନ। ଆମେରିକା ପକ୍ଷରୁ ଏହି ପୁରସ୍କାର ଦିଆଯାଇଥାଏ। ଚାଇନାର ଅସଲ ଚେହେରାକୁ ସାରା ବିଶ୍ୱ ଆଗରେ ପର୍ଦ୍ଦାଫାସ କରିଥିବାରୁ ମେଘାଙ୍କୁ ଏହି…

ସାମ୍ବାଦିକଙ୍କୁ ମାଡ଼ ମାରିଲା ପୁଲିସ

ପୁରୀ: ସାମ୍ବାଦିକଙ୍କୁ ପିଟିଲା ପୁଲିସ। ଜଣେ ବ୍ୟବସାୟୀଙ୍କୁ ପୁଲିସ ମାଡ଼ ମାରି ଗୁରୁତର ଆହତ କରିବା ସହ ଏନେଇ ଜଣେ ସାମ୍ବାଦିକ ପୁଲିସକୁ ପଚାରିବାରୁ ପୁଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ବଡ଼ଶଙ୍ଖ ଠାରେ ଫଳ ଓ ପନିପରିବା ବିକିବାକୁ ନେଇ ଆଜି ପୁଲିସ ଓ…

କର୍ମଚାରୀଙ୍କ ମୃତ୍ୟୁ ହେଲେ ଚାକିରି,…

ଭୁବନେଶ୍ବର: କୋଭିଡ୍‌ କାରଣରୁ ମୃତ୍ୟୁ ହେଲେ କର୍ମଚାରୀଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା। ତା ସାଙ୍ଗକୁ ଯୋଗ୍ୟତା ଭିତ୍ତିରେ ମୃତକଙ୍କ ଜଣେ ପରିବାର ସଦସ୍ୟଙ୍କୁ ଚାକିରି ମଧ୍ୟ ମିଳିବ। ଆଜି ରାଜ୍ୟର ଦୁଇ ପ୍ରମୁଖ ଟେଲିଭିଜନ୍‌ ଚ୍ୟାନେଲ ଓଟିଭି ଓ କଳିଙ୍ଗ ଟିଭି ଏପରି ଘୋଷଣା କରିଛନ୍ତି। କୋଭିଡ୍‌…

କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ…

ଗଞ୍ଜାମ: କରୋନାରେ ଅନେକ ଆଗଧାଡିର ଯୋଦ୍ଧା ପ୍ରାଣ ହରାଇଥିବା ବେଳେ, ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। ଆଜି ଆଉ ଜଣେ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହୋଇଛି। ତାଙ୍କ ନାଁ ହେଉଛି ପ୍ରଦୀପ ସାହୁ। ମାତ୍ର ୪୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରଦୀପ ସାହୁ ସମ୍ବାଦ ଖବରକାଗଜରେ କାର୍ଯ୍ୟରତ…

ସାମ୍ବାଦିକ ସରକାରୀ ସ୍ବୀକୃତିପ୍ରାପ୍ତ…

ଭୁବନେଶ୍ବର: ସାମ୍ବାଦିକଙ୍କୁ ଟିକା ଦିଆଯିବା ନେଇ ସାରା ରଜ୍ୟରୁ ଦାବି ଉଠିବା ପରେ ସରକାର ରାଜ୍ୟ ସାରା ସାମ୍ବାଦିକଙ୍କ ପାଇଁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ବ୍ୟବସ୍ଥା କରିଛନ୍ତି। ଏ ନେଇ ଗତକାଲି ଅତିରିକ୍ତ ମୁଖ୍ୟ ସଚିବ ପିକେ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ତେବେ କେବ ସରକାରୀ…