Odisha Link
Bridging the Missing Links in Odisha
Browsing Tag

Cricket

କ୍ରିକେଟର ସମସ୍ତ ଫର୍ମାଟରୁ ଡେଲ୍‌…

ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଲେ ଦକ୍ଷିଣ ଆଫ୍ରିକା ଦଳର ଷ୍ଟାର ବୋଲର ଡେଲ୍‌ ଷ୍ଟେନ୍। ଏନେଇ ଟ୍ବିଟ୍‌ କରି ଖୋଦ୍‌ ସୂଚନା ଦେଇଛନ୍ତି ଷ୍ଟେନ୍। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଷ୍ଟେନ୍‌ କହିଛନ୍ତି, ‘ଆଜି ବିଦ୍ଧିବଦ୍ଧ ଭାବେ କ୍ରିକେଟରୁ ସନ୍ୟାସ ନେଉଛି । ମୁଁ ସବୁଠାରୁ…

ମଇଦାନରେ ଝାଳ ବୁହାଇଲେ କ୍ରୀଡ଼ା ମନ୍ତ୍ରୀ,…

କୋଲକାତା: କ୍ରିକେଟ ମଇଦାନରେ କମାଲ କରିବା ପରେ ରାଜନୀତିରେ କଲେ ଶାନଦାର ଏଣ୍ଟ୍ରି। କ୍ରିକେଟ ପରେ ରାଜନୀତିର ଖେଳରେ ମଧ୍ୟ ସେ ଏବେ ଜଣେ ପୋଖତ ଖେଳାଳି। ନିର୍ବାଚନରେ ବିରୋଧୀଙ୍କୁ ଚକମା ଦେଇ ଖେଳିଲେ ମାଷ୍ଟ୍ରର ଷ୍ଟ୍ରୋକ୍‌ ଇନିଂସ୍। ଆଉ ପ୍ରଥମରୁ ହିଁ ହାତେଇଲେ ମନ୍ତ୍ରୀ ପଦ। ଆଉ ଏବେ ପୁଣିଥରେ କ୍ରିକେଟ…

ଲର୍ଡସ୍‌ରେ ବଲ୍‌ ଟାମ୍ପରିଂ! ଭାଇରାଲ…

ନୂଆଦିଲ୍ଲୀ: ଐତିହାସିକ ଲର୍ଡସ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍। ଆଜି ମ୍ୟାଚର ଅନ୍ତିମ ଦିନ। ଖବର ଲେଖା ହେବା ସୁଦ୍ଧା ଇଂଲଣ୍ଡ ଦଳ ୫ ଓ୍ବିକେଟ ହରାଇ ମୋଟ ୯୦ ରନ୍‌ କରିଛି। ବିଜୟ ପାଇଁ ଇଂଲଣ୍ଡ ଦଳକୁ ଆଉ ୧୮୨ ରନର ଆବଶ୍ୟତକା ଥିବାବେଳେ ଟିମ୍‌…

୪ ଖେଳାଳି କଲେ ଟି-୨୦ ଡେବ୍ୟୁ, ୬ ବୋଲର…

କଲମ୍ବୋ: ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଛି ଦ୍ବିତୀୟ ଟି-୨୦ ମ୍ୟାଚ୍। ଶ୍ରୀଲଙ୍କା ଦଳ ଟସ୍‌ ଜିତି ବୋଲିଂର ନିଷ୍ପତ୍ତି ନେଇଛି। ଯାହାଫଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବ। ଏଥିସହିତ ଟିମ୍‌ ଇଣ୍ଡିଆ ୪ ଖେଳାଳି ଟି-୨୦ ଡେବ୍ୟୁ କରିଛନ୍ତି। ଋତୁରାଜ ଗାଏକଓ୍ବାଡ, ଦେବଦତ୍ତ…

ପାଣ୍ଡ୍ୟାଙ୍କୁ କରୋନା, ସ୍ଥଗିତ ହେଲା ୨ୟ…

କଲମ୍ବୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଖେଳାଯିବାକୁ ଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍‌ ସ୍ଥଗିତ। କାରଣ ବାୟୋବବଲରେ କରୋନା କରିଛି ପ୍ରବେଶ। ମଙ୍ଗଳବାର ଦିନ ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ। ଯାହାରିଫଳରେ ଆଜି ଖେଳାଯିବାକୁ ଥିବା ୨ୟ ଟି-୨୦ ମୁକାବିଲାକୁ…

ଟିମ୍‌ ଇଣ୍ଡିଆର ସଙ୍କଟମୋଚକ ଦୀପକ, ଦିନେ…

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଏକାକି ମ୍ୟାଚକୁ ଜିତାଇ ରାତା ରାତି ହିରୋ ପାଲଟିଛନ୍ତି ରାଜସ୍ଥାନର କ୍ରିକେଟ ଖେଳାଳି ଦୀପକ ଚହର। ମଙ୍ଗଳବାର ଖେଳାଯାଇଥିବା ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ୨ୟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଘରୋଇ ଶ୍ରୀଲଙ୍କା ଦଳକୁ ୩ ଓ୍ବିକେଟରେ ମାତ୍‌ ଦେଇ ବିଜୟୀ ହୋଇଥିଲା।…

ପଦାର୍ପଣରେ ଇତିହାସ ରଚିଲେ ଶେଫାଳି

ବ୍ରିଷ୍ଟଲ: ପଦାର୍ପଣ ଟେଷ୍ଟରେ ହିଁ ଇତିହାସ ରଚିଛନ୍ତି ଭାରତୀୟ ମହିଳା ଦଳର ଯୁବ ଓପନର ଶେଫାଳି ବର୍ମା। ପ୍ରଥମ ଭାରତୀୟ ଓ ବିଶ୍ବର ୪ର୍ଥ ମହିଳା ଖେଳାଳି ଭାବେ ଡେବ୍ୟୁ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଛନ୍ତି ଏହି ୧୭ ବର୍ଷିୟ ଖେଳାଳି। ଶେଫାଳି ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଏହି…

ଭାରତ-ଶ୍ରୀଲଙ୍କା ସିରିଜ୍‌ ତାରିଖ ଘୋଷଣା

ନୂଆଦିଲ୍ଲୀ: ଜୁଲାଇ ୧୩ରୁ ଭାରତ-ଶ୍ରୀଲଙ୍କା ସିରିଜ୍‌ ଖେଳାଯିବ ୟ। ଆଇପିଏଲ୍ ପୂର୍ବରୁ ଖେଳାଳିଙ୍କୁ ପ୍ରସ୍ତୁତ ରଖିବା ପାଇଁ ଏହି ସିରିଜ୍ କରାଯାଉଛି। ଭାରତୀୟ ଟିମ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ, ୩ଟି ଟି-୨୦ ମ୍ୟାଚ ଖେଳିବ। ସିରିଜର ଅନ୍ତିମ ମ୍ୟାଚ୍ ଜୁଲାଇ ୨୫ ତାରିଖରେ ଖେଳାଯିବ। ଏନେଇ ସୋନି…

ଦିନକୁ ଦି ଓଳି ଖାଇବାକୁ ବି ଅସମର୍ଥ…

ନୂଆଦିଲ୍ଲୀ: ନିଜ ପେସ୍‌ ବୋଲିଂରେ ବ୍ୟାଟସମ୍ୟାନ୍‌ ମାନଙ୍କୁ ଚିତ୍‌ କରୁଥିଲେ। ନିଜର ବୋଲିଂ ବଳରେ ବିଶ୍ବ କ୍ରିକେଟରେ ସୃଷ୍ଟି କରି ପାରିଥିଲେ ନିଜର ସ୍ବତନ୍ତ୍ର ପରିଚୟ। ହେଲେ ଏବେ ଦିନକୁ ଦି ଓଳି ଖାଇବା ପାଇଁ ନାହିଁ ଟଙ୍କା। ଏମିତି ଏକ ଖବର ବିଶ୍ବ କ୍ରିକେଟରେ ଚହଳ ପକାଇଛି। ଆମେ ଆପଣଙ୍କୁ…

ଦେଖିବାକୁ ମିଳିବନି ଭାରତ-ପାକ୍‌…

କଲମ୍ବୋ: ସାରା ବିଶ୍ବରେ କରୋନା ଲହର ବଢ଼ିବାରେ ଲାଗିଛି। ବିଶେଷକରି ଏସିଆରେ କରୋନାର ଦ୍ବିତୀୟ ଲହର ଦେଖିବାକୁ ମିଳିଛି। ବିଶ୍ବର ବଡ଼ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଅଧାରୁ ସ୍ଥଗିତ ରହିଛି। ଏସବୁ ମଧ୍ୟରେ କରୋନା ମହାମାରୀ ସଂକ୍ରମଣକୁ…