ଗଡ଼ିବନି ବସ୍
ଭୁବନେଶ୍ବର: ଭାରତ ସରକାର ଗ୍ରୀନ୍ ଜୋନରେ ୫୦ ପ୍ରତିଶତ ବସ୍ ଚାଲିବା ନେଇ ଘୋଷଣା କରିଥିଲେ। ମେ ୩ ପରଠୁ ଏହା କାର୍ଯ୍ୟକାରୀ ହୋଇ ପାରିବ ବୋଲି ନିର୍ଦ୍ଦେଶ ଥିଲା। ହେଲେ ରାଜ୍ୟ ଘରୋଇ ବସ ମାଲିକ ସଂଘର ଭିନ୍ନ ମତ ।
ଦୁଇଟି ଗ୍ରୀନ୍ ଜୋନ ଜିଲ୍ଲା ଭିତରେ ରେଡ୍ ଜୋନ୍ ଜିଲ୍ଲା ବି ଆସୁଛି। ଏଭଳି ସ୍ଥିତିରେ…