Odisha Link
Bridging the Missing Links in Odisha
Browsing Tag

BMC

ଅନନ୍ତ ବ୍ରତ ପାଇଁ ଗାଇଡଲାଇନ ଆଣିଲା…

ଭୁବନେଶ୍ବର: ଅନନ୍ତ ବ୍ରତ ପାଇଁ ଗାଇଡଲାଇନ୍ ଆଣିଲା ବିଏମସି। ଆସନ୍ତାକାଲି ଅନନ୍ତ ବ୍ରତ ପଡୁଥିବାରୁ କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଗାଇଡଲାଇନ ଧାର୍ଯ୍ୟ କରିଛି ଭୁବନେଶ୍ୱର ମହାନଗର ନିଗମ। ଆସନ୍ତାକାଲି ଅନନ୍ତ ବ୍ରତ ସକାଶେ ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରରେ ଭକ୍ତଙ୍କ ଗହଳି ହୋଇପାରେ। ଯାହା…

ବାର୍‌ରେ ଜମିଥିଲା ଆସର, ତାପରେ…

ଭୁବନେଶ୍ବର: କରୋନା କଟକଣାକୁ ଫୁ କରି ବାର୍‌ରେ ଜମିଥିଲା ଆସର। ପରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ ହେଲା ରାଜଧାନୀର ଜନପଥରେ ଥିବା ମ୍ୟାଡ୍‌ ମୁଲ ବାରକୁ ସିଲ୍‌ କରିଛି ବିଏମ୍‌ସି। ନାଇଟ୍‌ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ରହିଛି। ରାଜ୍ୟରେ…

ଏଣିକି ରବିବାର ଦିଆଯିବ ଟିକା

ଭୁବନେଶ୍ବର: ଟିକାକରଣରେ ଭାରତ ଐତିହାସିକ ସଫଳତା ଲାଭ କରିଛି। ଗୋଟିଏ ଦିନରେ ୧ କୋଟିରୁ ଅଧିକ ଡୋଜ୍‌ ଟିକା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଶୁକ୍ରବାର ୧,୦୦,୬୩,୯୩୧ ଡୋଜ୍‌ ଟିକା ଦିଆଯାଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୨୮ ଲକ୍ଷରୁ ଅଧିକ ଡୋଜ୍‌ ଟିକା ପ୍ରଦାନ କରାଯାଇଛି।…

ସତ୍ୟ ସାଇ ଏନ୍‌କ୍ଲେଭ୍‌ ଅଞ୍ଚଳକୁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି। ହେଲେ ଖୋର୍ଦ୍ଧା, କଟକ ଭଳି ଜିଲ୍ଲାରେ କରୋନା ମାମଲା ଏବେ ବି ଉପରମୁହାଁ ଅଛି। ଏସବୁ ମଧ୍ୟରେ ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ସତ୍ୟ ସାଇ ଏନ୍‌କ୍ଲେଭକୁ କନଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି। ସଂକ୍ରମଣ ମାତ୍ରା ବୃଦ୍ଧି ପାଇଥିବାରୁ…

ବିଗ୍‌ ବି’ଙ୍କ ବଙ୍ଗଳା ଭାଙ୍ଗିବ…

ମୁମ୍ବାଇ: ବଲିଉଡ ଜଗତର ମେଗା ଷ୍ଟାର ଓ ସୁପର ଷ୍ଟାର ଅଭିତାଭ ବଚ୍ଚନଙ୍କ ପାଇଁ ଅଡ଼ୁଆ। ବିଗ୍‌ ବିଙ୍କ ବଙ୍ଗଳା 'ପ୍ରତୀକ୍ଷା'କୁ ଭାଙ୍ଗିବ ବଏମ୍‌ସି। ବେଆଇନ ନିର୍ମାଣ ଅଭିଯୋଗରେ ବିଏମ୍‌ସି ୨୦୧୭ରେ ଅମିତାଭଙ୍କୁ ନୋଟିସ୍‌ ଜାରି କରିଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଏବେ ବଙ୍ଗଳାର କିଛି…

ଜୁଲାଇ ପହିଲା ଯାଏଁ ୟୁନିଟ୍‌-୧ ହାଟ…

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଯେଉଁଥିପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ କଟକଣାକୁ ଆଂଶିକ କୋହଳ କରିଛନ୍ତି। ହେଲେ ରାଜଧାନୀ ଭୁବନେଶ୍ବରରେ ଗତ ୩ଦିନ ଧରି ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଓ ପୁଲିସ ମିଳିତ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି…

ଭୁବନେଶ୍ବର: ଗତବର୍ଷ ପରି ଏଥର ବି ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ କୋଭିଡ୍‌ ଯୋଦ୍ଧା ଘୋଷଣା କଲେ। କିନ୍ତୁ ସାମ୍ବାଦିକଙ୍କୁ ଟିକା ଦେବା ନେଇ ଚୋରାପୀରତିରେ ସାମାନ୍ୟ ଭଟ୍ଟା ପଡ଼ିନାହିଁ। ଗତକାଲି ସାମାଜିକ ଗଣମାଧ୍ୟମରେ ବ୍ୟାପକ ସମାଲୋଚନା ପରେ ତରବରରେ ଟିକାକରଣ ନିଷ୍ପତ୍ତି ନେଇଥିଲେ ଭୁବନେଶ୍ବର ମହାନଗର…

ନୟାପଲ୍ଲୀ ଆଇଡି ମାର୍କେଟ ୩ ଦିନ ପାଇଁ…

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। କିଛିଦିନ ହେବ ରାଜ୍ୟର ଭୁବନେଶ୍ବର ମହାନଗର ନିଗମରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସଂକ୍ରମଣ। ଯାହାଫଳରେ ବିଏମସିର ଚିନ୍ତା ବଢ଼ିଛି। କରୋନା ମାମଲା ବଢ଼ୁଥିବାରୁ ବିଏମସି ନେଇଛି କଡ଼ା ପଦକ୍ଷେପ। କୋଭିଡ ନିୟମ ଉଲ୍ଲଘଂନ…

ଦିନକରେ ରାଜଧାନୀରୁ ୭୭୩ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୭୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ କାୟା ମେଲାଉଛି କରୋନା। ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ବିଏମସି। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଭିଡିଓ ବାର୍ତ୍ତା ଜାରି କହିଛନ୍ତ ଯେ, ଭୁବନେଶ୍ବରରେ ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ…