Odisha Link
Bridging the Missing Links in Odisha
Browsing Tag

Cricket

ଭାରତ-ଇଂଲଣ୍ଡ ଦିନିକିଆ ସିରିଜ: ଭାରତରେ…

ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା। ପୁଣେରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍। ପ୍ରଥମ ମ୍ୟାଚ୍‌ ଜିତିଥିବା ଟିମ୍‌ ଇଣ୍ଡିଆ ପାଖରେ ରେକର୍ଡର କରିବାର ବଡ଼ ସୁଯୋଗ ରହିଛି। ଭାରତ ମାଟିରେ ଇଂଲଣ୍ଡ ବିପକ୍ଷରେ ଲଗାତାର ୬ଷ୍ଠ ସିରିଜ ଜିତିବାର ସୁଯୋଗ ରହିିଛି। ସବୁଠାରୁ ବଡ଼କଥା ହେଲା…

୬ଷ୍ଠ ଭାରତୀୟ ଭାବେ ଇଂଲଣ୍ଡର ବଡ଼ କ୍ଲ‍ବ୍…

ନୂଆଦିଲ୍ଲୀ: ଇଂଲଣ୍ଡ ଯିବେ ଟିମ୍‌ ଇଣ୍ଡିଆର ଯୁବ ବ୍ୟାଟସମ୍ୟାନ୍‌ ଶ୍ରେୟସ୍‌ ଆୟର। ୬ଷ୍ଠ ଭାରତୀୟ ଖେଳାଳି ଭାବେ ଆୟର୍‌ ଇଂଲିଶ କାଉଣ୍ଟି କ୍ଲବ୍‌ ଲାଙ୍କାଶାୟର୍‌ ପକ୍ଷରୁ କ୍ରିକେଟ୍‌ ଖେଳିବା ନେଇ ଚୁକ୍ତି କରିଛନ୍ତି। ଚଳିତ ବର୍ଷ ରୟାଲ୍ ଲଣ୍ଡନ୍ କପ୍ ଦିନିକିଆ କ୍ରିକେଟରେ ଲାଙ୍କାଶାୟର ପକ୍ଷରୁ ଖେଳିବେ।…

ସିରିଜ ବିଜୟ ପରେ ବିରାଟଙ୍କ ବଡ଼ ବୟାନ,…

ଅହମ୍ମଦାବାଦ: ଭ୍ରମଣକାରୀ ଇଂଲଣ୍ଡ ଦଳକୁ ୫ମ ଟି-୨୦ମ୍ୟାଚରେ ହରାଇ ସିରିଜ କବଜା କରିଛି ଟିମ୍‌ ଇଣ୍ଡିଆ। ଭାରତୀୟ ଟିମ୍‌ ୩-୨ରେ ଜିତି ସିରିଜ ହାତେଇବାରେ ସଫଳ ହୋଇଛି। ଟି-୨୦ ସିରିଜରେ ୨୩୧ ରନ କରିଥିବା ବିରାଟ କୋହଲିଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ମିଳିଥିଲା। କୋହଲି ସିରିଜରେ ୩ଟି…

କର୍ଣ୍ଣାଟକ ବିପକ୍ଷରେ ପୃଥ୍ବୀ ଖେଳିଲେ…

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ଓ ଟି-୨୦ ସିରିଜରୁ ବାଦ ପଡ଼ିଥିବା ପୃଥ୍ବୀ ଶ' ବିଜୟ ହଜାରେ ଟ୍ରଫିରେ କରୁଛନ୍ତି ଦମଦାର ପ୍ରଦର୍ଶନ। ନୂଆଦିଲ୍ଲୀରେ ଖେଳା ଯାଉଥିବା ବିଜୟ ହଜାରେ ଟ୍ରଫିର ସେମି ଫାଇନାଲ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଛନ୍ତି ମୁ‌ମ୍ବାଇ ଦଳର ଅଧିନାୟକ ପୃଥ୍ବୀ ଶ'। କର୍ଣ୍ଣାଟକ…

କ୍ରିକେଟ୍‌ ପରେ ରାଜନୀତିକୁ ଏଣ୍ଟ୍ରୀ…

ଭୁବନେଶ୍ବର: ଆପଣ ସତ କହିଲେ ଅପ୍ରିୟ ହେବା ନିଶ୍ଚିିତ। ମୁଁ ସତ କହିଲେ ଲୋକେ ମୋର ଆଟିଟ୍ୟୁଡ୍‌ ପ୍ରୋବ୍ଲେମ୍‌ କୁହନ୍ତି। ଏପରିକି ସତ କହି ମୁଁ ଟିମ୍‌ରୁ ଡ୍ରପ୍‌ ହୋଇଛି। ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ସାଂସଦ ଓ ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର କ୍ରିକେଟର ଗୌତମ ଗମ୍ଭୀର। ଭୁବନେଶ୍ବରରେ…

ଟିମ୍‌ ଇଣ୍ଡିଆକୁ ଝଟକା: ଟେଷ୍ଟ ସିରିଜରୁ…

ସିଡନୀ: ବର୍ଡର-ଗାଭାସ୍କର ସିରିଜର ତୃତୀୟ ମ୍ୟାଚ ପୂର୍ବୁ ଟିମ୍‌ ଇଣ୍ଡିଆକୁ ଝଟକା। ସିଡନୀ ଟେଷ୍ଟ ପୂର୍ବରୁ ଆଉ ଜଣେ ଭାରତୀୟ ଖେଳାଳି ଆହତ ହୋଇ ଟିମରୁ ବାଦ ପଡ଼ିଛନ୍ତି। ଟେଷ୍ଟ ସିରିଜ ପୂର୍ବରୁ ଦିନିକିଆ ଓ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର ବ୍ୟାଟସମ୍ୟାନ୍‌ କେ ଏଲ୍‌ ରାହୁଲ ଟେଷ୍ଟ…

୨୦୨୧ IPL ଖେଳିବେନି ଡେଲ୍‌ ଷ୍ଟେନ୍‌,…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଦ୍ରୁତ ଷ୍ଟାର ବୋଲର ଡେଲ୍‌ ଷ୍ଟେନ୍‌ଙ୍କ ବଡ଼ ଘୋଷଣା। ଡାହାଣ ହାତୀ ବୋଲର ଷ୍ଟେନ୍‌ ଶନିବାର ଟ୍ବିଟ୍‌ କରି କହିଛନ୍ତିି ଯେ, ୨୦୨୧ରେ ହେବାକୁ ଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଖେଳିବେ ନାହିଁ। କେବଳ ଆଇପିଏଲ ନୁହେଁ କୌଣସି ଲିଗରେ ମଧ୍ୟ ଭାଗ ନେବେ ନାହିଁ। ଏପରିକି କିଛି…

ଦୀର୍ଘ ଦିନ ପରେ କ୍ରିକେଟ ମଇଦାନରେ ଷ୍ଟାର…

ନୂଆଦିଲ୍ଲୀ: ଦୀର୍ଘ ବର୍ଷର ବ୍ୟବଧାନ ପରେ କ୍ରିକେଟ୍‌ ମଇଦାନକୁ ଫେରିଛନ୍ତି ଏସ୍‌ ଶ୍ରୀସନ୍ଥ। ଆଗକୁ ହେବାକୁ ଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ସେ କେରଳ ଦଳରେ ସାମିଲ ହୋଇଛନ୍ତି। ଏହାପୂର୍ବରୁ ସେ ଶ୍ରୀସନ୍ଥ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିଛନ୍ତି। ହେଲେ ମ୍ୟାଚରେ ପୁରୁଣା ଲୟରେ ଦେଖିବାକୁ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ…

ଇସଲାମମାଦ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ପାକିସ୍ତାନ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଆମୀର। ୨୮ ବର୍ଷୀୟ ଏହି ଖେଳାଳି କ୍ରିିକେଟରୁ ସନ୍ନ୍ୟାସ ନେବା ସହିତ ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଗୁମର ଖୋଲିଛନ୍ତି। ଯାହା କ୍ରିକେଟ ଜଗତରେ ଚହଳ ପକାଇଛି। ୨୮ ବର୍ଷୀୟ ଆମୀର କ୍ରିକେଟକୁ ଅଲବିଦା…

ଦୀର୍ଘଦିନ ପରେ କ୍ରିକେଟ ମଇଦାନକୁ ଫେରିବେ…

ନୂଆଦିଲ୍ଲୀ: ୨୦୧୧ ବିଶ୍ବକପ୍‌ ବିଜୟୀ ଟିମ୍‌ ଇଣ୍ଡିଆର ସଦସ୍ୟ ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ ଦୀର୍ଘ ସମୟ ପରେ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବା ନିକଟତର ହୋଇଛନ୍ତି। ସେ ସୟଦ ମୁସ୍ତାକ୍ ଅଲ୍ଲୀ ଟ୍ରଫି ଟି-ଟ୍ବେଣ୍ଟି ଟୁର୍ନାମେଣ୍ଟ ପାଇଁ କେରଳର ୨୬ ଜଣିଆ ଟିମ ତାଲିକାରେ ସ୍ଥାନ ପାଇଛନ୍ତି। ମଙ୍ଗଳବାର…