Odisha Link
Bridging the Missing Links in Odisha
Browsing Tag

Air India

ବଦଳିଲା ଏୟାର ଇଣ୍ଡିଆ ଲୋଗୋ

ଓଏଲ୍‌ ବ୍ୟୁରୋ: ଟାଟା ଗ୍ରୁପ୍‌ର ଏୟାରଲାଇନ୍ସରେ ପରିଣତ ହୋଇଥିବା ଏୟାର ଇଣ୍ଡିଆ ଏହାର ନୂଆ ଲୋଗୋ ଲଞ୍ଚ କରିଛି। ନୂତନ ଲୋଗୋ, ବ୍ରାଣ୍ଡ ଏବଂ ପରିଚୟ ସହିତ ଏୟାରଲାଇନ ଦେଖାଯିବ।ଏୟାର ଇଣ୍ଡିଆର ନୂତନ ଲୋଗୋ ଅସୀମିତ ସମ୍ଭାବ୍ୟତାର ପ୍ରତୀକ ପ୍ରତିଫଳିତ କରେ। ଏୟାର ଇଣ୍ଡିଆ ଗତ ୧୫ ମାସ ଧରି ନୂଆ ଲୋଗୋ ଉପରେ…

ଏୟାର ଇଣ୍ଡିଆ କିଣିବ ୨୫୦ଟି ବିମାନ

ଓଏଲ୍‌ ବ୍ୟୁରୋ: ଟାଟା ସନ୍ସ ମଙ୍ଗଳବାର କରିଛି ବଡ଼ ଘୋଷଣା। ବିମାନ ଚଳାଚଳ ଇତିହାସରେ ସବୁଠାରୁ ବଡ଼ ବିମାନ କ୍ରୟ ଚୁକ୍ତି କରିଛି ଟାଟା ଗ୍ରୁପ୍। ଏୟାର ଇଣ୍ଡିଆ ପାଇଁ ଫ୍ରାନ୍ସର ଏୟାରବସଠାରୁ ୨୫୦ଟି ଏୟାରବସ ଏ୩୫୦ ବିମାନ କିଣିବାକୁ ଟାଟା ଗ୍ରୁପ ଚୁକ୍ତି କରିଛି। ମଙ୍ଗଳବାର ଭାରତର ପ୍ରଧାନମନ୍ତ୍ରୀ…

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ…

ଓଏଲ୍‌ ବ୍ୟୁରୋ : ମଝି ଆକାଶରେ ଅଘଟଣ। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମଝି ଆକାଶରେ ଯିବାବେଳେ ଅଗ୍ନିକାଣ୍ଡ ହୋଇଛି। ବିମାନରେ ଅଗ୍ନିକାଣ୍ଡ କାରଣରୁ ବିମାନ ଜରୁରୀ ଅବତରଣ କରିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଆବୁଧାବିରୁ କାଲିକଟ ଉଡାଣ ଆରମ୍ଭ ବେଳେ ନିଆଁ ଲାଗିଥିଲା। ବିମାନ ଉଡାଣର କିଛି ସମୟରେ ୧…

ଏୟାରଇଣ୍ଡିଆ ପାଇଲଟ ସଂଘର ଟାଟା…

ଓଏଲ୍ ବ୍ୟୁରୋ : ବିମାନ ଉଡାଣ ଓଭରଟାଇମ କାମକୁ ନେଇ ପାଇଲଟ ମାନେ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଲେଖିଲେ ଚିଠି। ଟାଟା ଗ୍ରୁପର ଏୟାରଲାଇନ ଏୟାରଇଣ୍ଡିଆରେ ପାଇଲଟଙ୍କ ସଂଖ୍ୟା କମ ଥିବାରୁ ଉଡାଣ ପ୍ରଭାବିତ ହୋଇପାରେ। ଏୟାର ଇଣ୍ଡିଆର ଦୁଇଟି ପାଇଲଟ୍ ୟୁନିଅନ୍ ଦାବି କରିଛନ୍ତି ଯେ ଦୂରଗାମୀ ବିମାନ ଚଳାଇବା…

ଇତିହାସ ରଚିବେ ଏୟାର ଇଣ୍ଡିଆର ମହିଳା…

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଟିମ୍ ଦୁନିଆର ସବୁଠୁ ଲମ୍ବା ବିମାନ ରୁଟ୍‌ରେ ବିମାନ ଉଡାଇ ଇତିହାସ ରଚିବେ। ସାନ୍ ଫ୍ରାନସିସ୍କୋରୁ ଉଡ଼ାଣ ଭରି ସେମାନେ ଆଜି ବେଙ୍ଗାଲୁରୁ ପହଞ୍ଚିବେ। ଏହି ଯାତ୍ରାରେ ମହିଳା ପାଇଲଟ୍‌ ପାଖାପାଖି ୧୬ ହଜାର କିଲୋମିଟର ଅତିକ୍ରମ କରିବେ।ସାନ୍ ଫ୍ରାନସିସ୍କୋରୁ…

ସେପ୍ଟେମ୍ବର ୯ରୁ ଭୁବନେଶ୍ୱର-ସୁରାଟ…

ଭୁବନେଶ୍ୱର: ଭୁବନେଶ୍ୱର-ସୁରାଟ ଯାଉଥିବା ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ସେପ୍ଟେମ୍ବର ୯ ତାରିଖରୁ ଭୁବନେଶ୍ୱରରୁ ସୁରାଟକୁ ବିମାନ ସେବା ଆରମ୍ଭ ହେବ। ଭୁବନେଶ୍ୱରରୁ ସୁରାଟ ଅଭିମୁଖେ ଏୟାର ଇଣ୍ଡିଆର ବିମାନ ପ୍ରତ୍ୟେକ ସୋମବାର ଏବଂ ବୁଧବାର ଦିନ ସନ୍ଧ୍ୟା ୬ଟା ୨୦ ମିନିଟ୍ ସମୟରେ ଯାତ୍ରା…

କେରଳ ବିମାନ ଦୁର୍ଘଟଣା: ମୃତ୍ୟୁସଂଖ୍ୟା…

ଆଜି ସଂଧ୍ୟାରେ କୋଝିକୋଡ୍‌ ବିମାନ ବନ୍ଦରରେ ଘଟିଥିବା ଏୟାର୍‌ ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଯାବତ୍‌ ଜଣେ ପାଇଲଟ୍‌ଙ୍କ ସମେତ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁବାଇରୁ କେରଳ ଆସୁଥିବା ଏୟାର ଇଣ୍ଡିଆ ବିମାନ କୋଝିକୋଡ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ…

ଏୟାର ଇଣ୍ଡିଆ ଦୁର୍ଘଟଣା: ବିମାନ ଦୁଇଫାଳ,…

କୋଝିକୋଡ୍: ଦୁବାଇରୁ କେରଳ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନ କୋଝିକୋଡ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ବିମାନଟି ମଝିରୁ ଦୁଇଫାଳ ହୋଇଯାଇଛି। ଏଥିରେ ଜଣେ ପାଇଲଟ୍‌ଙ୍କ ସମେତ ଏଯାବତ୍‌ ୫ ଜଣଙ୍କର ମୃତ୍ୟୁ…

ଏଣିକି ଖାଲି ରହିବ ବିମାନର ମଝି ସିଟ୍‌,…

ନୂଆଦିଲ୍ଲୀ: ପ୍ରାସ ୨ ମାସ ପରେ ଦେଶରେ ଆଜି ଆରମ୍ଭ ହୋଇଛି ବିମାନ ସେବା। ଅପରପକ୍ଷେ ବିମାନର ମଝି ସିଟ୍‌ ଖାଲି ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ମାନ ଯାତ୍ରା ବେଳେ ସାମାଜିକ ଦୂରତ୍ୱ ପାଳନକୁ ନେଇ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।…

ଚିକାଗୋରୁ ଭୁବନେଶ୍ୱର ଆସିବ ବିମାନ

ଭୁବନେଶ୍ୱର: ଆମେରିକାର ଚିକାଗୋ ସହରରୁ ଭୁବନେଶ୍ୱର ଆସିବ ବିମାନ। ବନ୍ଦେ ଭାରତ ମିଶନ-୨ରେ ଏୟାର ଇଣ୍ଡିଆ ବିମାନ ଚିକାଗୋ ସହରରୁ ଭୁବନେଶ୍ୱର ଆସିବ। ଆମେରିକାରେ ଫସିଥିବା ଭାରତୀୟଙ୍କୁ ଆଣି ଏହି ବିମାନ ଆସିବ । ମେ ୧୬ରୁ ୨୨ ମଧ୍ୟରେ ଏହି ବିମାନ ଆସିବାକୁ ଥିବାବେଳେ ନିର୍ଦ୍ଧିଷ୍ଟ କେଉଁ ଦିନ ଆସିବ ସେ…