Odisha Link
Bridging the Missing Links in Odisha
Browsing Tag

Collector

ସୋନପୁରକୁ ମିଳିଲା ନୂଆ ଜିଲ୍ଲାପାଳ,…

ଓଏଲ୍‌ ବ୍ୟୁରୋ: ସୋନପୁର ଜିଲ୍ଲାକୁ ମିଳିଲା ନୂଆ ଜିଲ୍ଲାପାଳ। ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ବିମଳେନ୍ଦୁ ରାୟ ହେଲେ ସୋନପୁରର ନୂଆ ଜିଲ୍ଲାପାଳ। ବିମଳେନ୍ଦୁଙ୍କ ନିଯୁକ୍ତି ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିମଳେନ୍ଦୁ ଏବେ ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ।…

ଦ୍ୱିତୀୟ ବିବାହ କରିବେ ଆଉ ୨ ଜିଲ୍ଲାପାଳ

ଓଏଲ୍‌ ବ୍ୟୁରୋ: ନିକଟରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହ କଥା ଚର୍ଚ୍ଚା ଥମିନଥିବା ବେଳେ ଏବେ ଆଉ ଦୁଇଜଣ ଜିଲ୍ଲାପାଳ ଜୀବନ ସାଥୀ ହେବାକୁ ଯାଉଛନ୍ତି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା…

ସରପଞ୍ଚଙ୍କ ଅଭିଯୋଗ: କେବଳ କାଗଜପତ୍ରରେ…

ଜଗତସିଂହପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ ହେଁ, ତୃଣମୂଳ ସ୍ତରରେ ଏବେ ବି ବାବୁରାଜ ଚାଲିଛି। ସରପଞ୍ଚମାନଙ୍କ ଅଜ୍ଞାତସାରରେ ପଞ୍ଚାୟତରେ କୋଭିଡ୍‌ ପରିଚାଳନା କରୁଛି ବ୍ଲକ୍‌ ପ୍ରଶାସନ। କେବଳ କାଗଜପତ୍ରରେ…

ପିତାଙ୍କ ବିୟୋଗ ସତ୍ତ୍ୱେ କାର୍ଯ୍ୟରେ ଯୋଗ…

ଭୁବନେଶ୍ବର: ଆଜି ସକାଳୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ପିତାଙ୍କ ବିୟୋଗ ଘଟିଛି। ଏହାସତ୍ତ୍ବେ ଶ୍ରୀ ଚଇନି ଛୁଟି ନନେଇ କାର୍ଯ୍ୟ ଯୋଗ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଏଭଳି ନିଷ୍ଠାପରତା କାର୍ଯ୍ୟ ପାଇଁ ଭୂରି ପ୍ରଶଂସା…

ରାତି ଅଧରେ ଛତ୍ରପୁର ସହରର ସ୍ୱଚ୍ଚତା…

ବ୍ରହ୍ମପୁର: ରାତି ଅଧରେ ଛତ୍ରପୁର ସହରର ସ୍ୱଚ୍ଚତା ଓ ପରିମଳ ତଦାରଖ କଲେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଜିଲ୍ଲାପାଳ ଏକ ବୁଲେଟରେ ନିଜ ବାସଭବନରୁ ବାହାରି ବସଷ୍ଟାଣ୍ଡ,ମୁଖ୍ୟବଜାର, ରିକାପଲ୍ଲୀ ଓ ଲୋୟର ବସଷ୍ଟାଣ୍ଡ ବୁଲିଥିଲେ। ମୁଖ୍ୟ ବଜାର କାରିଣୀ ସାହି ଛକ ନିକଟରେ ଏକ ଦୋକାନ ସମ୍ମୁଖରେ…

ରକ୍ତ ଜୁଡୁବୁଡୁ ବ୍ୟକ୍ତିଙ୍କୁ…

ଗଞ୍ଜାମ: ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାପାଳ। କାରଣ ଦୁର୍ଘଟଣା ଶିକାର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ସୂଚନାଥାଉକି, ଶେରଗଡ ମାରୁଡି ଛକ ନିକଟରେ ଟାଟାଏସି ଧକ୍କାରେ ବାଇକ ଚାଳକ…

ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ରାତି ସାରା…

ବାଲେଶ୍ବର: ନିଜର ଦାବି ନେଇ ରାତି ସାରା ଧାରଣାରେ ବସିଲେ ଛାତ୍ରଛାତ୍ରୀ। ବାଲେଶ୍ବର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଫକୀର ମୋହନ ବିଶ୍ବ ବଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। ମିଳିଥିବା ସୂଚନା ଅନୁସାରେ ବି.ଏଡ ଆଉ ଏମ.ଏଡ ପିଲାମାନେ ଶିକ୍ଷକ ନିଯୁକ୍ତି ପରୀକ୍ଷାରୁ ବଂଚିତ ହେଉଛନ୍ତି। ଏହି…

ଭୁଲ ପାଇଁ ନିଜେ ତଣ୍ଡ ଗଣିଲେ ଜିଲ୍ଲାପାଳ…

ଗାଜିଆବାଦ: ଭୁଲ ପାଇଁ ଦଣ୍ଡ ମିଳିଥାଏ। ହେଲେ ଭୁଲ ପାଇଁ ନିଜେ ନିଜକୁ ଦଣ୍ଡିତ କରଥିବା ଖବର ଶୁଣିନଥିବେ। ହେଲେ ବାସ୍ତବରେ ଏପରି ହିଁ ହୋଇଛି। ଗାଜିଆବାଦ ଜିଲ୍ଲାପାଳ ଅଜୟ ଶଙ୍କର ପାଣ୍ଡେ ନିଜେ ନିଜ ଉପରେ ଲଗାଇଛନ୍ତି ୧୦ହଜାର ଟଙ୍କାର ଫାଇନ୍। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତାଙ୍କ ବ୍ୟକ୍ତିଗତ ସହାୟକଙ୍କ…

ଜିଲ୍ଲାପାଳଙ୍କୁ ଘେରିଲେ ଷଣ୍ଢ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଘେରିଲେ ଶତାଧିକ ଷଣ୍ଡ। ରାଜନଗରରେ ବୁଲା ଷଣ୍ଡ ମାନଙ୍କର ଉତ୍ପାତ ଯୋଗୁଁ ଗାଁ ଲୋକେ କିଛି ଦିନ ହେବ ସମସ୍ୟାରେ ପଡିଯାଇଥିଲେ। ଏନେଇ ସେ ବାରମ୍ବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଏନେଇ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଗାଁ ଲୋକେ ରାଗିକି…

ସ୍କୁଲରେ ପାଠ ପଢ଼ାଇଲେ ନୂଆପଡ଼ା ଜିଲ୍ଲାପାଳ

ନୂଆପଡ଼ା: ଚର୍ଚ୍ଚାରେ ନୂଆପଡ଼ା ଜିଲ୍ଲାପାଳ। କାରଣ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ କୋମନା ବ୍ଲକ୍‌ ଅନ୍ତର୍ଗତ ଭରୁଆମୁଣ୍ଡା ଓ ଟିକ୍ରାପଡ଼ା ସରାକାରୀ ସ୍କୁଲ ପରିଦର୍ଶରେ ଯାଇଥିଲେ। ସେଠାରେ ସ୍କୁଲର ପରିବେଶ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ପାଠପଢ଼ା ଏବଂ ଅନ୍ୟାନ୍ୟ ସୁବିଧା ଓ ଅସୁବିଧା କଥା ପଚାରି…