Odisha Link
Bridging the Missing Links in Odisha
Browsing Tag

Bbsr

ଏଣିକି କିନ୍ନର କାଟିବେ ପାର୍କିଂ ଟିକେଟ୍

ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱରରେ ପାର୍କିଂ ଟିକେଟ୍ କାଟିବେ କିନ୍ନର। ଆଜି ରାଜମହଲ୍ ଛକରେ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏହା ଉଦଘାଟନ କରିଛନ୍ତି। ଏଥିପାଇଁ ଟିଜି ସ୍ୱୀକୃତିପ୍ରାପ୍ତ ସ୍ମାର୍ଟ ସିଟିର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରାଯାଇଛି। ପାର୍କିଂ ଟିକେଟ୍ କାଟିବା…

ରାଜଧାନୀରୁ ୧୦୨ ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ବର: ରାଜଧାନୀରୁ ୧୦୨ ଗ୍ରାମ ବ୍ରାଉନସୁଗାର ଜବତ। କମିସନରେଟ୍ ପୁଲିସର ସହାୟତାରେ ଏସଟିଏଫ୍ ୧୦୨ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି। ଏହି ମାମଲାରେ ପୁଲିସ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗତକାଲି ଭୁବନେଶ୍ୱରର ୟୁନିଟ୍ -୮ ଅଞ୍ଚଳରେ ଥିବା ନାରାୟଣ ବସ୍ତିରେ…

ଭୁବନେଶ୍ୱରର ୬ଟି ସ୍ଥାନରେ ହେବ ଟିକାକରଣ,…

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେବ କରୋନା ଟିକାକରଣ। ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱରର ୬ଟି ସ୍ଥାନରେ ଟିକାକରଣ ହେବ। ପ୍ରତି ସେଣ୍ଟରରେ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ…

ଡିଜିଟାଲାଇଜେସନ୍ ହେବ ଜେଲ୍

ଭୁବନେଶ୍ୱର: ଡିଜିଟାଲ ହେବ ରାଜ୍ୟର ଜେଲ୍ ବିଭାଗ। ଅଗ୍ନିଶମ ବିଭାଗ ପରେ ଏବେ ଜେଲ୍ ବିଭାଗ ମଧ୍ୟ ଡିଜିଟାଲାଇଜେସନ୍‌ ହେବ। ଜେଲ କାର୍ଯ୍ୟରେ ଟେକ୍ନୋଲୋଜି ବ୍ୟବହାରକୁ ନେଇ ଜେଲ ଡିଜି ଗୁରୁତ୍ୱ ଦେଇଛନ୍ତି। ଏଣିକି ୱେବସାଇଟ ଜରିଆରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ। ୱେବସାଇଟରେ…

ରାଜରାସ୍ତାରେ ଟଙ୍କା ବିଡ଼ା

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ପଡ଼ିରହିଛି ଟଙ୍କା ବିଡ଼ା। ଭୁବନେଶ୍ବର ଗଙ୍ଗନଗର ରାସ୍ତା ଉପରେ ପଡ଼ିରହିଛି ୫ ଶହ ଟଙ୍କିଆ ବଣ୍ଡଲ୍। ରାସ୍ତା ଉପରେ ପଡିଛି ୩ ଗୋଟି ୫ଶହ ଟଙ୍କିଆ ନୋଟ୍‌ ବଣ୍ଡଲ୍। ଏହି ନୋଟ୍‌ ବଣ୍ଡଲ୍ କାହାର ଏପର୍ଯ୍ୟନ୍ତ ଜଣା ପଡ଼ିନଥିବା ବେଳେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଛି।

ରାଜଧାନୀରୁ ୫୨ ଲକ୍ଷ ଟଙ୍କାର…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ୫୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି। ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ଭୁବନେଶ୍ବରକୁ ବ୍ରାଉନ୍‌ସୁଗାର ଚାଲାଣ ହେଉଥିବା ବେଳେ କମିସନରେଟ ପୁଲିସ୍‌ର କୁଇକ୍‌ ଆକ୍ସନ ଟିମ୍‌ ଏହାକୁ ଜବତ କରିଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ‌ପରେ ପୁଲିସ ଟିମ୍‌ ଆଜି…

ଲୁଟେରା ଗ୍ୟାଙ୍ଗ୍ ଗିରଫ, ୧୦୩ ମୋବାଇଲ…

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଝାଡ଼ଖଣ୍ଡ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ୍। ଆଜି ଭୁବନେଶ୍ୱର କମିଶନରେଟ୍‌ ପୁଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିଛି। ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୧୦୩ଟି ମୋବାଇଲ ଜବତ କରିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଆଇ‌ ଫୋନ୍‌ ଚୋରି ନେଇ ଥାନାରେ…

ରାଜ୍ୟରେ ବ୍ରିଟେନ୍ ଫେରନ୍ତା: ଓଡ଼ିଶାରେ…

ଭୁବନେଶ୍ୱର: ବ୍ରିଟେନ୍ରୁ କରୋନାର ନୂଆ ଷ୍ଟ୍ରେନ୍‌ ମିଳିବା ପରେ ବ୍ରିଟେନ୍‌ ଫେରନ୍ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଇତି ମଧ୍ୟରେ ବ୍ରିଟେନ୍ ଫେରନ୍ତାଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ବ୍ରିଟେନରୁ ୪୩ ଜଣ ଓଡ଼ିଶା ଫେରିଛନ୍ତି। ଭୁବନେଶ୍ବରକୁ ସର୍ବାଧିକ ୨୧…

ଫିକା ପଡିବ ବଡ଼ଦିନ, ପାଳନ ହେବନି…

ଭୁବନେଶ୍ୱର: ଆସନ୍ତା କାଲି ବଡ଼ଦିନ। ଧରାବତରଣ କରିବେ ପ୍ରଭୁ ଯୀଶୁ। ହେଲେ କରୋନା ମହାମାରୀ କାରଣରୁ ଚର୍ଚ୍ଚରେ ପୂର୍ବ ଭଳି ସାଜସଜ୍ଜା କି ରଙ୍ଗୀନ ଆଲୋକମାଳା ଦେ‌ଖିବାକୁ ମିଳୁନି। ଏଥିସହ ପାଳନ ହେବନି ପ୍ରଭୁ ଯୀଶୁଙ୍କ ମଧ୍ୟରାତ୍ରୀ ଜନ୍ମୋତ୍ସବ ଓ ପ୍ରାର୍ଥନା ସଭା। ୨୪ ତାରିଖ ମଧ୍ୟରାତ୍ରୀରେ କୌଣସି…

ରାଜଧାନୀରେ କରୋନା: ୩୧ ନୂଆ କରୋନା…

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୨୪ଘଣ୍ଟାରେ ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୬ ଓ ସ୍ଥାନୀୟ ଅଂଚଳରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…