Odisha Link
Bridging the Missing Links in Odisha
Browsing Tag

BMC

କରୋନା: ରାଜଧାନୀ ପାଇଁ ନୂଆ ଗାଇଡଲାଇନ୍‌…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ଭୁବନେଶ୍ବର ମହାନଗର ନିଗମ ଜାରି କରିଛି ନୂଆ ଗାଇଡଲାଇନ୍। ବିଏମସି ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍‌ ଅନୁସାରେ ଏଣିକି ବିବାହ ଉତ୍ସବରେ କେବଳ ଶହେ ଲୋକ ଏକାଠି ହୋଇପାରିବେ। ଏଥିସହିତ…

ଭୁବନେଶ୍ୱର ଆଲେନ୍ ଇନଷ୍ଟିଚ୍ୟୁଟ୍‌ ସିଲ୍‌

ଭୁବନେଶ୍ୱର: ପୁଣି କାୟା ମେଲାଇ ଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ XIMB ପରେ ଏବେ ଭୁବନେଶ୍ୱର ଆଲେନ୍ ଇନଷ୍ଟିଚ୍ୟୁଟ୍‌କୁ ସିଲ୍‌ କରିଛି ବିଏମ୍‌ସି।  …

ଦୋଳ ଓ ହୋଲି ପାଇଁ ଆସିଲା ବିଏମସିର…

ଭୁବନେଶ୍ବର: କରୋନାକୁ ଦୃଷ୍ଟିରେ ରଖି ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ବିଏମସି ଗାଇଡଲାଇନ୍‌ ଜାରି କରିଛି। ଦୋଳଯାତ୍ରାରେ ସାମିଲ ହୋଇପାରିବେ ମାତ୍ର ୬ ଜଣ। ଶୋଭାଯାତ୍ରାକୁ ନା, ଦୋଳକୁ କାନେ୍ଧଇବା ବ୍ୟକ୍ତି ମାସ୍କ ପିନ୍ଧିବେ। ଦୋଳ ମେଳଣ ପଡ଼ିଆରେ ସର୍ବାଧିକ ୫୦ରୁ ୬୦ ଜଣଙ୍କୁ ଅନୁମତି। ସମସ୍ତେ ସାମାଜିକ…

ଦୋଳ ପାଇଁ କଟକଣା ଜାରି କଲା ବିଏମସି

ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଲାଣି କରୋନା କାୟା। ରାଜ୍ୟରେ ଏବେ ଉପରମୁହାଁ ରହୁଛି କରୋନା ଗ୍ରାଫ୍। କରୋନା ସଂକ୍ରମଣକୁ ଦୃଷ୍ଟିରେ ଦୋଳ ପାଇଁ କଟକଣା ଜାରି କରିଛି ବିଏମସି। ଦୋଳ ଓ ହୋଲି ପାଇଁ ପୂର୍ବରୁ ବିଏମସି ପକ୍ଷରୁକରାଯାଇଥିବା କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି। ବିଏମ୍‌ସି ଗାଇଡଲାଇଡ଼ ମୁତାବକ,…

ଶିକ୍ଷାନୁଷ୍ଠାନରୁ ୨୩ କରୋନା ପଜିଟିଭ୍,…

ଭୁବନେଶ୍ୱର:ପୁଣି ଉପର ମୁ‌ହାଁ ହେଲାଣି କରୋନା ଗ୍ରାଫ୍। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି ଯାହା ପୁଣି ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ପ୍ରଥମେ କଟକ ଏବେ ଭୁବନେଶ୍ୱରେ ବଢୁଛି କରୋନା ସଂକ୍ରମଣ ହାର। ଆଜି…

ହୋଲି ଉପଲକ୍ଷେ ବିଏମସି ପକ୍ଷରୁ ଜାରି…

ଭୁବନେଶ୍ୱର: ହୋଲି ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ଜାରି ହେଲା ଗାଇଡଲାଇନ୍। ଏହା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏସଆରସିଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରାଯିବ। ରାଜଧାନୀରେ ଦୋଳ ଓ ହୋଲି ପାଇଁ…

ଅମାନିଆଙ୍କ ପାଇଁ ସ୍କ୍ୱାଡ ଗଠନ କଲା…

ଭୁବନେଶ୍ୱର: ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବଢ଼ିବାର ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। କମିଶନରେଟ ପୁଲିସ ସହ ଆଲୋଚନା କରାଯାଇଥିବା ବେଳେ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଅମାନିଆଙ୍କ…

ରାଜଧାନୀରେ ଶିକ୍ଷକଙ୍କୁ କରୋନା, ସ୍କୁଲ…

ଭୁବନେଶ୍ୱର: କରୋନା ଆକ୍ରାନ୍ତ ହେଲେ ଶିକ୍ଷକ। ରାଜଧାନୀର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ପରେ ସେ ପରୀକ୍ଷା କରିବାରୁ କରୋନା ଆକ୍ରାନ୍ତ ବେଲି ଜଣାପଡିଲା। ପାଠ ପଢ଼ାଇବା ସମୟରେ ଶିକ୍ଷକ ଜଣଙ୍କ ପିଲାଙ୍କ ସଂସ୍ପର୍ଶରେ ଆସିଥିବାରୁ ସ୍କୁଲକୁ ୨ଦିନ ଛୁଟି କରାଯାଇ ବିଶୋଧନ…

ରାଜଧାନୀରେ ଆରମ୍ଭ ହେଲା ଡିଜିଟାଲ୍‌…

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେଲା ଡିଜିଟାଲ୍‌ ଡୋର୍‌ ନମ୍ବରିଂ। ଘର ନମ୍ବରରୁ ମିଳିଯିବ ସମସ୍ତ ତଥ୍ୟ। ତେବେ ଲୋକଙ୍କ ଠିକଣାନେଇ ରହିବନି କୌଣସି ଦ୍ବନ୍ଦ । ପ୍ରତି ଘର ପାଇଁ ରହିବ ସ୍ୱତନ୍ତ୍ର ନମ୍ବର। ରାଜଧାନୀବାସୀଙ୍କୁ ଏକ ସ୍ମାର୍ଟ ଆଡ୍ରେସ୍‌ ଦେବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛି ବିଏମ୍‌ସି।…

କୋଭିଡ଼୍ ସେଲରୁ ଫେରିଯିବେ ଡାକ୍ତର ଓ ଏଏସଓ

ଭୁବନେଶ୍ବର: ବିଏମସି କୋଭିଡ଼୍ ସେଲରୁ ଫେରିଯିବେ ଅଣ ବିଏମସି ଅଧିକାରୀ ଓ କର୍ମଚାରୀ। ଆଜି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ଼ର ସ୍ଥିତିକୁ ଅନୁଧ୍ୟାନ କରି ଏହି ନିଷ୍ପତ୍ତି ନେଇଛନ୍ତି। ଭିନ୍ନ ଭିନ୍ନ ସମୟରେ ଆବଶ୍ୟକ ଅନୁସାରେ ରାଜ୍ୟ ସରକାର ବିଏମସି କୋଭିଡ଼୍ ସେଲକୁ ଆସିଥିଲେ…