Odisha Link
Bridging the Missing Links in Odisha
Browsing Tag

BMC

କରୋନା: ଭୁବନେଶ୍ୱରରୁ ୩୦୭ ଆକ୍ରାନ୍ତ…

ଭୁବନେଶ୍ୱର: ରାଜ୍ୟ ପୁଣି କରେନା ସଂକ୍ରମଣ ବଢ଼ିବାରେ ଲାଗିଛି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ଟ୍ରିପ୍‌ଲ ସେଞ୍ଚୁରୀ ମାରିଛି। ଆଜି ୩୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୩୮ ଜଣ ଲୋକାଲ୍‌ କେସ। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ଚିନ୍ତା…

ଆଜିଠୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ…

ଭୁବନେଶ୍ୱର: ହୁହୁ ବଢିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ରାଜଧାନୀରେ ମଧ୍ୟ ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଆଜିଠାରୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲ। ଆଇସିୟୁ ସହ ମୋଟ ୧୫୦…

ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର…

ଭୁବନେଶ୍ୱର: ଆସନ୍ତା କାଲି ପବିତ୍ର ବିଷୁବ ସଂକ୍ରାନ୍ତି। ବିଷୁବ ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ ଜାରି ହୋଇଛି କଟକଣା। କରୋନା ସଂକ୍ରମଣକୁ ଦୃଷ୍ଟି ରଖି ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ଆସିବାକୁ ମନା କରାଯାଇଛି। ବିଏମସି କଟକଣା ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ହୋଇପାରିବନି ପଣା ବଣ୍ଟନ…

ବିଏମସିର ପେଡ କ୍ୱାରେଣ୍ଟାଇନ ବ୍ୟବସ୍ଥା…

ଭୁବନେଶ୍ୱର: ଅଣାୟତ କଲାଣି ମହାମାରୀ କରୋନା। ହୁ ହୁ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ବର୍ତ୍ତମାନ ଚିନ୍ତାଜନକ ପରିସ୍ଥିିତି ସୃଷ୍ଟି କଲାଣି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପୁଣି ପେଡ କ୍ୱାରେଣ୍ଟାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ରାଜଧାନୀରେ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ…

ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା,…

ଭୁବନେଶ୍ବର: ରାଜ୍ୟରେ ବିଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାଫଳରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ହେବ ନା ନାଇଁ ଅନିଶ୍ଚିତତା ଲାଗି ରହିଥିଲା। ତେବେ ଏସବୁ ରାଜ୍ୟ ସରକାର ଲାଗି ରହିଥିବା ଅନିଶ୍ଚିତତା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ରାଜ୍ୟ…

ପରୀକ୍ଷା ନଥିଲେ ହଷ୍ଟେଲ ଛାଡ଼,…

ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଜି ମହାବିଦ୍ୟାଳୟ ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛି। ନୂଆ ମାର୍ଗଦର୍ଶିକା ଅନୁସାରେ ବିଏମ୍‌ସି ଅଧିନରେ ଥିବା ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ଜୁନିଅର କଲେଜ ଓ ଡିଗ୍ରି କଲେଜଗୁଡ଼ିକରେ ଏହା ପାଳନ କରାଯିବ।…

ସିଲ୍ ହେଲା ସିଲିକନ୍ ଇଞ୍ଜିନିୟରିଂ କଲେଜ,…

ଭୁବନେଶ୍ବର: ଅଣାୟାତ୍ତ କଲାଣି ମହାମାରୀ କରୋନା।‌ ଦିନକୁ ଦିନ କରୋନା ସକ୍ରଂମଣ ହାର ବଢ଼ିବାରେ ଲାଗିଛି। ରାଜ୍ୟରେ  କରୋନା ଗ୍ରାଫ୍‌ ଉପରମୁହାଁ ରହୁଥିବା ବେଳେ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏହାରି ମଧ୍ୟରେ କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ସିଲିକନ୍ ଶିକ୍ଷାନୁଷ୍ଠାନ ସିଲ୍ କରାଯାଇଛି।…

ଟ୍ରାଭେଲ ରେଜିଷ୍ଟ୍ରସନ ନଥିବାରୁ ବଢୁଛି…

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ତେବେ ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରେ କରୋନା ପଜିଟିଭ…

କୋଚିଂ ସେଣ୍ଟର ସିଲ୍ କଲା ବିଏମ୍‌ସି

ଭୁବନେଶ୍ବର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ସେଥିପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କୋଭିଡ୍ ଗାଇଡ୍ ଲାଇନ୍ ଲାଗୁ କରାଯାଇଛି। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ବର ସ୍ଥିତ ଏକ କୋଚିଂ ସେଣ୍ଟର ସିଲ୍…

କରୋନା: ଭୁବନେଶ୍ବର ଏସବିଆଇ ମୁଖ୍ୟଶାଖା…

ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟରେ ପୁଣି କରାନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ୱରରେ ଏସବିଆଇ ବ୍ୟାଙ୍କକୁ ସିଲ୍ କଲା ବିଏମସି। ୟୁନିଟ୍-୧ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଏହାକୁ ୪୮ ଘଣ୍ଟା ପାଇଁ ସିଲ୍ କରିଛି। ଏନେଇ ବିଏମସି କମିଶନର…