Odisha Link
Bridging the Missing Links in Odisha
Browsing Tag

Covid Test

ଆସନ୍ତାକାଲିଠୁ ବିମାନବନ୍ଦରରେ ହେବ ବିଦେଶ…

ଓଏଲ୍‌ ବ୍ୟୁରୋ: ବିଶ୍ବର କିଛି ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ମହାମାରୀ । ଏହାକୁ ନଜରରେ ରଖି ସତର୍କ ହୋଇଛନ୍ତି ଭାରତ ସରକାର। ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ପୁଣିଥରେ କରୋନା କଟକଣା ଲାଗୁ କରାଯାଇଛି। ଡିସେମ୍ବର ୨୪ ତାରିଖରୁ ଅର୍ଥାତ୍‌ ଶନିବାରଠୁ…

ରଥଯାତ୍ରା ପାଇଁ ୪ଥର ହେବ କରୋନା ଟେଷ୍ଟ

ପୁରୀ: ରଥଯାତ୍ରା ପାଇଁ ୪ଥର ହେବ କରୋନା ଟେଷ୍ଟ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ କୋଭିଡ ପରିଚାଳନା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ରଥ ସହ ସମ୍ପୃକ୍ତ ସେବାୟତଙ୍କ ୪ ଥର…

ଲିଙ୍ଗରାଜରେ ଜାଗର ପ୍ରସ୍ତୁତି, କାଲିଠୁ…

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ମହାପ୍ରଭୁଙ୍କର ଜାଗର ଯାତ୍ରା। ଜାଗର ଯାତ୍ରା ପାଇଁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଜାଗର ଯାତ୍ରାରେ ସେବା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତ, ଫୁଲ ଦୋକୋନା, ବଡୁ ସେବକ, ପୋଲିସ କର୍ମଚାରୀ ସମସ୍ତଙ୍କର କୋଭିଡ଼ ଟେଷ୍ଟ…

ବିଧାନସଭା ଶୀତ ଅଧିବେଶନ ପାଇଁ ଆଜିଠୁ…

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ। ମୌସୁମୀ ଅଧିବେଶନ ପରି ଚଳିତ ଶୀତ ଅଧିବେଶନ ପୂର୍ବରୁ ମଧ୍ୟ ବିଧାୟକ, ମନ୍ତ୍ରୀ, ସେମାନଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀ, ସାମ୍ବାଦିକଙ୍କର କୋଡିଭ୍ ଟେଷ୍ଟ ହେବ। ଆଜିଠୁ ଆସନ୍ତା ୩ ଦିନ ଯାଏଁ…

ଶୀତ ଅଧିବେଶନ ପୂର୍ବରୁ ହେବ କୋଭିଡ…

ଭୁବନେଶ୍ୱର: ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ। ଶୀତ ଅଧିବେଶନ ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିର ରଖି କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସୂଚନା ଦେଇ ବାଚସ୍ପତି କହିଛନ୍ତି, ମୌସୁମୀ ଅଧିବେଶନ ଭଳି…

ରାଜ୍ୟରେ ୨୪ ଘଣ୍ଟାରେ ୪୫ ହଜାରରୁ…

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୬୨୧ କରୋନା ଟେଷ୍ଟ ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି। ରାଜ୍ୟରେ ଆରଟିପିସିଆର, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ମାଧ୍ୟମରେ କରୋନା ନମୁନା ଟେଷ୍ଟ କରାଯାଇଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ, ଆରଟିପିସିଆରରେ ୮ ହଜାର…

ରାଜ୍ୟରେ ୨୪ ଘଣ୍ଟାରେ ୪୫,୬୭୬ କରୋନା…

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୬୭୬ କରୋନା ନମୁନା ଟେଷ୍ଟ ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ରାଜ୍ୟରେ ଆରଟିପିସିଆର, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ମାଧ୍ୟମରେ କରୋନା ନମୁନା ଟେଷ୍ଟ କରାଯାଇଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ,…

ରାଜ୍ୟରେ ୨୪ ଘଣ୍ଟାରେ ୪୮୦୭୫ କରୋନା…

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୮ ହଜାର ୦୭୫ କରୋନା ନମୁନା ଟେଷ୍ଟ ହୋଇଛି। ଏନେଇ ଶନିବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ଆରଟିପିସିଆର,ଆଣ୍ଟିଜେନ, ଟ୍ରୁନଟ୍ ମାଧ୍ୟମରେ କରୋନା ନମୁନା ଟେଷ୍ଟ କରାଯାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ଆରଟିପିସିଆରରେ ୮ ହଜାର…

ରାଜ୍ୟରେ ୨୪ ଘଣ୍ଟାରେ ୫୮,୮୧୩ କରୋନା…

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାର ୮୧୩ ନମୁନା ପରୀକ୍ଷା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଶନିବାର ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଆରଟିପିସିଆରରେ ୮ ହଜାର ୬୭୮, ଆଣ୍ଟିଜେନରେ ୫୦ ହଜାର ୧୩ ଓ ଟ୍ରୁନଟ୍ ମାଧ୍ୟମରେ ୧୨୨ଟି…

ରାଜ୍ୟରେ ୨୪ ଘଣ୍ଟାରେ ୫୮ ହଜାର ୮୪୦…

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାର ୮୪୦ କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି। ଆରଟିପିସିଆରରେ ୮ ହଜାର ୬୮୦, ଆଣ୍ଟିଜେନରେ ୫୦ ହଜାର ୨୩ ଓ ଟ୍ରୁନଟ୍ ମାଧ୍ୟମରେ ୧୩୭ଟି ନମୁନା…