Odisha Link
Bridging the Missing Links in Odisha
Browsing Tag

Arun Kumar Sahoo

କାଲିଠୁ ଖୋଲିବ ବିଶ୍ବବିଦ୍ୟାଳୟ ଓ କଲେଜ:…

ଭୁବନେଶ୍ବର: ଆଜି ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନ କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଆଲୋଚନା ପରେ +୩ ଶେଷ ବର୍ଷ ପରୀକ୍ଷା ଜୁଲାଇ ୨୪ ସୁଦ୍ଧା ଶେଷ ହେବ ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟରେ ୨୦ରେ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ।…

ଜୁନ୍ ୧୭ ପରେ ବିଶ୍ୱବିଦ୍ୟାଳୟ ପରୀକ୍ଷା:…

ଭୁବନେଶ୍ବର: ଜୁନ୍ ୧୭ ତାରିଖ ଯାଏଁ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବା ବେଳେ ଏହା ପରେ ଯେକୌଣସି ସମୟରେ ବିଶ୍ୱବିଦ୍ୟାଳୟ ସ୍ତରର ପରୀକ୍ଷାଗୁଡ଼ିକ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ୟୁଜିସି ଗାଇଡ୍‌ଲାଇନ୍‌କୁ ତଜର୍ମା କରିବା ପରେ ଏ ନେଇ ନିଷ୍ପତ୍ତି…

ଭିଡିଓ କନ୍‌ଫରେନ୍ସିଂରେ ଏକାଠି ହେଲେ…

ଭୁବନେଶ୍ବର: କରୋନା ମୁକାବିଲା ସମୟରେ ଦେଶର ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ ଓ ସଚିବମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଅପରାହ୍ନ ୪ଟାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, କୃଷି ଉତ୍ପାଦକ କମିଶନର ପ୍ରଦୀପ୍ତ…

କରୋନା ମୁକାବିଲା: ୩ମାସର ଦରମା ଦେଲେ…

ଭୁବନେଶ୍ବର: ସାରା ବିଶ୍ବ ଏବେ କରୋନା ମହାମାରୀକୁ ନେଇ ଚିନ୍ତାରେ। ମହାମାରୀ କରୋନା ଦିନକୁ ଦିନ ଭାରତରେ କାୟା ମେଲାଉଛି। ଆଜି ଭାରତରେ କରୋନାରେ ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ରାଜ୍ୟ ସରକାରଙ୍କ…

ରାଜ୍ୟର ୨୨ ହଜାର ହେକ୍ଟର ଜମିରେ କଦଳୀ…

ଭୁବନେଶ୍ବର: କଦଳୀକୁ ନେଇ ଆଜି ଗୃହରେ ଚର୍ଚ୍ଚା ହୋଇଥିଲା। କଦଳୀ ଚାଷରେ ଓଡ଼ିଶା କେତେ ଆତ୍ମନିର୍ଭରଶୀଳ ହୋଇପାରିଛି ସେ ବାବଦରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଆଜି ଗୃହରେ ପ୍ରଶ୍ନ କରିଥିଲେ ଯେ କଦଳୀ ଚାଷରେ କିଭଳି ପ୍ରୋତ୍ସାହନ…

ଉଚ୍ଚଶିକ୍ଷାର ଗୁଣାତ୍ମକ ମାନର ବିକାଶ ଓ…

ଭୁବନେଶ୍ୱର: ନୂତନ ସହସ୍ରାବ୍ଦୀରେ ଜ୍ଞାନର ପରିସୀମା ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ। ଏହି ଆହ୍ୱାନର ସଫଳ ମୁକାବିଲା କରିବା ପାଇଁ ଉଚ୍ଚଶିକ୍ଷାର ଗୁଣାତ୍ମକ…

ଓଡ଼ିଶାକୁ ପୁଣି କୃଷି କର୍ମଣ ପୁରସ୍କାର

ଭୁବନେଶ୍ବର: ପୂର୍ବରୁ ଓଡ଼ିଶା ୫ ଥର କୃଷି କର୍ମଣ ପୁରସ୍କାର ପାଇଥିବା ବେଳେ ପୁଣି ଥରେ ଏହି ପୁରସ୍କାର ଜିତି ରାଜ୍ୟ ଗୌରବ ଅର୍ଜନ କରିଛି। ବେଙ୍ଗାଲୁରୁ ନିକଟ ତୁମାକୁର ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏହି ପୁରସ୍କାର ପ୍ରଦାନ କରିଛନ୍ତି। କୃଷି ଉତ୍ପାଦନ କ୍ଷେତ୍ରରେ…

ଜନ୍ମଦିନରେ ରାଜ୍ୟ ପାଇଁ ଗୌରବ ଆଣିଲେ…

ଭୁବନେଶ୍ବର: କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କର ଆଜି ଥିଲା ଜନ୍ମଦିନ। ତେବେ ଜନ୍ମଦିନ ପାଳନରେ ଆଦୌ ଆଗ୍ରହ ରଖୁନଥିବା ଅରୁଣଙ୍କ ପାଇଁ ଆଜିର ଦିନଟି ଥିଲା ବେଶ୍‌ ସ୍ମରଣୀୟ। ଆଜି ଓଡ଼ିଶା ପାଇଁ କୃଷିକ୍ଷେତ୍ରରେ ପୁଣି କୀର୍ତ୍ତିମାନ ସାଉଁଟିଛନ୍ତି ଅରୁଣ। କୃଷି ଉତ୍ପାଦନ କ୍ଷେତ୍ରରେ…

ବିଶ୍ୱବିଦ୍ୟାଳୟ ଗୁଡ଼ିକ ସମାଜର ପଥ…

ଭୁବନେଶ୍ବର: ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ପରିପ୍ରେକ୍ଷୀରେ ସମସ୍ତ ପରୀକ୍ଷା ଠିକ୍‌ ସମୟରେ କରାଯାଇ ଧାର୍ଯ୍ୟ ସମୟ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରାଯିବବ । ବିଶ୍ୱବିଦ୍ୟାଳୟ ଗୁଡ଼ିକ ଯୁକ୍ତ-୩ ପରୀକ୍ଷା ନିର୍ଘଣ୍ଟ ପ୍ରସ୍ତୁତ କରି ପରୀକ୍ଷା ଫଳ ପ୍ରକାଶ କରିବା ତାରିଖ…

ପାଠାଗାର ସମସ୍ତଙ୍କ ନିକଟରେ ପହଞ୍ଚୁ :…

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟ ଓ ଗାନ୍ଧୀନଗରସ୍ଥିତ ଇନ୍‍ଫର୍‍ମେସନ୍‍ ଆଣ୍ଡ ଲାଇବ୍ରେରୀ ନେଟ୍‍ୱାର୍କ (ଇନ୍‍ଫ୍ଲିବ୍‍ନେଟ୍‍) ମିଳିତ ସହଯୋଗରେ କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଗୁରୁବାର ଦ୍ୱାଦଶ ଇଣ୍ଟରନ୍ୟାସ୍‍ନାଲ୍‍ କ୍ୟାଲିବର୨୦୧୯ ଉଦ୍‍ଘାଟିତ ହୋଇଯାଇଛି । ଉଦ୍‍ଘାଟନ ଉତ୍ସବରେ ମୁଖ୍ୟ ଅତିଥି…