Odisha Link
Bridging the Missing Links in Odisha
Browsing Tag

Bbsr

ରାଜଧାନୀରୁ ୪ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୪ ଶିଶୁ ଶ୍ରମିକ ଉଦ୍ଧାର। ଭୁବନେଶ୍ୱର ଚାଇଲ୍ଡଲାଇନ୍ ଏୟାରଫିଲ୍ଡ ପୋଲିସର ସହାୟତାରେ ପଳାଶପାଲିରେ ଥିବା ଏକ ପାଉଁରୁଟି ତିଆରି କାରଖାନାରୁ ଚାରି ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୪ ଜଣ ଗଞ୍ଜାମ ଜିଲ୍ଲାରୁ ବୋଲି ଜଣାପଡିଛି। ସେମାନଙ୍କ…

ଭୁବନେଶ୍ୱରରେ ମୋହନ ଭାଗବତ

ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ। ସେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଆର୍‌ଏସ୍‌ଏସ୍‌ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳରେ ଯୋଗଦେବେ। ପୂର୍ବକ୍ଷେତ୍ର ପାଇଁ ଉଦ୍ଧିଷ୍ଟ ଏହି ବୈଠକ ଆସନ୍ତା ୨ ଦିନ…

ଭିଜିଲାନ୍ସ ଜାଲରେ ସହକାରୀ ଅଧ୍ୟାପକ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଫସିଛନ୍ତି ସହକାରୀ ଅଧ୍ୟାପକ। ଭୁବନେଶ୍ବର ସ୍ଥିତ ଘାଟିକିଆ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ପ୍ରସନ୍ନ କୁମାର ମିଶ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ…

ରାଜଧାନୀରେ ବଢ଼ିଲା ବିଜ୍ଞାପନ ଲାଇସେନ୍ସ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଜ୍ଞାପନ ଲାଇସେନ୍ସ ଦର ବୃଦ୍ଧି କରାଯାଇଛି। ରାଜସ୍ୱ ବୃଦ୍ଧି ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। ଧାର୍ଯ୍ୟ ଦର ମୁତାବକ, ୪୦୦ ଫୁଟର ହୋଡିଙ୍ଗ ପାଇଁ ବର୍ଗଫୁଟ ପିଛା ୩୩୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ, ୪୦୦ ଫୁଟରୁ ଅଧିକ…

ଏପ୍ରିଲ ସୁଦ୍ଧା ରାଜଧାନୀରେ ଗଡିବ ୫୦ଟି…

ଭୁବନେଶ୍ବର: ଏପ୍ରିଲ ପ୍ରଥମ ସପ୍ତାହରୁ ରାଜଧାନୀରେ ଗଡିବ ବିଦ୍ୟୁତ ଚାଳିତ ବସ୍। ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜଧାନୀରେ ବିଦ୍ୟୁତ୍ ଚାଳିତ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଏହି ବିଦ୍ୟୁତ୍ ଚାଳିତ ବସ୍ ଗୁଡିକର ଚାର୍ଜ ପାଇଁ ଗାଡକଣା ନିକଟରେ ଏକ ବିଦ୍ୟୁତ୍ ସବ୍…

ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ: ବିଏମସି…

ଭୁବନେଶ୍ବର: ରାଜଧାନୀରେ ମନ୍ଦିର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଶ୍ରୀ ଚୌଧୁରୀ କହିଛନ୍ତି, ରାଜଧାନୀ ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ।। ମନ୍ଦିର ଖୋଲିବ କି ନାହିଁ ସେ ନେଇ ବିଭିନ୍ନ ଦିଗକୁ ଆଲୋଚନା ଓ ବିଚାର ବିମର୍ଷ ଚାଲିଛି। ବିଶେଷଜ୍ଞ ଓ ଡାକ୍ତରୀଟିମ…

ରାଜଧାନୀରେ ‌କମିବ କୋଭିଡ୍‌ ହସ୍ପିଟାଲ୍…

ଭୁବନେଶ୍ବର: ସାରା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ରାଜଧାନୀରେ ବି ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ରାଜଧାନୀରେ ପ୍ରାୟ ସମସ୍ତ କୋଭିଡ୍‌ ହସ୍ପିଟାଲରେ ଅଧାରୁ ଅଧିକ ଶଯ୍ୟା ଖାଲି ରହିଛି। ତେଣୁ କୋଭିଡ୍‌ ହସ୍ପିଟାଲର ଶଯ୍ୟା କମାଇବାକୁ ବିଏମ୍‌ସି ଯୋଜନା କରିଛି। ଏନେଇ ବିଏମ୍‌ସି ପକ୍ଷରୁ…

ରାଜରାସ୍ତାରେ ଜଳିଗଲା ଟ୍ରକ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ବର ଅଞ୍ଚଳରେ ଜଳିଗଲା ଟ୍ରକ୍। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ଜଳିଯାଇଛି। ଟ୍ରକ୍‌ଟି ଜଳିବା ପରେ ନିଆଁକୁ ଆୟତ୍ତ କରାଯାଇଛି। ତେବେ କେଉଁ କାରଣରୁ ଟ୍ରକ୍‌ରେ ନିଆଁ ଲାଗିଲା ତାହା ଜଣାପଡିନାହିଁ। ବର୍ତ୍ତମାନ ସୁଦ୍ଧା ଟ୍ରକ୍‌ରେ ନିଆଁ ଲାଗି ହୋଇବା…

ବସ୍‌କୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର…

ଭୁବନେଶ୍ବର: ଯାତ୍ରୀବାହୀ ବସ୍‌କୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜରିମାନା। ବସ୍‌କୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଜରିମାନା କରିଛନ୍ତି ଭୁବନେଶ୍ବର ଆର୍‌ଟିଓ-୨। ବସ୍‌ଟି କୋରାପୁଟରୁ ଭୁବନେଶ୍ବର ଚଳାଚଳ କରୁଥିଲା। ବସ୍‌ ନମ୍ବର - ଓଡି୧୦ଏଫ୍‌ ୦୪୦୯କୁ ଜରିମାନା କରିଛନ୍ତି ଭୁବନେଶ୍ବର ଆର୍‌ଟିଓ-୨।…

ଦିଲ୍ଲୀକୁ ଗଡିବ ଆଉ ୨ଟି ସ୍ୱତନ୍ତ୍ର…

ଭୁବନେଶ୍ୱର: ଓଡିଶାରୁ ନୂଆଦିଲ୍ଲୀକୁ ଚାଲିବ ଆଉ ୨ଟି ସ୍ୱତନ୍ତ୍ର ଟ୍ରେନ୍। ଅକ୍ଟୋବର ୧୭ରୁ ଭୁବନେଶ୍ୱର-ଆନନ୍ଦବିହାର ସ୍ୱତନ୍ତ୍ର ଟ୍ରେନ୍ ଗଡିବ। ଏହି ଟ୍ରେନ୍ ପ୍ରତି ଶନିବାର ଅପରାହ୍ନ ୧୨ଟା ୪୫ରେ ଭୁବନେଶ୍ୱର ଛାଡିବ। ଅକ୍ଟୋବର ୧୯ରୁ ପ୍ରତି ସୋମବାର ସକାଳ ୭ଟା ୮ରେ ଆନନ୍ଦବିହାରରୁ ଟ୍ରେନ୍ ଛାଡିବ।…