Odisha Link
Bridging the Missing Links in Odisha
Browsing Tag

assembly

ଚପଲ ଫିଙ୍ଗା ଘଟଣାର କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ୱର: ବିଧାନସଭାରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ବିଜେପି ସଦସ୍ୟମାନେ ଗୃହରେ ହୋହାଲ୍ଲା ଓ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଇୟର ଫୋନ ଓ କାଗଜ ଫିଙ୍ଗିଛନ୍ତି। ଏହି ଘଟଣାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଆଇନ ତା’ ବାଟରେ ଯିବ,…

ବାଚସ୍ପତିଙ୍କୁ ଚପଲ ଓ ଇୟର ଫୋନ ଫିଙ୍ଗିଲେ…

ଭୁବନେଶ୍ୱର: ବିଧାନସଭାରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ବିଜେପି ସଦସ୍ୟମାନେ ଗୃହରେ ହୋହାଲ୍ଲା ଓ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କୁ ଚପଲ ଇୟର ଫୋନ ଓ କାଗଜ ଫିଙ୍ଗିଛନ୍ତି। ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଇୟର ଫୋନ ଓ କାଗଜ ଫିଙ୍ଗିଛନ୍ତି। ଫଳରେ ବାଚସ୍ପତି…

ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ। ୨୦୧୯-୨୦ ବର୍ଷ ପାଇଁ ପ୍ରକାଶ ପାଇଲା ସିଏଜି ରିପୋର୍ଟ। ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସାଧାରଣ ଓ ସାମାଜିକ, ରାଜସ୍ବ ଓ ଆର୍ଥିକ କ୍ଷେତ୍ରରେ ସିଏଜି ରିପୋର୍ଟ ପ୍ରକାଶ କରାଯାଇଛି।

ଆସନ୍ତାକାଲି ଗୃହରେ ଗାନ୍ଧୀଙ୍କ ପାଇଁ…

ଭୁବନେଶ୍ୱର : ଆସନ୍ତାକାଲି ବିଧାନସଭାରେ ମହାତ୍ମାଗାନ୍ଧୀଙ୍କ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ଆଲୋଚନା କରାଯିବ। ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ମହାତ୍ମାର ଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୁରିତ ହେଉଛି । ବାଚସ୍ପତି ଡକ୍ଟର ପାତ୍ର କହିଥିଲେଯେ,…

ଗୃହରେ ଉଠିଲା ଜୟନାରାୟଣ ମିଶ୍ରଙ୍କ…

ଭୁବନେଶ୍ୱର: ଆଜି ଗୃହରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଶୂନ୍ୟକାଳରେ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇଛନ୍ତି। ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀ ପ୍ରସଙ୍ଗ କହିଲେ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି ଯେ, ଆଇନ ବ୍ୟବସ୍ଥା ଶାସକ ଦଳ ପାଇଁ ଗୋଟିଏ ଓ ବିରୋଧୀ ଦଳ ପାଇଁ ଗୋଟିଏ। ମାହାଙ୍ଗା ଘଟଣାରେ ମନ୍ତ୍ରୀ…

ପୁଣି ଶାସକ-ବିରୋଧୀ ମୁହାଁମୁହିଁ, ୪ଟା…

ଭୁବନେଶ୍ୱର: ଧାନ କିଣା ପ୍ରସଙ୍ଗ ନେଇ ବିଧାନସଭାର ପଞ୍ଚମ ଦିନରେ ବି ସମାନ ସ୍ଥିତି। ଗୃହ ମଧ୍ୟ ଭାଗରେ ଶାସକ-ବିରୋଧୀଙ୍କ ନାରାବାଜି ଓ ହଟ୍ଟଗୋଳ। ବିରୋଧୀ ଓ ଶାସକ ମୁହାଁମୁହିଁ ଫଳରେ ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ, ବଜେଟ ଆଲୋଚନା ସବୁ କିଛି ଫିକା ପଡ଼ିଯାଉଛି। ମଣ୍ଡିରୁ ଚାଷୀଙ୍କର ଧାନ…

ବିଧାନସଭା: ପଞ୍ଚମ ଦିନରେ ବି ସମାନ…

ଭୁବନେଶ୍ୱର: ଧାନ କିଣା ପ୍ରସଙ୍ଗ ନେଇ ବିଧାନସଭାର ପଞ୍ଚମ ଦିନରେ ବି ସମାନ ସ୍ଥିତି। ଗୃହ ମଧ୍ୟ ଭାଗରେ ଶାସକ-ବିରୋଧୀଙ୍କ ନାରାବାଜି ଓ ହଟ୍ଟଗୋଳ। ବିରୋଧୀ ଓ ଶାସକ ମୁହାଁମୁହିଁ ଫଳରେ ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ, ବଜେଟ ଆଲୋଚନା ସବୁ କିଛି ଫିକା ପଡ଼ିଯାଉଛି। ଅଧା ମିନିଟ ଗୃହକାର୍ଯ୍ୟ…

ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା…

ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିନ୍ଦା କରିଛି ବିଜେଡି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁବାସ ପାଣିଗ୍ରାହୀଙ୍କୁ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ଅତନୁ ସବ୍ୟସାଚୀ ଓ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ…

ବିଜେଡି ଓ ବିଜେପି ଡ୍ରାମା କରୁଛନ୍ତି:…

ଭୁବନେଶ୍ୱର: ବିଧାନସଭା ନଚାଲୁ ବୋଲି ଉଭୟ ବିଜେପି ଓ ବିଜେଡି ମିଳିତ ପ୍ରୟାସ କରୁଛନ୍ତି। ଆଜି ବିଧାନସଭା ମୁଲତବୀ ପ୍ରସଙ୍ଗରେ ତାରାପ୍ରସାଦ ବାହିନୀପତି ଏପରି କହିଛନ୍ତି। ତାରାପ୍ରସାଦ କହିଛନ୍ତି, ଚାଷୀଙ୍କ ଧାନ ନଉଠୁ ବୋଲି ଚାହୁଁଛନ୍ତି ଉଭୟ ବିଜେପି ଓ ବିଜେଡି। କେବଳ ଡ୍ରାମା କରୁଛନ୍ତି। ଚାଷୀ…

ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ ଏକ…

ଭୁବନେଶ୍ୱର: ଆଜି ବିଧାନସଭା ଗୃହରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ହୋହାଲ୍ଲା, ହଟ୍ଟଗୋଳ କରିଛନ୍ତି। ଗତକାଲି ଗୃହରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଏହାକୁ ବିଜେଡି ସଦସ୍ୟ ପ୍ରତିବାଦ କରିଛନ୍ତି। ଏନେଇ ବିଜେଡି ସଦସ୍ୟ ତାଙ୍କୁ କ୍ଷମା ମାଗିବାକୁ ନେଇ…