Odisha Link
Bridging the Missing Links in Odisha
Browsing Tag

corona vaccine

କୋଭିଡ୍ ଟିକା ବଦଳରେ ଫୋଡ଼ି ଦେଲେ କୁକୁର…

ଲକ୍ଷ୍ମୌ: ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଅନ୍ୟପଟେ ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ମଧ୍ୟ କରୋନା ଟିକା ଦିଆଯାଉଛି। ହେଲେ କରୋନା ଟିକା ପ୍ରଦାନ ବେଳେ ଦେଖିବାକୁ ମିଳିଛି ବଡ଼ ବ୍ୟତିକ୍ରମ। ଯାହାଫଳରେ ପଦାରେ ପଡ଼ିଛି ସ୍ବାସ୍ଥ୍ୟକର୍ମୀଙ୍କ ବେପାରୁଆ ଆଚରଣ। ଉତ୍ତର…

ଆଜି ଓଡ଼ିଶା ଆସିବ ୩ ଲକ୍ଷ ୪୯ ହଜାର ଟିକା

ଭୁବନେଶ୍ୱର: ପୁଣି ଥରେ କାୟା ବିସ୍ତାର କଲାଣି। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଲୋକମାନେ ଟିକା ଉପରେ ଆଶା କରୁଥିବା ବେଳେ ଆଜି ଓଡିଶାକୁ ଆସୁଛି ଆହୁରି ୩ ଲକ୍ଷ ୪୯ ହଜାର ଟିକା। ଏନେଇ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ସୂଚନା…

ଟିକା ରପ୍ତାନି ବିଳମ୍ବିତ କରିବ ସେରମ…

ପୁଣେ: ପୁଣି କଲବଲ କଲାଣି କରୋନା। ଦିନକୁ ଦିନ ପୁଣି ଦେଶରେ କରୋନା ସଂକ୍ରମଣ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣ ବଢୁଥିବା କାରଣରୁ କେତେକ ଦେଶକୁ କୋଭିସିଲଡ୍ ଟିକାର ରପ୍ତାନି ବିଳମ୍ବିତ କରିବ ସେରମ ଇନଷ୍ଟିଚ୍ୟୁଟ୍। ଏସବୁ ଦେଶମାନେ ହେଲେ ବ୍ରାଜିଲ, ମରୋକ୍କୋ ଓ ସାଉଦି ଆରବ।…

ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଯାଉ କରୋନା…

ଭୁବନେଶ୍ୱର: କିଛି ଦିନ ହେବ ପୁଣି କଲବଲ କରୁଛି କରୋନା। ରାଜ୍ୟରେ ସଂକ୍ରମଣ ବଢ଼ିଥିବା ବେଳେ ଏହାର ମୁକାବିଲା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ଜୋରଦାର ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ବୟସ୍କ ଓ ଗୁରୁତର ଲୋକଙ୍କୁ ଟିକା ଦିଆଯାଉଛି। ଏହାରି ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ…

କରୋନା ଟିକା ନେବାର ୩ ଦିନ ପରେ ପଜିଟିଭ…

ଗୁଜୁରାଟ: ଦେଶରେ କିଛି ସ୍ଥାନରେ ମହାମାରୀ କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ଦେଖତବାକୁ ମିଳଛି। ଏସବୁ ମଧ୍ୟରେ ଦେଶରେ ଜୋରଦାର ଚାଲିଛି ଟିକା କରଣ ପ୍ରକ୍ରିୟା। ଏପର୍ଯ୍ୟନ୍ତ ପାଖାପାଖି ୩ କୋଟି ଲୋକ କରୋନା ଡୋଜ ନେଇଥିବା ସୂଚନା ରହିଛି ।ଏହାରି ମଧ୍ୟରେ ଆସିଛି ଏକ ଖବର ଯାହା ଆପଣଙ୍କ ପାଇଁ ଜରୁରୀ।…

ଏଣିକି ଦିନକୁ ଏକ ଲକ୍ଷ ବୟସ୍କ…

ଭୁବନେଶ୍ୱର: ରାଜ୍ୟରେ ଏଣିକି ଦିନକୁ ଏକ ଲକ୍ଷ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ସ୍ୱାସ୍ଥ୍ୟ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି। ଦିଲ୍ଲୀ ସ୍ଥିତ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ବାପା ଓ ମା’ ବି ଟିକା ନେଇଛନ୍ତି। କେଜ୍ରିୱାଲଙ୍କ ବୟସ ୫୨…

ସବୁ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ହେବ…

ଭୁବନେଶ୍ବର: ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଛି ବରିଷ୍ଠ ମାନଙ୍କୁ ଟିକାକରଣ। ଏହି ଟିକା କରଣ ଆହୁରି ଜୋରଦାର କରିବେ ରାଜ୍ୟ ସରକାର। ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ। ଏଥିରେ ଅଧିକ ଟିକା କେନ୍ଦ୍ର ଖୋଲିବା ପାଇଁ…

କରୋନା ଟିକା ନେଲେ ବାଚସ୍ପତି

ଭୁବନେଶ୍ବର: ଆଜି କରୋନା ଟିକା ନେଲେ ବିଧାନସଭା ବାଚସ୍ପତି ଓ ଉପ-ବାଚସ୍ପତି। ବିଧାନସଭା ପରିସରରେ ଥିବା ହସ୍ପିଟାଲରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଉପବାଚସ୍ପତି ରଜନୀକାନ୍ତ ସିଂହ ଟିକା ନେଇଛନ୍ତି । ଏହାସହ ୨୦ ଜଣ ମନ୍ତ୍ରୀ ଓ ବିଧାୟକ ମଧ୍ୟ କରୋନା ଟିକା ନେଇଛନ୍ତି । ପୂର୍ବରୁ କରୋନା ଟିକା…

ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ଦିଆଯିବ…

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଆଜି ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆସନ୍ତା ମାର୍ଚ୍ଚ ପହିଲାରୁ ବୟସ୍କ ଲୋକଙ୍କୁ ଦିଆଯିବ କରୋନା ଟିକା। ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ପ୍ରେସ୍‌ ମିଟ୍‌ କରି ସୂଚନା ଦେଇଛିନ୍ତି। ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ…