Odisha Link
Bridging the Missing Links in Odisha
Browsing Tag

citizen amendment bill

ନାଗରିକତା ଆଇନ: ଶୁଣାଣି କରିବେ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର-ପୂର୍ବ ସମେତ କିଛି ରାଜ୍ୟରେ ହିଂସା ଦେଖିବାକୁ ମିଳିଛି। ଏ ନେଇ ତତ୍କାଳ ଶୁଣାଣୀ ପାଇଁ ଆଇନଜୀବୀ ଇନ୍ଦିରା ଜୟସିଂହ ସୁପ୍ରିିମକୋର୍ଟରେ ଆବଦେନ କରିଥିଲେ। ସିଏଏ ଲାଗୁ କରିବା ଫଳରେ ସାରା ଦେଶରେ ମାନବାଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଆବେଦନକାରୀ…

୫ ରାଜ୍ୟକୁ ଚେତାବନୀ ଦେଲା ଗୃହ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଦେଶର ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ହିଂସା ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ହିଂସା, ଉତ୍ତେଜନା ଓ ଅଶାନ୍ତ ବାତାବରଣ ଲାଗି ରହିଥିବାବେଳେ ଏବେ ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସଂସଦର ଉଭୟ ଗୃହରେ…

ରାଜ୍ୟରେ ଏନ୍‌ଆରସି ଲାଗୁ ନକରିବା…

ଭୁବନେଶ୍ବର: ନାଗରିକ ସଂଶୋଧନ ବିଲ ଉଭୟ ଗୃହରେ ପାରିତ ହେବା ପରେ ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇ ସାରିଛି। ଏହା ଉଭୟ ଗୃହରେ ଆଲୋଚନା ପରେ ଭୋଟିଂ ମାଧ୍ୟମରେ ବହୁମତରେ ପାରିତ ହୋଇଥିଲା। ଓଡିଶାର ଶାସକ ଦଳ ବିଜୁ ଜନତା ଦଳ ଏହି ବିଲକୁ ମଧ୍ୟ ସମର୍ଥନ କରିଥିଲା, କିନ୍ତୁ ଆଜି ଏକ…

ସିଏବି: ସିଏବିକୁ ନେଇ ଜେଡିୟୁରେ ଫାଟ!,…

ପାଟନା: ନାଗରିକ ସଂଶୋଧନ ବିଲ(ସିଏବି)କୁ ନେଇ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଲାଗି ରହିଛି ହିଂସା। ଅନ୍ୟପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଛି ସିଏବି। ସିଏବିକୁ ସଂସଦର ଉଭୟ ଗୃହରେ ସମର୍ଥନ କରିଛି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ।…

CAB: ଆସାମରେ ଇଣ୍ଟରନେଟ୍‌ ସେବା ବନ୍ଦ,…

ନୂଆଦିଲ୍ଲୀ:ନାଗରିକତା ସଂଶୋଧନ ବିଲକୁ ନେଇ ଉତ୍ତର-ପୂର୍ବ ଭାରତ ଅଶାନ୍ତ। ଏହି ବିଲକୁ ବିରୋଧ କରି ଆସାମରେ ଅଶାନ୍ତି ଲାଗି ରହିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ଟୁଇଟ କରି ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ସେ ଟୁଇଟରରେ ଲେଖିଛନ୍ତି ଯେ, ମୁଁ ଆସାମର ସମସ୍ତ ଭାଇ ଓ…

ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ପରେ କଣ…

ନୂଆଦିଲ୍ଲୀ: ବହୁ ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌ ବହୁ ବିତର୍କ ପରେ ଆଜି ରାଜ୍ୟସଭାରେ ପାସ୍‌ ହୋଇଛି। ଏହି ବିଲ୍‌ ପୂର୍ବରୁ ଲୋକସଭାରେ ପାସ୍‌ ହୋଇ ସାରିଛି। ଏହି ବିଲ ପାସ ହେବା ପରେ ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…

ରାଜ୍ୟସଭାରେ ପାରିତ ହେଲା ନାଗରିକତା…

ନୂଆଦିଲ୍ଲୀ: ବହୁ ବିତର୍କ ପରେ ରାଜ୍ୟସଭାରେ ପାରତି ହୋଇଛି ନାଗରିକତା ସଂଶୋଧନ ବିଲ୍। ଏହି ବିଲ୍‌ ପୂର୍ବରୁ ଲୋକସଭାରେ ପାସ୍‌ ହୋଇ ସାରିଛି। ଆଜି ଏହି ବିଲକୁ ନେଇ ରାଜ୍ୟସଭାରେ ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହୋଇଥିଲା। ଶେଷରେ ବିଲ ସପକ୍ଷରେ ୧୧୭ ଭୋଟ ପଡ଼ିଥିବା ବେଳେ ବିରୋଧରେ ୯୨ ଭୋଟ…

ସିଲେକ୍ଟ କମିଟିକୁ ଯିବନାହିଁ CAB

ନୂଆଦିଲ୍ଲୀ: ସିଲେକ୍ଟ କମିଟିକୁ ପଠାଯିବ ନାହିଁ ନାଗରିକତା ସଂଶୋଧନ ବିଧେୟକ(ସିଏବି) । ରାଜ୍ୟସଭାରେ ସିଲେକ୍ଟ କମିଟିକୁ ପଠାନଯିବା ସପକ୍ଷରେ ୧୨୪ଭୋଟ ହୋଇଥିବା ବେଳେ ଏହାର ବିପକ୍ଷରେ ୯୯ ଟି ଭୋଟ ହୋଇଛି। ଭୋଟିଂ ସମୟରେ ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ। ଲୋକସଭାରେ ଏହି ବିଲ ସପକ୍ଷରେ ଭୋଟ ଦେଇଥିବା ଶିବସେନା…

ଗୌହାଟୀରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍‌…

ଗୌହାଟୀ: ଗୋଟିଏ ପଟେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିତର୍କ ଚାଲିଥିବା ବେଳେ ଅନ୍ୟପଟେ ଆସାମରେ ତୀବ୍ର ବିରୋଧ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଲ ବିରୋଧରେ ସ୍ୱର ଉଠୁଥିବା ବେଳେ ଧିରେଧିରେ ଏହି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟସଭାରେ ବିଲ ନେଇ ବିତର୍କ ଯେତିକି ଜୋର ହେଉଛି…

ନାଗରିକତା ସଂଶୋଧନ ବିଲ୍‌ ପ୍ରସଙ୍ଗରେ…

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍‌-୨୦୧୯କୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ୱାଧୀନତା ସଂପର୍କିତ କମିଶନ (ୟୁଏସସିଆଇଆରଏଫ) ସମାଲୋଚନା କରିଥିବାରୁ ଏହାକୁ ତୀବ୍ର ସମାଲୋଚନା କରିଛି ଭାରତ । ଏହି ସଂପର୍କରେ ପ୍ରତିକ୍ରିୟା ରଖି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ…