Odisha Link
Bridging the Missing Links in Odisha
Browsing Tag

BJD

ବଳ ଗୋଟାଉଛି ବିଜେପି, ଲକ୍ଷ୍ୟ ୪୦୦

ଓଏଲ୍‌ ବ୍ୟୁରୋ: ଗଣତନନ୍ତ୍ରର ମହାନ ପର୍ବ ପାଇଁ ପ୍ରସ୍ତୁତ ହେଉଛି ଭାରତ। ଆଉ ଖାସ୍‌ ସେଇଥିପାଇଁ ନିର୍ବାଚନ ଯେତେ ପାଖଉଛି ପଲ୍ଲୀରୁ ଦିଲ୍ଲୀ ରାଜନୀତି ସରଗରମ ହେଇ ଉଠିଛି। ବିଶେଷ ଭାବେ ଏନ୍‌ଡିଏ ଓ ଇଣ୍ଡିଆକୁ ନେଇ ରାଜନୈତିକ ପାଣିପାଗ ଗରମ ରହିଛି। ଏସବୁ ମଧ୍ୟରେ ବଳ ଗୋଟାଇବାରେ ଲାଗିଛି ଭାରତୀୟ ଜନତା…

ମେଣ୍ଟ ଚର୍ଚ୍ଚା: ବିଜେଡି ନେତା…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାରେ ମେଣ୍ଟକୁ ନେଇ ହେଉଛି ଜୋରଦାର ଚର୍ଚ୍ଚା। ଗୋଟିଏ ପଟେ ନବୀନ ନିବାସରେ ବିଜେଡିର ବୈଠକ ବସିଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ ଓଡ଼ିଶା ବିଜେପି ନେତାଙ୍କ ବୈଠକ ବସିଛି। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ବିଜେଡି ଓ ବିଜେପିର ବରିଷ୍ଠ ନେତାଙ୍କ…

ଆଧୁନିକ ଓଡ଼ିଶାର ନବନିର୍ମାତା ଉତ୍ତୁଙ୍ଗ…

ତାଙ୍କର ଅନେକ ନାମ- କଳିଙ୍ଗ ପୁତ୍ର, ଆଧୁନିକ ଖାରବେଳ, ସେ ପ୍ରବାଦ ପୁରୁଷ, ଇଣ୍ଡୋନେସିଆର ଭୂମିପୁତ୍ର। ଏତେ ସବୁ ସମ୍ମାନର ଅଧିକାରୀ ଜଣେ ମହାନାୟକ ହିଁ ହୋଇପାରିବେ। ତେବେ ସବୁରି ମୁହଁରେ ଗୋଟିଏ ନାମରେ ସେ ଥିଲେ ବେଶ୍‌ ପରିଚିତ, ‘ବିଜୁ ବାବୁ’। ସେ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ…

ଶଙ୍ଖ ଭବନରେ ମିଶ୍ରଣ ପର୍ବ: ବିଜେଡିରେ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ସେତେ ମିଶ୍ରଣ ପର୍ବ ଦେଖିବାକୁ ମିଳିଛି। ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ। ବିଜେଡିରେ ସୁନ୍ଦରଗଡ଼ ଜିଲ୍ଲା କିଶାନ ସମାଜର ୨ ହଜାରରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ପକ୍ଷରୁ ସେମାନଙ୍କୁ ଦଳରେ ସାମିଲ କରାଯାଇଛି। ପୂର୍ବରୁ ଶଙ୍ଖଭବନରେ…

ବିଜେଡି ଛାଡ଼ିଲେ ଜୟଦେବ ବିଧାୟକ

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ୬ ଥରର ବିଧାୟକ ଅରବିନ୍ଦ ଢାଲି। ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢାଲି। ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇ-ମେଲ୍‌ ଯୋଗେ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ଆସନ୍ତାକାଲି ସେ ବିଜେପିରେ…

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ:…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। କିଛିଦିନ ହେବ ଓଡ଼ିଶା ରାଜନୀତିରେ ବିଜେଡି-ବିଜେପି ମେଣ୍ଟ ରାଜନୀତିକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। କାରଣ ଦଳର ହାଇକମାଣ୍ଡ ମାନେ ଚୁପ୍‌ ଥିଲେ ଏହି ପ୍ରସଙ୍ଗରେ। ଏସବୁ ମଧ୍ୟରେ ଓଡ଼ିଶା ବିଜେପି ସଭାପତି…

ଓଡ଼ିଶାରେ ହେବ କି ବିଜେଡି-ବିଜେପି ମେଣ୍ଟ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଏକାସାଥିରେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ। ଏଥିପାଇଁ ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ବିଜେଡି, ବିଜେପି ଓ କଂଗ୍ରେସ ଦଳୀୟ କର୍ମୀଙ୍କୁ କରୁଛନ୍ତି ଘନ ଘନ ବୈଠକ। ଏସବୁ ମଧ୍ୟରେ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ…

‘୨୦୨୪ ନିର୍ବାଚନରେ ରେକର୍ଡ…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ମଝିରେ ଆଉ ଏକ ମାସ ସମୟ। ତେବେ ଭୋଟ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ, ବିଭିନ୍ନ ରାଜ୍ୟକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଅନ୍ୟପଟେ ନିର୍ବାଚନ ତାରିଖ ଘୋଷଣା ନହୋଇଥିବା ବେଳେ ଓଡ଼ିଶା ରାଜନୀତି ସରଗରମ। ସାଧାରଣ ନିର୍ବାଚନକୁ…

ମିଶ୍ରଣ ପର୍ବ: ବିଜେଡିରେ ସାମିଲ ହେଲେ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ସେତେ ମିଶ୍ରଣ ପର୍ବ ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ନରେ ବିଜେଡିରୁ ବହିଷ୍କୃତ ହୋଇଥିବା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିଛନ୍ତି। ସେହିପରି ଆଜି ସନ୍ଧ୍ୟାରେ କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି ପଶ୍ଚିମ ଓଡ଼ିଶାର କିଛି…

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ତା ଠିକ୍‌ ପୁର୍ବରୁ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଇଡି ଦୁଇ ଦିନ ତଳେ ପ୍ରଫୁଲ ସାମଲଙ୍କ ଘରେ ରେଡ୍‌ କରିଥିବା ବେଳେ ଆଜି ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅକୁ ଇଡି…