Odisha Link
Bridging the Missing Links in Odisha
Browsing Tag

Air India

୨ ଦିନ ପାଇଁ ସିଲ‌୍‌ ହେଲା ଏୟାର ଇଣ୍ଡିଆ…

ନୂଆଦିଲ୍ଲୀ: ସିଲ୍‌ ହେଲା ଦିଲ୍ଲୀରେ ଥିବା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ। କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ଦୁଇଦିନ ପାଇଁ ସିଲ୍‌ କରାଯାଇଛି। ସାନିଟାଇଜେସନ୍‌ କରିବା ପାଇଁ ଦୁଇଦିନ ମଙ୍ଗଳବାର ଓ ବୁଧବାର ଏୟାର୍‌…

ଆଜିଠୁ ସ୍ବଦେଶ ଫେରିବେ ପ୍ରବାସୀ ଭାରତୀୟ,…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ବିମାନ ସେବା ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ଫଳରେ ବିଦେଶରେ ଫସି ରହିଛନ୍ତି ବହୁ ଭାରତୀୟ। ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ। ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ଆଜିଠାରୁ ଘରକୁ ସ୍ବଦେଶ ଫେରିବେ । ଏଥି…

୬୪ଟି ବିମାନରେ ବିଦେଶରୁ ଆସିବେ ୧୪…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ବିମାନ ସେବା ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ଫଳରେ ବିଦେଶରେ ଫସି ରହିଛନ୍ତି ବହୁ ଭାରତୀୟ। ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯେ,…

ଆଜି ଅପରାହ୍ନରୁ ଉଡ଼ିବ କାର୍ଗୋ ବିମାନ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ ଆଣି ଭୁବନେଶ୍ୱର ଆସିବ ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଯିବ ବୋଲି ସୂଚନା ମିଳିଛି। ଅପରାହ୍ନ ୩.୩୦ରେ ରାୟପୁରରୁ ଉଡ଼ାଣ…

କରୋନାଭାଇରସ୍‌: ଉହାନ୍‌ରୁ ନୂଆଦିଲ୍ଲୀ…

ନୂଆଦିଲ୍ଲୀ: କରୋନାଭାଇରସ୍‌ର ଏନ୍ତୁଡିଶାଳ ଉହାନ୍‌ରେ ଫଶି ରହିଥିବା ୩୨୪ ଜଣ ଭାରତୀୟ ଦିଲ୍ଲୀରେ ପହଞ୍ଚିଛନ୍ତି। ଏୟାର୍‌ ଇଣ୍ଡିଆର ସ୍ବତନ୍ତ୍ର ବିମାନ ଜମ୍ବୋ ବି୭୪୭ରେ ସେମାନଙ୍କୁ ଉହାନ୍‌ରୁ ଉଦ୍ଧାର କରାଯାଇଛି। ଗତ ରାତି ୧: ୧୯ରେ ଏୟାର୍‌ ଇଣ୍ଡିଆ ଏହି ବିମାନ ୩୨୪ଜଣ ଯାତ୍ରୀଙ୍କୁ ଧରି ଭାରତ ଅଭିମୁଖେ…

ଏୟାର ଇଣ୍ଡିଆ ବିକ୍ରି ପାଇଁ ନିଲାମ ନୋଟିସ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରି ଦେବା ପାଇଁ ନିଲାମ ନୋଟିସ ଜାରି କରିଛନ୍ତି ସରକାର। ଋଣ ଭାରରେ ବୁଡି ରହିଥିବା ସରକାରୀ ଏୟାର ଇଣ୍ଡିଆ କମ୍ପାନୀକୁ ସମ୍ପୂର୍ଣ୍ଣ ବିକ୍ରି କରି ଦେବା ପାଇଁ ସରକାର ଆଜି ପ୍ରାରମ୍ଭିକ ପର୍ଯ୍ୟାୟରେ ନିଲାମ ସମ୍ପର୍କିତ ନୋଟିସ ଜାରି କରିଛନ୍ତି। ଏହି…

ବକେୟା ଦରମା ପାଇଁ ବେସାମରିକ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ପାଇଲଟ୍‌ ଓ କମାଣ୍ଡରମାନଙ୍କର ବାକି ଥିବା ଦରମା ପାଇଁ ଇଣ୍ଡିଆନ୍‌ କମର୍ସିଆଲ୍‌ ପାଇଲଟସ ଆସୋସିଏସନ(ଆଇସିପିଏ) ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଏକ ଚିଠି ଲେଖାଯାଇଛି। ଗତ ଦୁଇ/ତିନି ବର୍ଷ ହେଲା ସେମାନଙ୍କୁ ଉଡାଣ ଭତ୍ତା ଓ ଦରମା ଠିକ ସମୟରେ…

ଭୁବନେଶ‌୍ବର-ମୁମ୍ବାଇ ଏୟାର ଇଣ୍ଡିଆ…

ଭୁବନେଶ୍ବର: ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ। ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଏଭଳି ଅଘଟଣ ଘଟିଛି। ବିମାନର ବାମ ପାର୍ଶ୍ୱରେ ନିଆଁ ଲାଗିଥିଲା। ଫଳରେ ବିମାନକୁ ଛତିଶଗଡ଼ର ରାୟପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ନିଆଁ ଲାଗିବାର ନିର୍ଦ୍ଦିଷ୍ଟ କାରଣ…

ବିକ୍ରୀ ହେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ବିକ୍ରୀ ହେବ ଏୟାର ଇଣ୍ଡିଆ। ଏନେଇ ସୂଚନା ଦେଇଛନ୍ତି ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ। ସେ କହିଛନ୍ତି କି, କେନ୍ଦ୍ର ସରକାର ଏୟାର ଇଣ୍ଡିଆରେ ନିବେଶ କରିଥିବା ସମସ୍ତ ଶେୟାର ବିକ୍ରୀ କରିବାକୁ ଇଚ୍ଛୁକ। ବିମାନ ଚଳାଇବା ସରକାରଙ୍କ କାମ ନୁହେଁ। ତେଣୁ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ଘରୋଇ କରଣ…

ତୈଳ କମ୍ପାନୀ ଆଉ ଏୟାର ଇଣ୍ଡିଆକୁ ତେଲ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଝଟକା। ଆର୍ଥିକ ସଙ୍କଟ ମଧ୍ୟରେ ଫସିଥିବା ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆକୁ ତେଲ ଦେବାକୁ ମନା କରିଛନ୍ତି ଜେଲ କମ୍ପାନୀ। ଦୀର୍ଘ ୨୦୦ ଦିନ ହେଲା ବିମାନ ଉଡ଼ାଣ ପାଇଁ ତେଲ ଯୋଗାଇ ଦେଉଥିବା କମ୍ପାନୀ ଗୁଡ଼ିକୁ ସଂସ୍ଥା ପକ୍ଷରୁ ଟଙ୍କା ଦିଆଯାଇନାହିଁ।…